Daily Archives

August 20, 2022

ମାଥିଲି ବ୍ଲକର ୭ ପଞ୍ଚାୟତ ବୁଲିଲେ ସାଂସଦ ଓ ବିଧାୟକ

ମାଥିଲି: ମାଲକାଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକକୁ ନବରଂଗପୁରର ସାଂସଦ ରମେଶ ଚନ୍ଦ୍ର ମାଝି ଏବଂ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଗସ୍ତକରି ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ମାଥିଲି ବ୍ଲକର ୭ଟି ପଞ୍ଚାୟତ ଗସ୍ତ କରି ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା…
ଅଧିକ ଖବର ଦେଖନ୍ତୁ...

୧୦ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଆୟୋଜନ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

କଟକ: ଚଳିତବର୍ଷ ଐତିହାସିକ ବାଲିଯାତ୍ରା ୨୦୨୨ ପାଖାପାଖି ୧୦୦ ଏକର ଜାଗା ଉପରେ ଆୟୋଜନ ହେବ । ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦେଶ ବିଦେଶର କଳାକାରମାନଙ୍କୁ ନେଇ କରାଯିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଏଥିଲାଗି ପ୍ରସ୍ତୁତ ହେଲାଣି ଜିଲ୍ଲା ପ୍ରଶାସନ। କରୋନା କଟକଣା ବନ୍ଦ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଥିବା ଚୀନ୍ ଜାହାଜକୁ ନେଇ ଭାରତ କାହିଁକି ଚିନ୍ତିତ ? ଚୀନ କରୁଛି କି ଚକ୍ରାନ୍ତ ?…

ନୂଆଦିଲ୍ଲୀ: ଚୀନ୍ ଜାହାଜ ପାଇଁ ଭାରତ କାହିଁକି ଚିନ୍ତିତ ? ୟୁଆନ୍ ୱାଙ୍ଗ-୫ ଜାହାଜ ପାଇଁ ଭାରତର ଚିନ୍ତା ପଛରେ ମୁଖ୍ୟ କାରଣ କ’ଣ ?  ହମ୍ବନ୍‌ଟୋଟା ବନ୍ଦର କାହିଁକି ଭାରତ ପାଇଁ ମୁଣ୍ଡବିନ୍ଧାର କାରଣ ହେଲା ।  ଭାରତର ସୁରକ୍ଷା ପ୍ରତି ହମ୍ବନ୍‌ଟୋଟା ବନ୍ଦର କାହିଁକି ସମ୍ବେଦନଶୀଳ ?  …
ଅଧିକ ଖବର ଦେଖନ୍ତୁ...

ସହିଦ ଭଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦର

ଚଣ୍ଡୀଗଡ଼: ବଦଳିବ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦରର ନାଁ। ଶନିବାର ପଞ୍ଜାବ ଏବଂ ହରିୟାଣା ସରକାର ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସହିଦ ଭଗତ ସିଂଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ହରିୟାଣାର ଉପମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍ : ପାକିସ୍ତାନୀ ଦଳକୁ ଝଟକା, ବାଦ ପଡ଼ିଲେ ଦ୍ରୁତ ବୋଲର ଶାହିନ ଆଫ୍ରିଦି

ମୁମ୍ବାଇ : ଚଳିତ ମାସ ଶେଷ ସପ୍ତାହରେ ଏସିଆ କପ୍ କ୍ରିକେଟ୍ ଆରମ୍ଭ ହେଉଥିବାବେଳେ ପାକିସ୍ତାନକୁ ଏକ ବଡ଼ ଧକ୍କା ଲାଗିଛି । ଦଳର ପ୍ରମୁଖ ଦ୍ରୁତ ବୋଲର ଶାହିନ ଆଫ୍ରିଦି ଏସିଆ କପ ପାଇଁ ପାକିସ୍ତାନୀ ଦଳରୁ ବାଦ ପଡ଼ିଛନ୍ତି । ଡାହାଣ ଆଣ୍ଠୁରେ ଆଘାତ ଯୋଗୁଁ ତାଙ୍କୁ ଦଳର ମେଡିକାଲ ଟିମ ଅନଫିଟ…
ଅଧିକ ଖବର ଦେଖନ୍ତୁ...

