Daily Archives

January 27, 2023

ପୁରୁଷ ହକି ବିଶ୍ବକପ୍‌: ନେଦରଲାଣ୍ଡ୍‌ସକୁ ପରାସ୍ତ କଲା ବେଲଜିୟମ୍‌, ଫାଇନାଲରେ ଜର୍ମାନିକୁ କରିବ ମୁକାବିଲା

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ବେଲଜିୟମ୍‌ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳର ଖେଳାଳି ଲଢ଼ିଛନ୍ତି। ନିୟମିତ ସମୟରେ ମ୍ୟାଚ୍‌ ୨-୨ ଗୋଲ୍‌ରେ ଶେଷ ହେବାରୁ ପେନାଲ୍ଟି ସୁଟ୍ଆଉଟ୍‌ରେ…
ଅଧିକ ଖବର ଦେଖନ୍ତୁ...

ମଣ୍ଡପରେ ବରର ମୁହଁରେ କଳା ଲଗାଇ ନଜର ଉତାରିବା ପରେ ଚୁମ୍ବନ ଦେଲେ କନ୍ୟା, ଭିଡିଓ ହେଲା ଭାଇରାଲ୍‌

ନୂଆଦିଲ୍ଳୀ: ବିବାହ ଉତ୍ସବକୁ ସ୍ବତନ୍ତ୍ର ବନାଇବାକୁ ଆଜିକାଲି ଲୋକେ ବିଭିନ୍ନ ପ୍ରକାରର ତରିକା ଆପଣଉଛନ୍ତି। ରିଲ୍ସ ଓ ସର୍ଟ ଭିଡିଓ ବନାଇବାକୁ ଲୋକେ ଅନେକ ପୋଜ୍‌ ଦେଇ ଫଟୋ ଓ ଭିଡିଓ ସବୁ କରୁଛନ୍ତି। ଏହା ମଧ୍ୟରେ ଏକ ବର-କନ୍ୟା ଯୋଡ଼ିଙ୍କର ଏକ ‌ରୋମାଣ୍ଟିକ୍‌ ଭିଡିଓ ଭାଇରାଲ୍‌ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଆଘାତ ଲାଗିବାର କିଛିଦିନ ପରେ ମୃତ୍ୟୁହେଲେ ବି ଅଭିଯୁକ୍ତର ଦଣ୍ଡ କୋହଳ ହେବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୌଣସି ବ୍ୟକ୍ତି ଦ୍ୱାରା ହୋଇଥିବା ଆକ୍ରମଣ ଯୋଗୁଁ, ଯଦି ପୀଡ଼ିତ କିଛିଦିନ ପରେ ମରିଯାଆନ୍ତି, ତେବେ ଏହା ହତ୍ୟା ମାମଲାରେ ଅଭିଯୁକ୍ତର ଦଣ୍ଡକୁ କୋହଳ କରିବ ନାହିଁ | ଛତିଶଗଡ ହାଇକୋର୍ଟଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ମନ୍ତବ୍ୟ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦: ଭାରତକୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ନ୍ୟୁଜିଲାଣ୍ଡ

ରାଞ୍ଚି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଉଛି। ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏସନ୍‌ (ଜେଏସ୍‌ସିଏ) ଅନ୍ତର୍ଜାତୀୟ ଆୟୋଜକ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

୮୦ପ୍ରତିଶତ ହିନ୍ଦୁ ରହୁଥିବା‌ ଦେଶରେ ଫିଲ୍ମର ନାଁ ‘ପଠାନ’ ରଖାଯାଉଛି, ଆଏସଆଇକୁ ଭଲ ବୋଲି କୁହାଯାଉଛି: କଙ୍ଗନା

ମୁମ୍ବାଇ: ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମହାନଦୀକୁ ଡ଼େଇଁ ଯୁବତୀ ମୃତ, କାରଣ ଅସ୍ପଷ୍ଟ

କଟକ: ମହାନଦୀକୁ ଡେଇଁ ଆଜି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। କ୍ୟାଣ୍ଟନମେନ୍‌ ଥାନା ଅନ୍ତର୍ଗତ ହରିଣ ପାର୍କ ନିକଟସ୍ଥ ମହାନଦୀ ଘାଟରେ  ଯୁବତୀ ଜଣକ ହଠାତ୍ ନଦୀକୁ ଡେଇଁପଡ଼ିଥିବା ଜଣାପଡ଼ିଛି। ମୃତ ଯୁବତୀଙ୍କର ପରିଚୟ ମିଳିନାହିଁ। ସେହିପରି କାରଣ ମଧ୍ୟ ଜଣାପଡ଼ି ନାହିଁ। ସୂଚନା ଅନୁସାରେ କଟକ…
ଅଧିକ ଖବର ଦେଖନ୍ତୁ...

