Daily Archives

October 1, 2022

ଥାନାରେ ଅଟକ ଯୁବକଙ୍କ ଆତ୍ମହତ୍ୟା, ଏସ୍‌ପି କହିଲେ- ଆଇନ ଅନୁସାରେ ତଦନ୍ତ ହେବ

ବ୍ରହ୍ମପୁର/ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରେ ହାଜତ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ମୃତକଜଣକ ହେଲେ, ସିଏଚ୍‌.ତ୍ରିଲୋଚନ ରେଡ୍ଡୀ (୩୨)। ପାଇଖାନା ଭିତରୁ ତାଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ତେବ‌େ ପୁଲିସ ସୁରକ୍ଷାର ବଳୟ ଭିତରେ ତ୍ରିଲୋଚନଙ୍କ ଆତ୍ମହତ୍ୟା ଭଳି ଚରମ…
ଅଧିକ ଖବର ଦେଖନ୍ତୁ...

ସାପକୁ ଧରି ଖେଳ ଖେଳିବା ମହଙ୍ଗା ପଡିଲା, ନାଗ କାମୁଡାରେ ଯୁବକର ମୃତ୍ୟୁ

ମାଲକାନଗିରି: ସଭ୍ୟ ଶିକ୍ଷିତ ସମାଜର ଯୁବପିଡ଼ି ମାନେ ସେଲ୍ଫି ନେବା ଓ ସାମାଜିକ ଗଣମାଧ୍ୟମରେ ନିଜ ନିଜର ଫଟୋ ଭିଡିଓ ଛାଡି ଲାଇକ ଓ କମେଣ୍ଟ ପାଇଁ ବାୟା ହେବା ଘଟଣା କିଛି ନୁଆ ନୁହେ। ତେବେ ସଫ୍ଲି ବହୁ ଲୋକଙ୍କ ଜୀବନ ନେଇସାରିଲାଣି। ହେଲେ ମଧ୍ୟ ଲୋକେ ସଚେତନ ହେଉନଥିବା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ନାହିଁ ଆଫ୍ରିକାରୁ ଆସିଥିବା ଚିତା ‘ଆଶା’, ଗୁଜବ ବୋଲି କହିଲେ ଡିଏଫଓ

ଭୋପାଳ: ଆଫ୍ରିକାରୁ ଆସିଥିବା ଚିତା ‘ଆଶା’ ଗର୍ଭବତୀ ଅଛି ବୋଲି ଚର୍ଚ୍ଚା ଜୋର ଧରିଥିଲା। ଆଫ୍ରିକାରୁ ଆସିଥିବା ଚିତା ‘ଆଶା’ର ଶରୀରରେ ଅନ୍ତଃସତ୍ତ୍ବା ଥିବାର ସମସ୍ତ ଲକ୍ଷଣ ଦେଖାଯାଉଥିବାରୁ ଭାରତରେ ଚିତାସଂଖ୍ୟା ବୃଦ୍ଧି ହେବାର ଆଶା ଉଜ୍ଜ୍ବଳ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏବେ…
ଅଧିକ ଖବର ଦେଖନ୍ତୁ...

ଏୟାରପୋର୍ଟରେ ଶ୍ରୀରାମ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କୁ ମୁଣ୍ଡିଆ ମାରିଲେ ମହିଳା

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ଶ୍ରୀ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ଏବେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ଦୃଷ୍ଟିରେ ଶ୍ରୀ ରାମ ହିଁ ଅଛନ୍ତି | ନିକଟରେ ଅରୁଣ ଗୋଭିଲ ବିଶେଷ ଅତିଥି ଭାବରେ ଶମ୍ଭାଜୀ ନଗରର ରାମଲିଲା ଯୋଗ ଦେବାକୁ ପହଞ୍ଚିଥିଲେ। ତେବେ…
ଅଧିକ ଖବର ଦେଖନ୍ତୁ...

୫ଜି ଲଞ୍ଚ ହେବା ପରେ କିଣିବାକୁ ପଡ଼ିବ ନୂଆ ସିମ୍ କାର୍ଡ ଓ ଫୋନ୍ !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନୁଷ୍ଠାନିକ ଭାବେ ଭାରତରେ ୫ଜି ଲଞ୍ଚ କରିଛନ୍ତି। ଆଗାମୀ କିଛି ବର୍ଷ ମଧ୍ୟରେ ୫ଜି ସେବା ସମଗ୍ର ଭାରତରେ ଆରମ୍ଭ ହେବ। ରିଲାଏନ୍ସ ଜିଓ ପରେ ଏୟାରଟେଲ ମଧ୍ୟ ଖୁବ୍ ଶୀଘ୍ର ସାରା ଦେଶରେ ୫ଜି ସେବା ଆରମ୍ଭ କରିବ ବୋଲି କହିଛି। ଭାରତରେ ୫ଜି…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେଉଛି ବିମାନ ଅବତରଣ ସମୟର ଏକ ଭୟାନକ ଭିଡିଓ

