Daily Archives

January 27, 2023

ନିଜର ପ୍ରଥମ ତାମିଲ ଫିଲ୍ମର ନାଁ ଘୋଷଣା କଲେ ଧୋନି, ଟ୍ବିଟ କରି ଦେଲେ ସୂଚନା

ମୁମ୍ବାଇ: କ୍ରି‌କେଟ ପରେ ଏବେ ଫିଲ୍ମରେ ନିଜ କ୍ୟାରିୟର ଆରମ୍ଭ କରିବା ନେଇ ଚର୍ଚ୍ଚାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମ ମନୋରଞ୍ଜନ ଇଣ୍ଡଷ୍ଟ୍ରି ସହିତ ଅନେକ ଥର ଯୋଡା ଯାଇଛି। କ୍ରିକେଟରେ କ୍ୟାରିୟର…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ବ୍ୟବସାୟ ଯୋଜନା ଶୁଣି ‌ଖାଲି ଚେକ୍ ନେଇ ଦୌଡ଼ିଗଲେ ଶାର୍କ ! କହିଲେ, ‘ତୁମ ଇଚ୍ଛା ଯେତିକି, ସେତିକି ରାଶି…

ନୂଆଦିଲ୍ଲୀ: ଟେଲିଭିଜନର ସୋ’ ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ର  ଦ୍ବିତୀୟ ସିଜନକୁ ଦର୍ଶକ ବହୁତ ଭଲ ପାଇବ‌ା ଦେଉଛନ୍ତି। ଏହି ସିଜନ ଦିନକୁ ଦିନ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। କାରଣ ଏଥିରେ ଶାର୍କମାନେ ଯେମିତି ଡିଲ କରୁଛନ୍ତି ତାହାକୁ ଦର୍ଶକ ଦେଖିବାକୁ ପସନ୍ଦ କରୁଛନ୍ତି। ଆଗାମୀ ଅଧ୍ୟାୟରେ…
ଅଧିକ ଖବର ଦେଖନ୍ତୁ...

କେସିଆରଙ୍କ ‘ବିଆରଏସ୍‌’ରେ ଯୋଗଦେଲେ ଗିରିଧର ଗମାଙ୍ଗ, ଜୟରାମ ପାଙ୍ଗି ଓ କୃଷକ ନେତା ଅକ୍ଷୟ କୁମାର

କୋରାପୁଟ:  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ନୂଆ ରାଜନୈତିକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ଯୋଗଦେଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କର ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ ଓ ପୁତ୍ର ଶିଶିର ଗମାଙ୍ଗ। ଏଥିସହ ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

୧୮ ବର୍ଷୀୟ କିଶୋର ପରି ଦିଶିବାକୁ ଏହି ୪୫ ବର୍ଷୀୟ ବ୍ୟକ୍ତି ବର୍ଷକୁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ଜାଣନ୍ତି?

ନୂଆଦିଲ୍ଲୀ: ଫିଟ୍‌ନେସ୍‌ର ନିଶା ଆଜାକାଲି ପ୍ରାୟ ଅଧିକାଂଶ ଲୋକଙ୍କୁ ଘାରିଛି। ବୟସ ହୋଇଯିବା ସତ୍ତ୍ବେ ଯୁବା ଦେଖାଯିବାକୁ କିଏ ବା ଚାହେଁନା? ସମସ୍ତେ ନିଜକୁ ଫିଟ୍‌ ରଖିବାକୁ ଚାହାନ୍ତି। ଏଥିପାଇଁ ଅନେକ ଉପାୟ ବି ଆପଣାନ୍ତି। କିଛି ଲୋକ ଯୁବା ଦିଶିବା ପାଇଁ କସ୍‌ମେଟିକ୍‌ ସର୍ଜରୀର ବି…
ଅଧିକ ଖବର ଦେଖନ୍ତୁ...

ରାଞ୍ଚିରେ ପ୍ରଥମ ଟି-୨୦: ନ୍ୟୁଜିଲାଣ୍ଡ ବିପକ୍ଷରେ ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

ରାଞ୍ଚି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ହେଉଛି। ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏସନ୍‌ (ଜେଏସ୍‌ସିଏ) ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯାଉଛି। ଆୟୋଜକ ଭାରତ ଟସ୍‌…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ଆମ ଆଦମୀ ପାର୍ଟି

