Daily Archives

November 29, 2022

ଏଣିକି ରବିବାର ଖୋଲା ରହିବ ଷ୍ଟେଟ ବ୍ୟାଙ୍କ, ଏହି ଦିନ ବନ୍ଦ ରହିବ!

ମୁମ୍ବାଇ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ(ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ) ରବିବାର ସାପ୍ତାହିକ ଛୁଟିଦିନରେ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତି ସମସ୍ତ ବ୍ୟାଙ୍କରେ ଲାଗୁ ହେବ ନାହିଁ ବରଂ ଗୋଟିଏ ଶାଖାରେ ହିଁ ଲାଗୁ ହେବ | ଆଉ ନୂଆ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ତିନିବର୍ଷ ଛୁଆର ଏଭଳି ଭୁଲ ପାଇଁ ବାପାଙ୍କୁ ଦେବାକୁ ପଡ଼ିଲା ୨୨ହଜାର ଟଙ୍କାର ଜରିମାନା

ନୂଆଦିଲ୍ଲୀ: ତିନିବର୍ଷର ଜଣେ ଶିଶୁ ପଡ଼ିଶାଘରର ଦାମିକା କାରକୁ ସ୍କ୍ରାଚ କରି ଦେବା ବାପାଙ୍କୁ ମହଙ୍ଗା ପଡ଼ିଛି। ସାଙ୍ଗମାନଙ୍କ ସହ ଖେଳୁଖେଳୁ ସେ ତାର ଟଏ ଗନକୁ ଧରି କାରକୁ ରଗଡ଼ି ଦେଇଥିଲା। ଏହି କାରଣରୁ ଶିଶୁର ଅଜଣାତରେ  କାର ସ୍କ୍ରାଚ ହୋଇଯାଇଥିଲା। ଏହା ଦେଖି ମାଲିକ ରାଗି ଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ତିର୍ତ୍ତୋଲ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ଏମଡି ଆସିଫ ଅଲ୍ଲୀ ଓ ଶେଖ୍ ଅକିଲ ଦୋଷୀ ‌ସାବ୍ୟସ୍ତ,…

ଜଗତସିଂହପୁର ଟାଉନ୍ :ତିର୍ତ୍ତୋଲ ଥାନା କୃଷ୍ଣାନନ୍ଦପୁର ପଞ୍ଚାୟତ ମାନୁ ମହଲାରେ ୮ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ସେହି ପୀଡ଼ିତାଙ୍କ ଗାଁର ଏସ.କେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅନୁଭବୀ ବ୍ୟକ୍ତିଙ୍କ ମତ ନେଇ କାମ ଆରମ୍ଭ କରନ୍ତୁ ସୁଫଳ ପାଇବେ। ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ‌ ବୃଷ: ଆପଣ ଭାଗ୍ୟର ପୂରା ସହଯୋଗ ପାଇବେ। ବେପାର ବୃଦ୍ଧି ପାଇଁ ଦିନଟି ଭଲ। ପୁରୁଣା ବନ୍ଧୁଙ୍କୁ ମନେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ସର୍ବବୃହତ ବସ୍ତି ‘ଧାରାଭି’ର ବିକାଶ ପ୍ରକଳ୍ପ ହାତେଇଲା ଆଦାନୀ

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ ବସ୍ତି ଧାରାଭିର ବିକାଶ କରିବ ଆଦାନୀ ଗ୍ରୁପ | ଶିଳ୍ପପତି ଗୌତମ ଆଦାନୀଙ୍କ ରିଏଲ୍ ଇଷ୍ଟେଟ୍ କମ୍ପାନୀ ଆଦାନୀ ରିଅଲିଟି ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ଥିବା ଧାରାଭି ବସ୍ତିର ପୁନଃନିର୍ମାଣ ପାଇଁ ବିଡ୍ ଜିତିଛି। ଆଦାନୀ ରିଅଲିଟି ଡିଏଲଏଫ ପରି ଏକ…
ଅଧିକ ଖବର ଦେଖନ୍ତୁ...

ଏହା ଏକ ଛୋଟ ଘଟଣା, ଜାଣିଶୁଣି ବଡ଼ କରାଯାଉଛି; ଛାତ୍ରଙ୍କୁ କସାବ ସହ ତୁଳନା କରିବା ଘଟଣାକୁ ନେଇ କହିଲେ କର୍ଣ୍ଣାଟକ…

ବେଙ୍ଗାଲୁରୁ: ଏହା ଏକ ଛୋଟ ଘଟଣା। ଜାଣିଶୁଣି ବଡ଼ କରାଯାଉଛି। ଛାତ୍ରଙ୍କୁ କଲେଜ ପ୍ରଫେସର କସାବ ସହ ତୁଳନା କରିବା ଘଟଣାକୁ ନେଇ ଏଭଳି କହିଲେ କର୍ଣ୍ଣାଟକ ଶିକ୍ଷାମନ୍ତ୍ରୀ ବିିସି ନାଗେଶ। ଶୁକ୍ରବାର ଦିନ ଉଡୁପିସ୍ଥିତ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏହି ଘଟଣା ଘଟିଥିଲା।…
ଅଧିକ ଖବର ଦେଖନ୍ତୁ...