ନୂଆଦିଲ୍ଲୀ: ବିମାନ ଅବତରଣ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରବଳ ପବନ ହେତୁ  ବିମାନ ଥରି ଉଠୁଥିବା ଦେଖିବାକୁ ମିଳୁଛି ।  ପରିସ୍ଥିତି ଏଭଳି ଯେ ବିମାନ ରନୱେରେ  ଅବତରଣ କରିପାରୁନାହିଁ । ଏହା ଆକାଶରେ ଝୁଲି ରହିଥିବା ପରି ଦେଖାଯାଉଛି । ଅନେକ…
ଅଧିକ ଖବର ଦେଖନ୍ତୁ...

ଲାଇମାନ ସହରରେ ହଜାର ହଜାର ରୁଷ ସୈନ୍ୟଙ୍କୁ ଘେରି ରହିଛନ୍ତି ୟୁକ୍ରେନ ସେନା

କିବ୍ : ୟୁକ୍ରେନର କେତେକ ଅଞ୍ଚଳକୁ ରୁଷ୍ ନିଜର ବୋଲି ଘୋଷଣା କରିବାର ଦିନକ ପରେ ୟୁକ୍ରେନ ସେନା ରୁଷ ସେନାକୁ କଡ଼ା ଜବାବ ଦେଇଛି । ରୁଷ କବଜାରେ ଥବା ଲାଇମାନ ସହରରେ ଥିବା ହଜାର ହଜାର ରୁଷ ସୈନ୍ୟଙ୍କୁ ଚାରିପଟୁ ଘେରିଯାଇଛନ୍ତି ୟୁକ୍ରେନ ସେନା । ୟୁକ୍ରେନ ସାମରିକ ମୁଖପାତ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

କୋଚିଂରୁ ଫେରିବାବେଳେ ଦୁଇ ଯୁବତୀଙ୍କ ଉପରକୁ ଏସିଡ ଫିଙ୍ଗିଲା ଦୃବୁର୍ତ୍ତ

ଜୟପୁର: ରାଜସ୍ଥାନର ଜୟପୁରରେ ଆଜି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବକ ରାସ୍ତାରେ ଯାଉଥିବା ଦୁଇ ଯୁବତୀଙ୍କ ଉପରକୁ ଏସିଡ ଫିଙ୍ଗି ବାଇକରେ ଫେରାର ହୋଇଯାଇଛି | ଏହି ଘଟଣାରେ ଉଭୟ ଯୁବତୀ ଆହତ ହୋଇଛନ୍ତି। ଜଣେ ଯୁବତୀଙ୍କ ପିଠି ପୋଡି ଯାଇଥିବାବେଳେ ଅନ୍ୟ ଯୁବତୀଙ୍କ…
ଅଧିକ ଖବର ଦେଖନ୍ତୁ...

ଅବକାରୀ ବିଭାଗ ସକ୍ରିୟ: ୧୦ ଦିନରେ ୧୬୩ ଅଭିଯୁକ୍ତ ଗିରଫ, ୮.୨୭ କୋଟିର ସାମଗ୍ରୀ ଜବତ

ଭୁବନେଶ୍ବର: ପାର୍ବଣରେ ଅବକାରୀ ବିଭାଗ ତରଫରୁ ସ୍ବତନ୍ତ୍ର ଭାବେ ଅଭିଯାନ ଜାରି ରହିଛି। ବିଗତ ୧୦ ଦିନରେ ୮ କୋଟି ୨୭ ଲକ୍ଷ ଟଙ୍କାର ସାମଗ୍ରୀ ଜବତ। ନିଶା କାରବାର ଅଭିଯୋଗରେ ୯୧ ଟି ମାମଲା ରୁଜୁ ହେଇଥିବା ବେଳେ ୯୯ ଜଣ ଗିରଫ ହୋଇଛନ୍ତି। ୨୪୮୪ ଗ୍ରାମ ହିରୋଇନ୍, ୧୧୦୩ କିଲୋ ଗଞ୍ଜେଇ, ୫୨…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସରକାରଙ୍କ ବିରୋଧରେ ଭାରତର ଆକ୍ସନ, ଦେଶରେ ବ୍ୟାନ ହେଲା ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ପାକିସ୍ତାନର ଶାହାବାଜ ସରକାରଙ୍କ ବିରୋଧରେ ଭାରତ ପକ୍ଷରୁ ଏକ ବଡ଼ 'ଡିଜିଟାଲ୍ ଷ୍ଟ୍ରାଇକ୍' କରାଯାଇଛି। ଭାରତରେ ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିଦିଆଯାଇଛି | ଭାରତୀୟ ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏହି ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରାଯାଇଛି। ଏହାକୁ ନେଇ…
ଅଧିକ ଖବର ଦେଖନ୍ତୁ...