Daily Archives

August 14, 2022

ଅସାବଧାନତାରୁ ତ୍ରିରଙ୍ଗା ପତାକା ଲଗାଇବାବେଳେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ଖାରଗୋନ: ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଏବେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଚାଲିଛି। ଆଉ ଲୋକମାନେ ନିଜ ଘରର ଛାତ ଉପରେ ତ୍ରିରଙ୍ଗା ପତାକା ଲଗାଉଛନ୍ତି | ତେବେ ମଧ୍ୟପ୍ରଦେଶର ଖାରଗୋନରେ ଜଣେ ବ୍ୟକ୍ତି ତ୍ରିରଙ୍ଗା ପତାକା ଲଗାଉଥିବାବେଳେ ସାମାନ୍ୟ ଅସାବଧାନତା ପାଇଁ ତାଙ୍କ ଜୀବନ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଇଣ୍ଡିଆର ନାଁ ବଦଳାଇବାକୁ ଅନୁରୋଧ; ଏଭଳି ଦାବି କଲେ ସାମିଙ୍କ ପତ୍ନୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ଏବେ କ୍ରିକେଟରୁ ବିରତି ନେଇଛନ୍ତି। ଭାରତୀୟ ଦଳକୁ ଏସିଆ କପ୍ ଖେଳିବାକୁ ଥିବା ବେଳେ ମହମ୍ମଦ ସାମିଙ୍କୁ ଟି-୨୦ ଫର୍ମାଟରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ସ୍ଥାନ ମିଳିନାହିଁ। ତେବେ ସାମିଙ୍କ ପତ୍ନୀ ହସିନ ଜାହାନଙ୍କ କଥା…
ଅଧିକ ଖବର ଦେଖନ୍ତୁ...

୪ ଦେଶୀ ମଦ ବେପାରୀ ଗିରଫ, ସ୍କୁଟି ସହ ୧୪୦ ଲିଟର ଦେଶୀ ମଦ ଜବତ

ରାଉରକେଲା: ଦେଶୀ ମଦ କାରବାର ଉପରେ ଅବକାରୀ ପୁଲିସ ଚଢ଼ଉ ଜାରି ରଖିଛି। ଆଜି ଓ ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସମେତ ଲାଠିକଟା ଅଞ୍ଚଳରେ ବ୍ୟାପକ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ଦେଶୀ ମଦ ଚୋରାଚାଲାଣ କରୁଥିବାବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

କାହିଁକି ବଢୁଛି ବିମାନ ଭଡା, କାରଣ କହିଲେ ସିନ୍ଧିଆ

ଗ୍ୱାଲିଅର: ଦେଶରେ ବିମାନ ଭଡା ମହଙ୍ଗା ହେଉଥିବାବେଳେ ଏହାକୁ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଏଭିଏସନ ଟର୍ବାଇନ ଫୁଏଲ (ଏଟିଏଫ) ର ମୂଲ୍ୟ ବଢିଯାଇଛି | ୨୦୧୯ ମସିହାରେ, ଏଟିଏଫ୍ ମୂଲ୍ୟ ଲିଟର ପିଛା ୫୩ ହଜାର ଟଙ୍କା ଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଗୃହ ଓ ଅର୍ଥ ବିଭାଗ ସମ୍ଭାଳିବେ ଫଡନାବିସ, ସିନ୍ଦେ ନେଲେ ଏହି ବିଭାଗ

ମୁମ୍ବାଇ: ମହାରାଷ୍ଟ୍ରରେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ କ୍ୟାବିନେଟ ସମ୍ପ୍ରସାରଣର ଏକ ସପ୍ତାହ ପରେ ଆଜି ନୂତନ ଭାବେ ନିଯୁକ୍ତ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନଗର ଉନ୍ନୟନ, ସାଧାରଣ ପ୍ରଶାସନ, ସୂଚନା ଏବଂ ପ୍ରଯୁକ୍ତି, ସୂଚନା…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷା ଜାରି: ରେଳଧାରଣାରେ ପଥର ଖସିଲା, ମାଲବାହୀ ଟ୍ରେନ୍‌ ଟନେଲ୍‌ରେ ଫସିଲା

କଲ୍ୟାଣସିଂପୁର/ରାୟଗଡ଼ା: ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଆହୁରି ହେବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପୂରା ରାଜ୍ୟରେ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ…
ଅଧିକ ଖବର ଦେଖନ୍ତୁ...

