Daily Archives

September 29, 2022

ଓଆରଏଚ୍‌ଡିସି ଦୁର୍ନୀତି ମାମଲା : ଆଇଏଏସ୍‌ ବିନୋଦ କୁମାର ଓ ମେଟ୍ରୋ ବିଲଡର୍ସ ଏମ୍‌ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ…

ଭୁବନେଶ୍ବର:ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ (ଓଆରଏଚ୍‌ଡିସି) ଦୁର୍ନୀତି ମାମଲାରେ ଗୁରୁବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି। ଭୁବନେଶ୍ବରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଜଜ ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ମାମଲାର ବିଚାର କରି…
ଅଧିକ ଖବର ଦେଖନ୍ତୁ...

ଅଜରବୈଜାନ ବିରୋଧୀ ଯୁଦ୍ଧରେ ଆର୍ମେନିଆ ପଛରେ ଛିଡ଼ା ହେଲା ଭାରତ; ଯୋଗାଇବ ପିନାକ ରକେଟ୍ ସିଷ୍ଟମ୍

ନୂଆଦିଲ୍ଲୀ : ଦୁଇ ମଧ୍ୟ-ଏସୀୟ ଦେଶ ଅଜରବୈଜାନ ଓ ଆର୍ମେନିଆ ମଧ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବାବେ​ଳେ ଅଜରବୈଜାନର ପ୍ରବଳ ଆକ୍ରମଣ ଆଗରେ ତିଷ୍ଠି ପାରୁନାହିଁ ଆର୍ମେନିଆ । ଅଜରବୈଜାନ ତୁର୍କୀ ନିର୍ମିତ ଡ୍ରୋନ ବ୍ୟବହାର କରି ଆର୍ମେନିଆ ଉପରେ ଅଗ୍ନିବର୍ଷା କରିଚାଲିଛି । ଏହାର ଜବାବ…
ଅଧିକ ଖବର ଦେଖନ୍ତୁ...

କଦଳୀ ନୁହେଁ ସାପ; ଭୟାଳୁ ସ୍ବଭାବର ନହୋଇଥିଲେ ଭିଡିଓଟିକୁ ଦେଖନ୍ତୁ

ନୂଆଦିଲ୍ଳୀ: ପ୍ରକୃତି ନିଜ ଭିତରେ ଏପରି କିଛି ରହସ୍ୟକୁ ଲୁଚାଇ ରଖିଛି ଯାହା ବେଳେ ବେଳେ ମଣିଷ ଆଖିକୁ ଦ୍ବନ୍ଦ୍ବରେ ପକାଇଥାଏ। ଦୁନିଆରେ ଏପରି କିଛି ଜୀବଯନ୍ତୁ ଅଛନ୍ତି, ଯାହାଙ୍କୁ ଆମେ ଆଜି ଯାଏ ଦେଖିପାରିନେ। ଏପରି ଅନେକ କିଛି ଅଛି ଯାହା ଆମ ଜ୍ଞାନ ପରିସରଠାରୁ ଊର୍ଧ୍ବରେ। ଆପଣ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା, ଏହି କାରଣରୁ ବାଦ୍ ପଡ଼ି‌ଲେ ବୁମରା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ଏ ନେଇ ଭାରତୀୟଙ୍କ ମନରେ ଉତ୍ସାହ ଭରି ରହିଥିବା ବେଳେ ଏବେ ଏକ ନିରାଶ କଲା ଭଳି ଖବର ସାମ୍ନାକୁ ଆସିଛି। ଖବର ମିଳିଛି ଯେ, ଟି-୨୦ ବିଶ୍ବକପରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ଜସପ୍ରୀତ ବୁମରା। ଏସିଆ କପ୍ ୨୦୨୨ରେ…
ଅଧିକ ଖବର ଦେଖନ୍ତୁ...

ନୂଆ ଘରେ ଗୃହ ପ୍ରବେଶ କଲେ ସାହିଦ-ମୀରା, ଜାଣନ୍ତି ଘରର ଦାମ କେତେ?