ଜନ୍ମାଷ୍ଟମୀରେ ବେଆଇନ ଭାବେ ଆଶ୍ରମରେ ସାରଥିଙ୍କ ପୂଜା କଲେ ଭକ୍ତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଞ୍ଚାୟତରେ ଥିବା ସାରଥି ଆଶ୍ରମ ଭିତରେ ସାରଥି ଭକ୍ତମାନେ ଜନ୍ମାଷ୍ଟମୀ ପୂଜା କରିଛନ୍ତି। ସାରଥି ଆଶ୍ରମରେ ଜନ୍ମାଷ୍ଟମୀ ପୂଜା ହୋଇଥିବାବେଳେ ସେହି ପୂଜା ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି…
ଅଧିକ ଖବର ଦେଖନ୍ତୁ...

ମହାନଦୀରେ ଭାସିଗଲା ଡ଼ଙ୍ଗା; ଉଦ୍ଧାର ପାଇଁ ଉଦ୍ୟମ ଜାରି

ମହାକାଳପଡ଼ା: ମହାନଦୀର ପ୍ରଖର ତ୍ସୋତରେ ଭାସି ଗଲା ଡ଼ଙ୍ଗା। ୪ରୁ ୫ କିଲୋମିଟର ଯାଏ ଡ଼ଙ୍ଗା ଭାସି ଯାଇଥିବାବେଳେ ଡ଼ଙ୍ଗାଟିରେ ୩୦ ଜଣ ଯାତ୍ରୀ ରହିଥିଲେ।। ତେବେ ଡ଼ଙ୍ଗାଟିକୁ ଉଦ୍ଧାର କରିବା ପାଇଁ  ମେରାଇନ ବୋଟ ପଠାଯାଇଥିବା ମହାକାଳପଡ଼ା ବିଡ଼ିଓ ସଚନା ଦେଇଛନ୍ତି। ଭରା ନଦୀରେ ଡ଼ଙ୍ଗାଟିକୁ…
ଅଧିକ ଖବର ଦେଖନ୍ତୁ...

୨୦୨୪ରେ ହେବ ମୋଦୀ-କେଜ୍ରିୱାଲ୍ ଲଢ଼େଇ; ସିବିଆଇ ଚଢ଼ଉ ପରେ କହିଲେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଗତକାଲି ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏବଂ ଅନ୍ୟ ୩ ସରକାରୀ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଥିଲା। ଦିଲ୍ଲୀ ଅବକାରୀ…
ଅଧିକ ଖବର ଦେଖନ୍ତୁ...

ଲଦାଖରେ ଫସିରହିଥିବା ଇସ୍ରାଏଲ ନାଗରିକଙ୍କୁ ଉଦ୍ଧାର କଲା ବାୟୁସେନା

ଲେହ : ଲଦାଖର ପାର୍ବତ୍ୟାଞ୍ଚଳରେ ଫସି ରହିଥିବା ଜଣେ ଇସ୍ରାଏଲ ନାଗରିକଙ୍କୁ ଉଦ୍ଧାର କରିଛି ଭାରତୀୟ ବାୟୁସେନା । ଉଚ୍ଚ ପର୍ବତରେ ଟ୍ରାକିଂ କରୁଥିବାବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ପ୍ରତିରକ୍ଷା ମନ୍ତ୍ରାଳୟ (ପ୍ରତିରକ୍ଷା ପିଆରଓ, ଶ୍ରୀନଗର) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଲଦାଖର…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଅଜାଡ଼ିଲା ବର୍ଷା, ବିପଦ ସଙ୍କେତ ଟପିଲା ବଂଶଧାରା

ରାୟଗଡ଼ା: ଲଘୁଚାପ ପ୍ରଭାବରେ ରାୟଗଡ଼ାରେ ପୁଣି ମୂଷଳ ଧାରାରେ ବର୍ଷା ହୋଇଛି। ଶୁକ୍ରବାର ମଧ୍ୟାହ୍ନରୁ ବର୍ଷା ଲାଗି ରହିଥିବାରୁ ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୪୨୭.୪ ମିମି ବର୍ଷା ରେକର୍ଡ କରାଯାଇଛି। ୩୮.୮୫ ମିମି ହାରରେ ବର୍ଷା ହୋଇଥିବାରୁ ଜିଲ୍ଲାର ନଦୀ, ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଆଜି…
ଅଧିକ ଖବର ଦେଖନ୍ତୁ...