Daily Archives

November 28, 2022

ସାଙ୍ଗ ଭାସିଯାଉଥିବା ଦେଖି ବଞ୍ଚାଇବାକୁ ଗଲେ ଯୁବକ, ଚାଲିଗଲା ଦୁହିଁଙ୍କ ଜୀବନ

ହ୍ୟୁଷ୍ଟନ୍: ସାଙ୍ଗ ଭାସିଯାଉଥିବା ଦେଖି ବଞ୍ଚାଇବାକୁ ଗଲେ ଯୁବକ। ଚାଲିଗଲା ଦୁହିଁଙ୍କ ଜୀବନ। ତେଲେଙ୍ଗାନାରୁ ଆମେରିକାକୁ ପଢ଼ିବାକୁ ଯାଇଥିବା ୨ଜଣ ଯୁବକଙ୍କ ସହ ଏଭଳି ଦୁଃଖଦ ଘଟଣା ଘଟିଛି। ପୁଲିସର ସୂଚନାନୁସାରେ, ଥାଙ୍କସଗିଭିଙ୍ଗ ପାଇଁ ଛୁଟି ଥିବାରୁ ଦୁଇଜଣ ଭାରତୀୟ ଛାତ୍ର ଆମେରିକାର…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଭାରତୀ ଅଖିଳ ଭାରତୀୟ ଖେଳକୁଦରେ ରାଜ୍ୟ ପାଇଁ ଗୌରବ ଆଣିଲେ ଅନିନ୍ଦ୍ୟ

କଟକ : ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟାଭାରତୀ ଦ୍ୱାରା ଆୟୋଜିତ ଜାତୀୟ ଆଥଲେଟିକ ମିଟରେ ଚମକିଛନ୍ତି  ଓଡ଼ିଆ ପୁଅ।  ହରିୟାଣାର କୁରୁକ୍ଷେତ୍ରରେ ଅନୁଷ୍ଠିତ ଅଖିଳ ଭାରତୀୟ ଖେଳକୁଦ ସମାରୋହ -୨୦୨୨ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରୁଥିବା ଅନିନ୍ଦ୍ୟ ସୁନ୍ଦର ମହାନ୍ତି ୧୧୦…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗ କଲେଜରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ; ନିଷ୍ଠାର ସହ ନିଜ କର୍ତ୍ତବ୍ୟ ପାଳନ ପାଇଁ ପରାମର୍ଶ ଦେଲେ ଅଧ୍ୟାପକ

ଜି ଉଦୟଗିରି: କଳିଙ୍ଗ ମହାବିଦ୍ୟାଳୟ ଠାରେ ସୋମବାର ପ୍ରତିଷ୍ଠାତା ଅଧ୍ୟାପକଙ୍କ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ କଲେଜର ପ୍ରତିଷ୍ଠିତ ଅଧ୍ୟାପକ…
ଅଧିକ ଖବର ଦେଖନ୍ତୁ...

ମଶା କାମୁଡ଼ିବାରୁ ବ୍ୟକ୍ତିଙ୍କ ୩୦ଥର ହେଲା ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଭାରତରେ ଏଯାବତ ଅନେକ ସହରରେ ଡେଙ୍ଗୁର ଭୟାବହ ଘଟଣା ସାମ୍ନାକୁ ଆସିଛି। ଡେଙ୍ଗୁ ଜ୍ବରରେ ପୀଡିତ ହୋଇ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ମଶା କାମୁଡ଼ିବା ହେତୁ ଅନେକ ପ୍ରକାର ରୋଗର ଚିକିତ୍ସା କରାଯାଉଥିବା ନେଇ ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ନିକଟରେ ଜର୍ମାନରୁ ଏକ ଘଟଣା…
ଅଧିକ ଖବର ଦେଖନ୍ତୁ...