ମୁମ୍ବାଇ: ଅଭିନେତା ସାହିଦ କପୁର ଓ ପତ୍ନୀ ମୀରା ରାଜପୁତ ଏଥର ସେମାନଙ୍କ ନୂଆ ଘରେ ଦୀପାବଳୀରେ ଦୀପ ଜଳାଇବେ। ଦୁଇ ଜଣଙ୍କୁ ସେମାନଙ୍କ ନୂଆ ଠିକଣା ମିଳିସାରିଛି। ଏହି ଦମ୍ପତି ନିଜର ଜୁହୁସ୍ଥିତ ସି-ଫେସିଂ ଆପାର୍ଟମେଣ୍ଟ୍‌ରୁ ବର୍ଲିର ନୂଆ ଘରକୁ ସ୍ଥାନାନ୍ତରିତ ହୋଇ ସାରିଛନ୍ତି। ଏପରି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ଜାରିହେଲା ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଏବଂ ଏହାର ଆଖପାଖ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବସ୍ଥିତ ରହିବା ସହ ସମୁଦ୍ର ପତନଠାରୁ ୧.୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ମାଫିଆ ସକ୍ରିୟ: ୭ ଲକ୍ଷ ଟଙ୍କାର ନକଲି ମଦ ଜବତ, ମହିଳା ଅଟକ

ରାଉରକେଲା : ପୂଜାକୁ ଆଖି ଆଗରେ ରଖି ମଦ ମାଫିଆମାନେ ଏବେ ସକ୍ରିୟ ହୋଇ ଉଠିଛନ୍ତି। ଗତ ସପ୍ତାହ ରାଉରକେଲା ପାନପୋଷ ବସ୍ତିରେ ଏକ ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଅବକାରୀ ବିଭାଗ ଚଢ଼ାଉ କରିଥିଲେ। ବିପୁଳ ପରିମାଣର ନକଲି ମଦ ଜବତ ହୋଇଥିଲା। ଆଜି ବଣାଇ ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ଉ…
ଅଧିକ ଖବର ଦେଖନ୍ତୁ...

ପିଏଫଆଇର ସଭ୍ୟ ତାଲିକାରେ ଅଛନ୍ତି ସରକାରୀ କର୍ମଚାରୀ, ଇଂଜିନିୟର, ନେତା

ନୂଆଦିଲ୍ଲୀ : ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆ (ପିଏଫଆଇ) ସଂପର୍କରେ କେତେକ ସାଂଘାତିକ ତଥ୍ୟ ତଦନ୍ତରୁ ଜଣାପଡ଼ିଛି । ସରକାରଙ୍କ ଦ୍ବାରା ନିଷିଦ୍ଧ ଘୋଷିତ ଏହି ସଂଗଠନରେ ସକ୍ରିୟ ସଭ୍ୟ ତାଲିକାରେ ରହିଛନ୍ତି ଅନେକ ସରକାରୀ କର୍ମଚାରୀ, ଇଂଜିନିୟର, ନେତା, ଲାଇବ୍ରେରିଆନ ଓ ସମାଜର ପ୍ରତିଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ସଙ୍କଟକୁ ଦେଖି ମୁଁ କଂଗ୍ରେସ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛି: ଗେହଲଟ

ଜୟପୁର: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ବଦଳିଲା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିଷ୍ପତ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିବା ପରେ ଗେହଲଟ ନି‌ଜେ କଂଗ୍ରେସ ସଭାପତି ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବି ଚାଲିଛି ପରିବାର ପାର୍ଟି, ସରକାର ନକଲି ବୋଲି ରତ୍ନଭଣ୍ଡାର ଚାବି ବି ନକଲି: ନଡ୍ଡା

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଯେପରି ଓଡ଼ିଶା ‌ଦଖଲ କରିବ ସେନେଇ ଦଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଆଜି ବୁଥ୍ ସ୍ତରୀୟ ପ୍ରତିନିଧିଙ୍କୁ ସମ୍ବୋଧନ କରିଛନ୍ତି | ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ପ୍ରାୟ ୨୫ହଜାର ବୁଥ୍‌…
ଅଧିକ ଖବର ଦେଖନ୍ତୁ...