Daily Archives

November 28, 2022

ପିଲାଙ୍କ ସାମ୍ନାରେ ଅପମାନିତ ହେବା ପରେ ୬୧ କିଲୋ ଓଜନ ହ୍ରାସ କଲେ ମହିଳା

ନୂଆଦିଲ୍ଲୀ: ପିଲାଙ୍କ ସାମ୍ନାରେ ଅପମାନିତ ହେବା ପରେ ଜଣେ ମହିଳା ତାଙ୍କ ଓଜନରେ ଅଦ୍ଭୁତ ପରିବର୍ତ୍ତନ କରିଛନ୍ତି। ୧୧୪କିଲୋ ଓଜନ ଥିବା ମହିଳା ନିଜ ଓଜନରୁ ୬୧କିଲୋ ଓଜନ ହ୍ରାସ କରିଛନ୍ତି। ଏଥିପାଇଁ ସେ ସର୍ଜରି ସହିତ ବ୍ୟାୟାମ କରୁଥିଲେ ଓ ସନ୍ତୁଳିତ ଆହାର ମଧ୍ୟ ଖାଉଥିଲେ। ଆମେରିକାର…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ସଜାଡୁ ସଜାଡୁ ଟ୍ରକ୍‌ ଚକ ତଳେ ହେଲ୍‌ପରଙ୍କ ଚାଲିଗଲା ଜୀବନ

ମୟୂରଭଞ୍ଜ/ବିଶୋଇ: ବିଶୋଇ: କଥାରେ ଅଛି ମୃତ୍ୟୁ କୋଉ ମୁହୂର୍ତ୍ତ ଆଉ କୋଉ ରୂପରେ ଆସେ ସେକଥା କହିବା ଅସମ୍ଭବ। ଏହିପରି ଏକ ଘଟଣା ଆଜି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏକ ଟ୍ରଲରକୁ ଅନ୍ୟ ଏକ ଟ୍ରଲର ଧକ୍କା ଦେବା ଫଳରେ ଉକ୍ତ ଟ୍ରଲର ତଳେ ଥିବା ହେଲ୍ଜ‌ପରଙ୍କର…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ବୃହତ୍ତମ ଆଗ୍ନେୟଗିରିରୁ ଲାଭା ଉଦଗୀରଣ

ହାଓ୍ବାଇ : ଆମେରିକାର ହାଓ୍ବାଇସ୍ଥିତ କାଲଡେରା ପର୍ବତରେ ଥିବା ମୌନା ଲୋଆ ଆଗ୍ନେୟଗିରିରୁ ଆଗ୍ନେୟ ଉଦଗୀରଣ ହୋଇଛି । ଏହା ଫ​ଳରେ ଜ୍ବଳନ୍ତ ଲାଭା ନିର୍ଗତ ହେବାରେ ଲାଗିଛି । ମୌନା ଲୋଆକୁ ପୃଥିବୀର ବୃହତ୍ତମ ଆଗ୍ନେୟଗିରି ବୋଲି କୁହାଯାଏ । ସ୍ଥାନୀୟ ପ୍ରଶାସନ ଅନୁସାରେ ବର୍ତ୍ତମାନ ଲାଭା…
ଅଧିକ ଖବର ଦେଖନ୍ତୁ...

ପ୍ରବଳ ଜାଡ଼ରେ ଥରୁଛି ଘୁ.ଉଦୟଗିରି; ହାତ-ଗୋଡ଼ କାଲୁଆ ମାରୁଛି, ସଞ୍ଜ ନଇଁଲେ ନିଆଁ ପାଖରେ ଲୋକଙ୍କ ଭିଡ଼

ଘୁ.ଉଦୟଗିରି: ଦିନକୁ ଦିନ ପାରଦ ତଳ ମୁଁହା ହେବାରେ ଲାଗିଛି। ପାରଦ ଖସିବା ସହ ଶୀତର ପ୍ରକୋପ ବଢିବା ସହ ଜାଡ ଆରମ୍ବ ହୋଇଯାଇଛି। ସନ୍ଧ୍ୟା ସମୟରେ ବଜାର ଓ ରାସ୍ତାରେ ଖାଁ ଖାଁ ଲାଗୁଛି। ନିଆଁ ପାଖରେ ଲୋକଙ୍କ ଭିଡ଼ ଜମିବା ସହ ରାସ୍ତାଘାଟ ଜନଶୂନ୍ୟ ରହୁଥିବା ଦେଖୁବାକୁ ମିଳୁଛି। ବଡି ଭୋରରୁ…
ଅଧିକ ଖବର ଦେଖନ୍ତୁ...

୧୫୦ କୋଟି ବେପାର କଲାଣି ଅଜୟଙ୍କ ‘ଦୃଶ୍ୟମ-୨’, ବରୁଣଙ୍କ ‘ଭେଡିୟା’ ବି କମ୍‌ ନୁହେଁ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଦୃଶ୍ୟମ-୨’ ଏବଂ ‘ଭେଡିୟା’ ରିଲିଜ୍‌ ହେବା ପ‌ରେ ବକ୍ସ ଅଫିସ୍‌ରେ ଚାର୍‌ ଚାନ୍ଦ୍‌ ଲାଗି ଯାଇଛି। ଅଜୟ ଦେବଗନ୍‌ଙ୍କ ‘ଦୃଶ୍ୟମ୍‌’ ଦ୍ବିତୀୟ ସପ୍ତାହ‌ରେ ବି ହଲ୍ଲା ମଚାଇଥିବା ବେଳେ କମ୍‌ରେ ନାହିଁ ବରୁଣ ଧୱନଙ୍କ ଚଳଚ୍ଚିତ୍ର ‘ଭେଡିୟା’। ଅବଶ୍ୟ ବରୁଣଙ୍କ ଏହି…
ଅଧିକ ଖବର ଦେଖନ୍ତୁ...