ବିବାହ ଦିନ ଜୀବନ ହାରୁଥିଲେ, ବିଫଳ ହେବାରୁ ପରେ ସ୍ବାମୀର ଜୀବନ ନେଲେ

ପାଟ୍‌ନା: ବିହାରର ପାଟ୍‌ନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ନିଜ ସ୍ବାମୀଙ୍କୁ ହତ୍ୟା କରି ୬ ମାସର ଛୁଆକୁ ଧରି ଫେରାର୍‌ ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଅର୍ଚ୍ଚନା ମାମଲାରେ ଡ୍ରାଇଭର ଚନ୍ଦନ କହିଲେ- ‘ଇଡି’ର ଜେରାରେ ସଂପୂର୍ଣ୍ଣ ସହଯୋଗ କରିଛି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଡ୍ରାଇଭର ଚନ୍ଦନ ଦ୍ବିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ଇଡି କାର୍ଯ୍ୟାଳୟରେ ଜେରାରୁ ବାହାରିବା ପରେ ସୋମବାର ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖିଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ଦେଶରେ ବ​ଳପୂର୍ବକ ଧର୍ମାନ୍ତରୀକରଣ ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ବଳପୂର୍ବକ ଧର୍ମାନ୍ତରୀକରଣକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଦେଶରେ ଏହା ହୋଇପାରିବ ନାହିଁ । ଏହି ପ୍ରସଙ୍ଗରେ ଆଗତ ଏକ ଜନସ୍ବାର୍ଥ ମାମଲାରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଉପରେ ମତ ରଖି ଜଷ୍ଟିସ ଏମଆର ଶାହା ଏହା କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

୪ ଅଭିଯୁକ୍ତଙ୍କୁ ମୁକୁଳାଇବାକୂୁ ୩,୦୦୦ରୁ ଅଧିକ ଲୋକ ଥାନାରେ ପଶି କଲେ ଲଙ୍କାକାଣ୍ଡ….

ନୂଆଦିଲ୍ଲୀ: କେରଳର ଭିଜିଞ୍ଜାମ ପୁଲିସ୍‌ ଥାନାରେ ଉତ୍ତ୍ୟକ୍ତ ଜନତା ରବିବାର ସନ୍ଧ୍ୟାରେ ଘଟାଇଛନ୍ତି ଲଙ୍କାକାଣ୍ଡ। ଏକ ଅଭିଯୋଗ ଆଧାରରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଆଣି ଥାନାରେ ଅଟକ ରଖିଥିବା ବେଳେ ସେମାନଙ୍କୁ ମୁକ୍ତ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ୩,୦୦୦ରୁ ଅଧିକ ଲୋକ ଥାନା ଘେରାଉ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣାରେ ବାଂଲାଦେଶୀ ଯୁବକ ଗିରଫ

ପୁରୀ: କୋଟି କୋଟି ଜନତାଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଭିତର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ଅଭିଯୋଗରେ ପୁରୀ ସିଂହଦ୍ବାର ପୁଲିସ ଜଣେ ବାଂଲାଦେଶର ନାଗରିକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ‌ହେଲା ଆକାଶ ଚୌଧୁରୀ। ସିଂହଦ୍ବାର ପୁଲିସ କହିଛି, ଶ୍ରୀଜଗନ୍ନାଥ…
ଅଧିକ ଖବର ଦେଖନ୍ତୁ...

ଅଫତାବକୁ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ: ଖଣ୍ଡା ଧରି ଗୋଡ଼ାଇଲେ ଲୋକେ, କହିଲେ ତାକୁ ୭୦ ଖଣ୍ଡ କରିବୁ

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବ ପୁନାୱାଲାକୁ  ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ। ଅଭିଯୁକ୍ତ ଅଫତାବକୁ ପୁଲିସ ଫରେନସିକ୍ ସାଇନ୍ସ ଲାବୋରେଟୋରୀ କାର୍ଯ୍ୟାଳୟରୁ ନେଇ ଯାଉଥିବା ବେଳେ ପ୍ରାୟ ୧୫ଜଣ ଲୋକ ଗାଡି ଉପରେ ଆକ୍ରମଣ କରିଥିଲେ। ଅଫତାବର…
ଅଧିକ ଖବର ଦେଖନ୍ତୁ...