୯ କିଲୋ ବ୍ରାଉନସୁଗାର ଓ ୨୧୭ କିଲୋ ଗଞ୍ଜେଇ ପୋଡ଼ିଲା ଏସ୍‌ଟିଏଫ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଓ ଖୋର୍ଦ୍ଧା ଆଖପାଖ ଅଞ୍ଚଳରୁ ଏସ୍ଟିଏଫ ଗତ ୬ ବର୍ଷ ମଧ୍ୟରେ ୭ଟି ମାମଲାରେ ଯେତିକି ପରିମାଣରେ ଗଞ୍ଜେଇ ଓ ବ୍ରାଉନସୁଗାର ଜବତ କରିଥିଲା ଆଜି ତାକୁ ବିଧିବଦ୍ଧ ଭାବେ ଖୋର୍ଦ୍ଧା ଉପକଣ୍ଠ ଟାଙ୍ଗିଆପଡ଼ାର ଏକ ଇଟା ଭାଟିରେ ପୋଡ଼ି ନଷ୍ଟ କରିଛି । ଏସ୍‌ଟିଏଫ୍‌ ଠାରୁ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଦାବି ଅନୁସାରେ ସାଢ଼େ ତିନିମିନିଟ ମଧ୍ୟରେ ତିଆରି ହେଲା ନାହିଁ ପାସ୍ତା, କମ୍ପାନି ଉପରେ ୪୦କୋଟିର ମାମଲା

ନୂଆଦିଲ୍ଲୀ: କିଛି ମିନିଟ ମଧ୍ୟରେ ଫାଷ୍ଟଫୁଡ଼ ତିଆରି ହେବାର ଦାବି ଏକ କମ୍ପାନିକୁ ଭାରି ପଡ଼ିଛି। ଫାଷ୍ଟଫୁଡ଼ କମ୍ପାନି ସର୍ବଦା ଦାବି କରିଥାଏ କି, ତାଙ୍କ ଖାଦ୍ୟ ସୀମିତ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଯାଇଥାଏ। ଆଉ କମ୍ପାନିର ଏହି ଦାବିକୁ ଧ୍ୟାନରେ ରଖି ଗ୍ରାହକମାନେ ସେମାନଙ୍କ ଜିନିଷକୁ କିଣି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଡ୍ରୋନକୁ ନଷ୍ଟ କରିବ ଭାରତୀୟ ଚିଲ

ନୂଆଦିଲ୍ଲୀ : ଭାରତୀୟ ସୀମାରେ ପାକିସ୍ତାନୀ ଡ୍ରୋନଗୁଡ଼ିକର ଅନୁପ୍ରବେଶ ବଢିଚାଲିଛି । ଡ୍ରୋନ ମାଧ୍ୟମରେ ଜମ୍ମୁ କଶ୍ମୀର ଓ ପଞ୍ଜାବକୁ ଅସ୍ତ୍ରଶସ୍ତ୍ର ଓ ନିଶାସାମଗ୍ରୀ ଚୋରାଚାଲାଣ କରୁଛି ପାକିସ୍ତାନ । ଦିନକୁ ଦିନ ଏହା ଏକ ବଡ଼ ବିପଦଭାବେ ଦେଖାଦେଲାଣି, କାରଣ ଛୋଟ ଛୋଟ ଡ୍ରୋନଗୁଡ଼ିକୁ…
ଅଧିକ ଖବର ଦେଖନ୍ତୁ...

ଟିକା ନେବା ପାଇଁ ବାଧ୍ୟ କରିନଥିଲୁ, ପାର୍ଶ୍ୱ ପ୍ରତିକ୍ରିୟା ପାଇଁ କ୍ଷତିପୂରଣ ମାଗିବା ଭୁଲ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋଭିଡ ଭ୍ୟାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ପାଇଁ କ୍ଷତିପୂରଣ ମାଗିଥିବା ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆଫିଡେଭିଟ୍‌ରେ ସରକାର କହିଛନ୍ତି ଯେ ଏହି ଟିକା କମ୍ପାନି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଆଉ ସରକାର ଆବଶ୍ୟକ ଅନୁସନ୍ଧାନ…
ଅଧିକ ଖବର ଦେଖନ୍ତୁ...