Daily Archives

June 19, 2022

ତାମିଲନାଡୁରେ ଦାଦନ ଶ୍ରମିକ ମୃତ: ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କଲେ ଗ୍ରାମବାସୀ

ହରଭଙ୍ଗା: ତାମିଲନାଡୁରେ ଗତ ଗୁରୁବାର ଦିନ ଘଟିଯାଇଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଛି। ଗାଁରେ ମୃତହେଦ ଫେରିବା ପରେ ଶୋକର ଛାୟା ଖେଳିଯାଇଛି। ବାଘୁଆକଟା ଗ୍ରାମରେ ଥିବା ଦାଦନ ଦଲାଲଙ୍କ ଘର ଆଗରେ ମୃତ ଜୟ ଭୋକ୍ତାଙ୍କ ଶବ ରଖି…
ଅଧିକ ଖବର ଦେଖନ୍ତୁ...

ଅଗ୍ନିକାଣ୍ଡ କରୁଥିବା ଯୁବକମାନେ ଅଗ୍ନିବୀର ହୋଇପାରିବେ ନାହିଁ : ଭାରତୀୟ ସେନା

ନୂଆଦିଲ୍ଲୀ : ସରକାରଙ୍କ ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ପୋଡ଼ାଜଳା କରୁଥିବା ଯୁବକମାନଙ୍କ ପ୍ରତି କଠୋର ହୋଇଛି ଭାରତୀୟ ସାମରିକ ବାହାନୀ । ଏପରି କାର୍ଯ୍ୟରେ ଲିପ୍ତ ରହିଥିବା ଯୁବକମାନଙ୍କୁ ସେନାରେ ନିଯୁକ୍ତି ଦିଆଯିବ ନାହିଁ ବୋଲି ତିନିସେନା ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଆଜି…
ଅଧିକ ଖବର ଦେଖନ୍ତୁ...

ମୋର ବୟାନକୁ ଭୁଲ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି: ସାଇ ପଲ୍ଳବୀ

ଚେନ୍ନାଇ: ଜଣାଶୁଣା ସାଉଥ ଅଭିନେତ୍ରୀ ସାଇ ପଲ୍ଳବୀ ନିଜ ବୟାନ ପାଇଁ ଆଜିକାଲି ବିବାଦରେ ଥିବାବେଳେ ତାଙ୍କ ଚଳଚ୍ଚିତ୍ର 'ବୀରତା ପାର୍ବମ୍' ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି | ତେବେ ଫିଲ୍ମର ପ୍ରମୋସନ ସମୟରେ ଅଭିନେତ୍ରୀ କାଶ୍ମୀରୀ ପଣ୍ଡିତଙ୍କ ବିଷୟରେ ଏପରି ବିବୃତ୍ତି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ଝଡ଼ବର୍ଷା: ଜାରି ହେଲା ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଦକ୍ଷିଣ- ପଶ୍ଚିମ ମୋସୁମୀ ବାୟୁ ସମଗ୍ର ରାଜ୍ୟକୁ ଅଗ୍ରସର ହେବାକୁ ପ୍ରାୟସ ଜାରି ରଖିଛି। ରାଜ୍ୟର ପାଗ ଏବେ ଅନୁକୂଳ ରହିଥିବାରୁ ଆସନ୍ତା ଦିନେରୁ ଦୁଇଦିନ ମଧ୍ୟରେ ମୌସୁମୀ ସମଗ୍ର ରାଜ୍ୟକୁ ଅଗ୍ରସର ହେବାର ସମ୍ଭାବନା ରହିଛି। ଏପରିସ୍ଥିତିରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ତମାମ…
ଅଧିକ ଖବର ଦେଖନ୍ତୁ...