ଛାତ୍ର ମୁସଲିମ ବୋଲି ଜାଣି ଆତଙ୍କବାଦୀଙ୍କ ସହ ତୁଳନା କଲେ ପ୍ରଫେସର, ପରେ…

ବେଙ୍ଗାଲୁରୁ: ମୁସଲମାନ ଛାତ୍ରଙ୍କୁ ଆତଙ୍କବାଦୀ ସହ ତୁଳନା କରି ଫସିଲେ ପ୍ରଫେସର। ଗତ ସପ୍ତାହରେ କର୍ଣ୍ଣାଟକର ଜଣେ କଲେଜ ପ୍ରଫେସର ମୁସଲମାନ ଛାତ୍ରଙ୍କୁ ଆତଙ୍କବାଦୀଙ୍କ ନାଁ ନେଇ ତୁଳନା କରିଥିଲେ। ତାଙ୍କର ଏହି ଭୁଲ ପାଇଁ ଏବେ ତାଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ଏକ ଭିଡିଓ ମଧ୍ୟ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟରେ ରୋଡ ସୋ’ ବେଳେ କେଜ୍ରିୱାଲଙ୍କ ଉପରକୁ ପଥର ମାଡ଼

ଅହମଦାବାଦ: ଗୁଜରାଟରେ ରୋଡ ସୋ’ ବେଳେ କେଜ୍ରିୱାଲଙ୍କ ଉପରକୁ ପଥର ମାଡ଼। ଗୁଜରାଟରେ ଆଉ ମାତ୍ର କିଛି ଦିନ ପରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ଲଢ଼ୁଥିବା ଦଳ ପ୍ରଚାର କାମ ଜୋରସୋରରେ ଆରମ୍ଭ କରିଛନ୍ତି। ନିର୍ବାଚନକୁ ଆଖି ଆଗରେ ରଖି ଗୁଜରାଟରେ ରୋଡ୍ ସୋ’ ଏବଂ ସାଧାରଣ ସଭା ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ସ୍ବଭାବ କବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧ ଶତବାର୍ଷିକୀ ରାଜ୍ୟସ୍ତରରେ ଆୟୋଜନ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ବଭାବ କବି ଗଙ୍ଗାଧର ମେହେର ଓଡ଼ିଆ ଜାତିର ଗର୍ବ ଓ ଗୌରବ। ତାଙ୍କର ଅନନ୍ୟ ସାରସ୍ବତ ପ୍ରତିଭା ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଛି। ତାଙ୍କର କାଳଜୟୀ କୃତି କେବଳ ଓଡ଼ିଆ ନୂହେଁ ଭାରତୀୟ ସାହିତ୍ୟ ଜଗତରେ ଅକ୍ଷୟ କୀର୍ତ୍ତିମାନ ସ୍ଥାପନ କରିଛି। ଏହି ମହାନ କବିଙ୍କର ଶ୍ରାଦ୍ଧ…
ଅଧିକ ଖବର ଦେଖନ୍ତୁ...

ମାସ୍କ ଓ କଳା ଚଷମା ପିନ୍ଧି ଦୋକାନରୁ ଏପରି ଭାବେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ କରିଥିଲେ ମହିଳା

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗୋରଖପୁରରେ ଥିବା ଏକ ଅଳଙ୍କାର ଦୋକାନରୁ ଜଣେ ମହିଳା ଲୁଟ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏହି ମହିଳା ଜଣକ ଗ୍ରାହକ ଭାବେ ଆସି ଉକ୍ତ ଦୋକାନରୁ ଲୁଟ କରିଥିବା ଜଣାପଡ଼ିଛି। ଦୋକାନରୁ ସେ ଯେଉଁ ହାର ଲୁଟ କରିଥିଲେ, ତାହାର ମୂଲ୍ୟ ପାଖାପାଖି  ୧୦ଲକ୍ଷ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଟଙ୍କା ନେଇ ସ୍ବାମୀଙ୍କୁ ନିଜ ହାତରେ ରଖିବାର ତରିକା ଶିଖାଉଛନ୍ତି ମହିଳା

ନୂଆଦିଲ୍ଲୀ: ନିଜ ପୁରୁଷବନ୍ଧୁଙ୍କୁ ନିଜ କଥାରେ ଚଳାଇବାର ସ୍ବପ୍ନ ସବୁ ମହିଳା ଦେଖିଥାନ୍ତି। ମାତ୍ର ସମସ୍ତେ ସେଥିରେ ସଫଳ ହୋଇନଥାନ୍ତି। ଏପରି ଏକ ବିଷୟବସ୍ତୁକୁ ନେଇ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଇ ଚର୍ଚ୍ଚା ପାଲଟିଛନ୍ତି ଅଷ୍ଟ୍ରେଲିଆର ସିଡ୍‌ନିର ବାସିନ୍ଦା ୩୪ ବର୍ଷୀୟା ମାର୍ଗରିଟା…
ଅଧିକ ଖବର ଦେଖନ୍ତୁ...