ଜୟପୁର: ଆମ୍ ଆଦମୀ ପାର୍ଟି (ଆପ) ରାଜସ୍ଥାନର ସମସ୍ତ ୨୦୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଦଳର ଜାତୀୟ ସାଧାରଣ ସମ୍ପାଦକ ସନ୍ଦୀପ ପାଠକ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଥର ଏଭଳି ନିର୍ବାଚନ ଲଢେଇ ହେବ, ଯାହାକୁ କେହି ଆଶା ମଧ୍ୟ କରିନଥିବେ | ଏଥିପାଇଁ ସମ୍ପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ପୁରୁଷ ହକି ବିଶ୍ବକପ୍‌: ଜର୍ମାନି ୪-୩ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା, ଫାଇନାଲ୍‌ରେ ପହଞ୍ଚିଲା

ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ରୋମାଞ୍ଚକର ହୋଇଛି। ଉଭୟ ଅଷ୍ଟ୍ରେଲିଆ ଓ ଜର୍ମାନି ମଧ୍ୟରେ ଜୋରଦାର ଲଢ଼େଇ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଜର୍ମାନି ଶେଷ ୨ ମିନିଟରେ ଓଲଟାପାଲଟା କରି କଙ୍ଗାରୁ ଦଳକୁ ପରାସ୍ତ…
ଅଧିକ ଖବର ଦେଖନ୍ତୁ...

୪୪ଦିନର ମଜୁରୀ ଦେବାରେ ସାହାଯ୍ୟ କରନ୍ତୁ; ମୋଦୀଜୀଙ୍କୁ କହିଲେ ଗଣତନ୍ତ୍ର ଦିବସ ପରେଡର ଅତିଥି

ନୂଆଦିଲ୍ଲୀ: ଗୁରୁବାର ଦିନ ସମଗ୍ର ଦେଶରେ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା। ବିଶେଷ କଥା ହେଉଛି ଏଥର ସେଣ୍ଟ୍ରାଲ୍ ଭିସ୍ତା ପ୍ରୋଜେକ୍ଟ ଏବଂ କର୍ତ୍ତବ୍ୟ ପଥ ନିର୍ମାଣ କାର୍ଯ୍ୟ ସହ ଜଡିତ ଶ୍ରମିକମାନଙ୍କୁ ପ୍ୟାରେଡ୍ ଦେଖିବା ପାଇଁ ସ୍ୱତନ୍ତ୍ର ପାସ୍ ଦିଆଯାଇଥିଲା। ସେମାନଙ୍କୁ ଭିଭିଆଇପି…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାକୁ ଅଣାଯାଉଥିବା ସାଢ଼େ ୬କୋଟି ବର୍ଷ ପୁରୁଣା ପବିତ୍ର ପଥରରେ ତିଆରି ହେବ ଭଗବାନ ରାମଲଲାଙ୍କ ପ୍ରତିମା

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ହେଉଥିବା ଭଗବାନ ରାମଙ୍କ ମନ୍ଦିରରେ ଶ୍ରୀରାମଙ୍କ ବାଳକ ରୂପର ପ୍ରତିମା ରାମଲଲାଙ୍କ ମୂର୍ତ୍ତି ପଥରରେ ନିର୍ମିତ ହେବ। ଏହି ପଥର କୌଣସି ସାଧାରଣ ପଥର ନୁହେଁ, ଏହାର ଐତିହାସିକ, ପୌରାଣିକ, ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ବ ରହିଛି। ନେପାଳର ମ୍ୟାଗଦି…
ଅଧିକ ଖବର ଦେଖନ୍ତୁ...

୭ଟି ଶ୍ରେଣୀର ୧୧୪ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ, ଧାରଣାରେ ବସିଲେ ଛାତ୍ରଛାତ୍ରୀ-ଅଭିଭାବକ

ଦଶରଥପୁର: ୭ଟି ଶ୍ରେଣୀର ୧୧୪ ଜଣ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଉଛନ୍ତି ଜଣେ ମାତ୍ର ଶିକ୍ଷକ। ଏତେ ପିଲାଙ୍କୁ ଜଣେ ଶିକ୍ଷକ କେମିତି ପଢ଼ାଉ ଥିବେ, ବିଦ୍ୟାଳୟର ଅନ୍ୟ କାମ କିପରି ପରିଚାଳନା କରୁଥିବେ? ଏଥିରେ ପୁଣି ମଧ୍ୟାହ୍ନ ଭୋଜନ କଥା ଅଛି। ‌ତେବେ ଏତେ ସବୁ କାମ ଜଣେ ଶିକ୍ଷକ କେମିତି କରୁଥିବେ,…
ଅଧିକ ଖବର ଦେଖନ୍ତୁ...