Daily Archives

October 4, 2022

ଭଞ୍ଜନଗର ଡ଼ିଏଭି ପବ୍ଳିକ୍‌ ସ୍କୁଲରେ ସମ୍ବର୍ଦ୍ଧନା ଉତ୍ସବ

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଡିଏଭି ପିଟିଏସ୍‌ଆର୍‌ ପବ୍ଳିକ ସ୍କୁଲ ପରିସରରେ ଚଳିତ ବର୍ଷ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଡିଏଭି କଳିଙ୍ଗନଗରର ଅଧ୍ୟକ୍ଷ ବିପିନ କୁମାର ସାହୁ ଓ…
ଅଧିକ ଖବର ଦେଖନ୍ତୁ...

ଆଧୁନିକ ଯୁଗରେ ପୁରୁଣା ସଂସ୍କୃତିକୁ ବଞ୍ଚାଇ ରଖିଛି ବଏଲ୍ ଯାତ୍ରା

ପାଟଣାଗଡ଼(ଶିରୀଶ ଚନ୍ଦ୍ର ଖମାରୀ): ସମଗ୍ର ଦେଶରେ ଶାରଦୀୟ ଦଶହରା ପାଳନ କରାଯାଉଛି। ଏଥି ପାଇଁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ମଧ୍ୟ ଦଶହରା ପାଇଁ ଉତ୍ସବମୁଖର ହୋଇଛି। ହେଲେ ଦଶହରା ସମୟରେ ଏଠାରେ ଐତିହାସିକ, ପ୍ରସିଦ୍ଧ ତଥା ପାରମ୍ପରିକ ବଏଲ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଥିରେ ସହର ସମେତ…
ଅଧିକ ଖବର ଦେଖନ୍ତୁ...

ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥାବସ୍ଥାରେ ଆସୁନି ଉନ୍ନତି; ଡାକ୍ତରମାନେ ଚିନ୍ତିତ

ନୂଆଦିଲ୍ଲୀ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଏପର୍ଯ୍ୟନ୍ତ ଗୁରୁତର ଅଛନ୍ତି ଏବଂ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି। ବିଶେଷଜ୍ଞ ଡାକ୍ତରମାନଙ୍କର ଏକ ଦଳ ଦ୍ୱାରା ତାଙ୍କର ଚିକିତ୍ସା ଚାଲିଛି ବୋଲି ମେଦାନ୍ତ ଡାକ୍ତରଖାନା ପକ୍ଷରୁ ଏକ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ : ଗଭୀର ଖାଇରେ ଖସିପଡ଼ିଲା ୫୦ ଯାତ୍ରୀ ଥିବା ବସ୍

କୋଟଦ୍ବାର : ମଙ୍ଗଳବାର ଦିନ ଉତ୍ତରାଖଣ୍ଡର କୋଟଦ୍ୱାର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି ।  ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବରଯାତ୍ରୀ ବସ୍ ସିମଡି ଗ୍ରାମ ନିକଟରେ ଏକ ଗଭୀର ଖାତରେ ଖସି ପଡିଥିଲା । ମୃତାହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଖବର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ଦୁର୍ଗାମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ, ମା’ଙ୍କଠୁ ନେଲେ ଆଶୀର୍ବାଦ

ଭୁବନେଶ୍ବର: ପବିତ୍ର ନବରାତ୍ରୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥିବା ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ମହାନବମୀରେ କେନ୍ଦ୍ରମନ୍ତ୍ରୀ ମା’ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ପ୍ରଧାନ ଆଜି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ପଦରୁ ହଟିବେ କି ଗେହଲଟ୍‌? ପାଇଲଟ ଭେଟିଲେ ଗେହଲଟଙ୍କ ବିଶ୍ୱସ୍ତ ଖାଚାରିୟାୱାସଙ୍କୁ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ଅଶୋକ ଗେହଲଟ ରହିବେ କି ନାହିଁ ସେ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡଙ୍କ ନିକଟରେ ଝୁଲି ରହିଥିବାବେଳେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସୋମବାର ରାତିରେ ଜୟପୁରସ୍ଥିତ ବାସଭବନରେ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ତଥା ଗେହଲଟଙ୍କ…
ଅଧିକ ଖବର ଦେଖନ୍ତୁ...

କଟକ ପୂଜା ଖୁସିରେ ବାଧକ ସାଜିଲା ବର୍ଷା, ଦିନ ତମାମ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ହ୍ରାସ

କଟକ: ଐତିହାସିକ କଟକ ଦୁର୍ଗାପୂଜା ଖୁସିରେ ବାଧକ ସାଜିଲା ବର୍ଷା | ରାଜ୍ୟରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଆଜି ଦିନସାର ଶ୍ରଦ୍ଧାଳୁଙ୍କର ଉପସ୍ଥିତି ହ୍ରାସ ପାଇଛି। ମଣ୍ଡପରେ ନବମୀ ପୂଜା ଜାରି ରହିଥିବା ବେଳେ ଭୋର ସକାଳ ଠାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା…
ଅଧିକ ଖବର ଦେଖନ୍ତୁ...

ପଥରଫିଙ୍ଗାଳିଙ୍କୁ ଖୁଣ୍ଟିରେ ବାନ୍ଧି ପୁଲିସର ମାଡ଼ ଭିଡିଓ ଭାଇରାଲ୍; ‘କଙ୍ଗାରୁ କୋର୍ଟ’ ନେଇ ଉଠିଲା ବିବାଦ

ଅହମଦାବାଦ:  ଗୁଜରାଟରେ ନବରାତ୍ରି ପାଳନ ସମୟରେ ପଥରଫିଙ୍ଗା ଘଟଣା ପରେ ଏଥିରେ ସଂପୃକ୍ତ ଭିନ୍ନ ସଂପ୍ରଦାୟର ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ପୁଲିସର ମାଡ଼ ଭିଡିଓ ବିବାଦଘେରକୁ ଆସିଛି। ପଥର ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇଥିବା କିଛି ମୁସଲମାନ ବ୍ୟକ୍ତିଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଗୁଜୁରାଟର…
ଅଧିକ ଖବର ଦେଖନ୍ତୁ...

ପତ୍ରାଚଲ ଜମି ଦୁର୍ନୀତି: ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି ପାଇଲା

ମୁମ୍ବାଇ: ପତ୍ରାଚଲ ଜମି ଦୁର୍ନୀତି ମାମଲାରେ ମଙ୍ଗଳବାର ଏକ ସ୍ୱତନ୍ତ୍ର ଅଦାଲତ ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ସେପ୍ଟେଟର ୧୯ରେ ଏକ ସ୍ୱତନ୍ତ୍ର ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଦାଲତ ପତ୍ରାଚଲ ଜମି…
ଅଧିକ ଖବର ଦେଖନ୍ତୁ...

୩ୟ ଟି୨୦ : ରୁଷୋଙ୍କ ବିସ୍ଫୋରକ ଶତକ, ଭାରତ ଆଗରେ  ୨୨୮ ରନର ବିଶାଳ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ଇନ୍ଦୋର : ଇନ୍ଦୋରଠାରେ ଖେଳାଯାଉଥିବା ୩ୟ ଟି-୨୦ରେ ଭାରତ ଆଗରେ ୨୨୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା । ଭ୍ରମଣକାରୀ ଦଳ ରିଲି ରୁଷୋଙ୍କ ବିସ୍ଫୋରକ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୨୭  ରନ କରିଥିଲା । ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ…
ଅଧିକ ଖବର ଦେଖନ୍ତୁ...