୨୦୧୬ରେ ଲାଲକିଲ୍ଲାରୁ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠାରୁ ଦୀର୍ଘ ୯୬ ମିନିଟର ଭାଷଣ ଦେଇଛନ୍ତି

ନୂଆଦିଲ୍ଲୀ: ରାତି ପାହିଲେ ଦେଶ ୭୬ତମ ସ୍ବାଧିନତା ଦିବସ ପାଳନ କରିବ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଦିଲ୍ଲୀର ଲାଲକିଲ୍ଲାରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ପତାକା ଉତ୍ତୋଳନ କରିବା ସହିତ ଦେଶକୁ ସମ୍ବୋଧନ କରିବେ। ଅଭିଭାଷଣରେ…
ଅଧିକ ଖବର ଦେଖନ୍ତୁ...

ମମତାଙ୍କୁ ବଦନାମ କଲେ ଆମେ ମାଡ ମାରିବୁ: ଟିଏମସି ବିଧାୟକ

କୋଲକାତା: ଆମର ନେତ୍ରୀ ମମତା ବାନାର୍ଜୀଙ୍କୁ ବଦନାମ କଲେ ଆମେ ମାଡ ମାରିବୁ | ପଶ୍ଚିମବଙ୍ଗରେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଲଗାତାର ଟିଏମସି(ତୃଣମୂଳ କଂଗ୍ରେସ) ନେତାଙ୍କ ଉପରେ ଆକ୍ରମଣ କରୁଛି। ଅନ୍ୟପକ୍ଷରେ ଟିଏମସି ନେତାମାନେ ଦଳର ସୁପ୍ରିମୋ ମମତା ବାନାର୍ଜୀ ଏବଂ ତାଙ୍କ ଉତ୍ତରାଧିକାରୀ…
ଅଧିକ ଖବର ଦେଖନ୍ତୁ...

ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସହ ଅଲୋଚନା କରୁନି ଛତିଶଗଡ଼: ବିଜୟ ମିଶ୍ର

ଭୁବନେଶ୍ବର: ବନ୍ୟା ପରିଚାଳନା ପାଇଁ ଓଡ଼ିଶା ସରକାରଙ୍କ ଅନୁରୋଧ ସତ୍ତ୍ୱେବି ଅଲୋଚନାକୁ ଆସୁ ନାହାନ୍ତି ଛତ୍ତିଶଗଡ଼ ସରକାର। ବିଗତ ୨/୩ ବର୍ଷ ହେଲା କୋଭିଡ ପାଇଁ  ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସମନ୍ଵୟ ମିଟିଂ ହୋଇପାରିନଥିଲା ବୋଲି ଓଡ଼ିଶା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର…
ଅଧିକ ଖବର ଦେଖନ୍ତୁ...

ମୋ ପୁଅର ହତ୍ୟା ପଛରେ କିଛି କଣ୍ଠଶିଳ୍ପୀଙ୍କ ହାତ ରହିଛି, ଶୀଘ୍ର ଖୁଲାସା କରିବି; ମୁସେୱାଲାଙ୍କ ବାପା

ଚଣ୍ଡୀଗଡ: ପ୍ରସିଦ୍ଧ ପଞ୍ଜାବୀ କଣ୍ଠଶିଳ୍ପୀ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ଦେହାନ୍ତର ପ୍ରାୟ ୮୦ଦିନ ପରେ ତାଙ୍କ ବାପା ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ମୁସେୱାଲାଙ୍କ ବାପା ବଲକାର ସିଂଙ୍କ ଅନୁଯାୟୀ ତାଙ୍କ ପୁଅର ହତ୍ୟା ପଛରେ ମୁସେୱାଲାଙ୍କର କିଛି ଘନିଷ୍ଠ ବନ୍ଧୁ ଏବଂ ରାଜନେତା…
ଅଧିକ ଖବର ଦେଖନ୍ତୁ...