କନ୍ୟା ସନ୍ତାନ ଜନ୍ମ ହେବା ପରେ ଖୁସି ଜାହିର କଲେ ଏହି ବ୍ୟକ୍ତି, ଅର୍ଥ ଅଭାବରୁ ଇ-ରିକ୍ସାକୁ ସ‌ଜେଇ ସ୍ତ୍ରୀ ଓ ଝିଅଙ୍କୁ…

ନୂଆଦିଲ୍ଲୀ: ବେଗୁସରାଇରେ ବେଟି ବଚାଓ-ବେଟି ପଢ଼ାଓ ସ୍ଲୋଗାନକୁ ପ୍ରୋତ୍ସାହିତ କରିବା ପାଇଁ ଜଣେ ବାପା ଏପରି କାମ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କନ୍ୟା ସନ୍ତାନ ଜନ୍ମ ହେବା ପରେ କନ୍ୟାର ବାପା ଝିଅ ଓ ସ୍ତ୍ରୀଙ୍କୁ ଘରକୁ ଆଣିବା ପାଇଁ ଅନନ୍ୟ ଉପାୟ ଆପଣାଇଥିଲେ। ସେ ନିଜ…
ଅଧିକ ଖବର ଦେଖନ୍ତୁ...

ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରିର ସ୍କ୍ରିନିଂ ପାଇଁ ଯୋଜନା କରୁଥିବା ୨୪ ଜଣ ଡିୟୁ ଛାତ୍ରଙ୍କୁ ଅଟକ ରଖିଲା ପୁଲିସ

ନୂଆଦିଲ୍ଲୀ: ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରିର ସ୍କ୍ରିନିଂ ପାଇଁ ଯୋଜନା କରୁଥିବା ୨୪ ଜଣ ଡିୟୁ ଛାତ୍ରଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ। ରିପୋର୍ଟରୁ ପ୍ରକାଶ, ଦିଲ୍ଲୀ ପୁଲିସ ଶୁକ୍ରବାର ଦିନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କଳା (ଆର୍ଟସ୍‌) ବିଭାଗର ୨୪ ଜଣ ଛାତ୍ରଙ୍କୁ ୨୦୦୨ ଗୋଧ୍ରା ଦଙ୍ଗା…
ଅଧିକ ଖବର ଦେଖନ୍ତୁ...

ରୋଷେଇ ବିଦ୍ୟାକୁ ନିଜ ହାତମୁଠାରେ କରିଛି ୭ ବର୍ଷର ବାଳକ, ତରକାରିରୁ ନେଇ କେକ୍‌ ପର୍ଯ୍ୟନ୍ତ ସବୁ ଜଣା

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଆପଣ ‌ଅନେକ ଭାଇରାଲ୍‌ ଭିଡିଓ ଦେଖିଥିବେ। ଏବେ ଜଣେ ୭ ବର୍ଷୀୟ ବାଳକର ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ତାହା ପୁଣି ବାଳକଟିର ଖେଳକୁଦ କିମ୍ବା କୌତୂକିଆ ଆଚରଣ ପାଇଁ ନୁହେଁ, ନିଜର ରୋଷେଇ ଦକ୍ଷତା ପାଇଁ। ବାଳକ ଜଣକ ନିଜ ରୋଷଇ ଦକ୍ଷତା…
ଅଧିକ ଖବର ଦେଖନ୍ତୁ...

ସୂଚନାଦାତା ଜୀବନକୁ ବିପଦରେ ପକାଇ ସୂଚନା ଦିଅନ୍ତି: ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଏକ ରାୟରେ କହିଛନ୍ତି ଯେ ସୂଚନାଦାତାମାନେ ଅନେକ ବିପଦକୁ ସମ୍ମୁଖୀନ କରନ୍ତି, ଏଭଳି ପରିସ୍ଥିତିରେ ସରକାରଙ୍କ ଆଭିମୁଖ୍ୟ ଏପରି ହେବା ଉଚିତ ଯେ ସୂଚନା ଦେବାକୁ ସେମାନେ ଯେଭଳି ହତୋତ୍ସାହିତ ନ ହେବେ | ଜଣେ ମହିଳାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ସରକାରଙ୍କୁ…
ଅଧିକ ଖବର ଦେଖନ୍ତୁ...