ଘରକାମ ଚାଲିଥିବା ବେଳେ ବଜ୍ରପାତ; ନାବାଳକ ସମେତ ୪ ମୃତ, ୨ ଗୁରୁତର

ନୂଆପଡ଼ା: ଘର କାମ ଚାଲିଥିବା ‌ବେଳେ ଆଜି ଅପରାହ୍ନରେ ବ୍ରଜପାତ ହୋଇଛି। ଏଥିରେ ଜଣେ ନାବାଳକଙ୍କ ସହ ମୋଟ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଏହି ବଜ୍ରପାତରେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନୂଆପଡ଼ା ଜିଲ୍ଲା କୋମନା…
ଅଧିକ ଖବର ଦେଖନ୍ତୁ...

ଜୁନ ୨୪ରୁ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ପଂଜୀକରଣ, ନଭେମ୍ବର ୨୧ରୁ ଆଇଏନଏସ ଚିଲିକାରେ ନୌ-ଅଗ୍ନିବୀରଙ୍କ…

ନୂଆଦିଲ୍ଲୀ : ସେନାରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବାବେଳେ ତିନି ସେନା  ପକ୍ଷରୁ ରବିବାରଦିନ ଏକ ମିଳିତ ପ୍ରେସମିଟ୍ କରି  ଏହି ସ୍କିମକୁ ନେଇ ରହିଥିବା ସଂଦେହ ଦୂର କରାଯାଇଛି । ଏହା ସହିତ ସ୍ବଷ୍ଟ କରାଯାଇଛି ଯେ ଏହି…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ବାତିଲ ହୋଇପାରେ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ

ବେଙ୍ଗାଲୁରୁ: ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ରୋଚକ ମୋଡ଼ରେ ରହିଛି। ପାଞ୍ଚ ଟିକିଆ ଶୃଙ୍ଖଳାରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି। ରବିବାରର ଶେଷ ମ୍ୟାଚ୍ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ଏହି ମ୍ୟାଚ୍‌କୁ ଯିଏ ଜିତିବ, ସିଏ ଏହି ଉତ୍କଣ୍ଠା ଓ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରର ‘ତୋଫାନ୍‌ ସମୁଦ୍ର’ରେ ଜଳର ସଙ୍କେତ ପାଇଛି ଚୀନ୍‌

ବେଜିଙ୍ଗ୍‌: ଚନ୍ଦ୍ରପୃଷ୍ଠରେ ଗଳିତଧାତୁରେ ସୃଷ୍ଟି ହୋଇଥିବା ସମତଳ ଅଞ୍ଚଳ ‘ତୋଫାନ୍‌ ସମୁଦ୍ର’ରୁ ଚୀନ୍‌ ସଂଗ୍ରହ କରିଥିବା ନମୁନାଗୁଡ଼ିକରୁ ଚୀନା ବୈଜ୍ଞାନିକମାନେ ଜଳର ସଙ୍କେତ ପାଇଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। ଫଳରେ ଚନ୍ଦ୍ରର ସୃଷ୍ଟି ବିଷୟରେ…
ଅଧିକ ଖବର ଦେଖନ୍ତୁ...

ଛୁଆ କାହାର? ପାଲଟା ଅଭିଯୋଗ ଆଣିଲେ ଘରମାଲିକ, ରେଳଧାରଣାରୁ ପାଇ କୁନି ଝିଅକୁ ଦେଇଥିଲେ ସନ୍ତୋଷ

ଭୁବନେଶ୍ବର: ଭୁବନେଶ୍ୱର ମଞ୍ଚେଶ୍ବର ଆଖଣ୍ଡଳମଣି ବସ୍ତିରେ କୁନି ଝିଅକୁ ଘର ମାଲିକ ନେଇଯିବା ଘଟଣାରେ ନୂଆମୋଡ଼ ଆସିଛି। ଘରଭଡ଼ା ଦେଇ ନପାରିବାରୁ ୯ବର୍ଷୀୟା କୁନି ଝିଅକୁ ଘର ମାଲିକ ବଳପୂର୍ବକ ନେଇଯାଇଛି ବୋଲି ଗତକାଲି ବାପାମାଆ ଅଭିଯୋଗ କରିବା ପରେ ପାଲଟା ଅଭିଯୋଗ ଆଣିଛନ୍ତି ଘର ମାଲିକ। ସେ…
ଅଧିକ ଖବର ଦେଖନ୍ତୁ...