Daily Archives

January 27, 2023

ଶସ୍ତା ହେଲା ସୁନା, ରୁପା ଦରରେ ବୃଦ୍ଧି; ଜାଣନ୍ତୁ ୧୦ ଗ୍ରାମ ସୁନାର ମୂଲ୍ୟ କେତେ?

ନୂଆଦିଲ୍ଳୀ: ଶସ୍ତା ହେଲା ସୁନା ଦର। ଆଜି, ଅର୍ଥାତ ଜାନୁଆରି ୨୭ ତାରିଖରେ ଭାରତୀୟ ବଜାରରେ ସୁନା ଦର ହ୍ରାସ ପାଇଛି। ହେଲେ ରୁପା ଦର ବୃଦ୍ଧି ପାଇଥିବା ସୂଚନା ରହିଛି। ଆପଣ ଜାଣନ୍ତି ଯେ ୧୦ ଗ୍ରାମ୍‌ ସୁନାର ଦର ୫୭ ହଜାର ଟଙ୍କା ପାର୍‌ କରିଥିବା ବେଳେ ରୁପା ଦର କିଲୋ ପିଛା ଅଛି ୬୮ ହଜାର…
ଅଧିକ ଖବର ଦେଖନ୍ତୁ...

ସମ୍ମାନ ରକ୍ଷା ପାଇଁ ହତ୍ୟା: ଡାକ୍ତରୀ ପଢ଼ୁଆ ଝିଅକୁ ମାରି ପୋଡିଦେଲେ ବାପା-ଭାଇ

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି | ଯେଉଁଠାରେ ସମ୍ମାନ ରକ୍ଷା ପାଇଁ ନିଜ ଝିଅକୁ ପରିବାର ଜନ୍ମକଲା ବାପା ଓ ଭାଇ ହତ୍ୟା କରିଛନ୍ତି | ପୁଲିସ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଶୁକ୍ରବାର ଦିନ ମୁମ୍ବାଇଠାରୁ ପ୍ରାୟ ୬୦୦…
ଅଧିକ ଖବର ଦେଖନ୍ତୁ...

ମାଘରେ ଶୀତ ଗାଏବ! ବଢ଼ୁଛି ଦିନ ତାପମାତ୍ରା, ଅନୁଭୂତ ହେଉଛି ଗ୍ରୀଷ୍ମର ତାତି

ଭୁବନେଶ୍ୱର: ଏବେ ଚାଲିଛି ମାଘ ମାସ। କଥାରେ ଅଛି ମାଘ ମାସରେ ବାଘ ପରି ଶୀତ! କିନ୍ତୁ ମାଘ ମାସରେ ରାଜ୍ୟରୁ ଶୀତ ଗାଏବ ହୋଇଯାଇଛି। ଏବଂ ବଢ଼ି ଚାଲିଛି ତାତି। ମାଘ ପରେ ଫାଲଗୁନ। ଫାଲଗୁନରେ ମଳୟ ବହିବା କଥା। କିନ୍ତୁ, ମଳୟ ଏବେ ସାତ ସପନ! ମଳୟ ବଦଳରେ ବହିବାକୁ ଆରମ୍ଭ କଲାଣି ଝାଞ୍ଜି। ସାଧାରଣତଃ…
ଅଧିକ ଖବର ଦେଖନ୍ତୁ...

୫୫ଯାତ୍ରୀଙ୍କୁ ବସରେ ଛାଡ଼ି ଚାଲିଯିବା ଘଟଣା: ଗୋ ଫାର୍ଷ୍ଟ ଉପରେ ୧୦ଲକ୍ଷର ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ: ଚଳିତ ମାସ ଆରମ୍ଭରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଏକ ଗୋ ଫାର୍ଷ୍ଟ ବିମାନ ବେଙ୍ଗାଲୁରୁ ବିମାନବନ୍ଦରରେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ଛାଡ଼ି ଚାଲିଯାଇଥିଲା। ଆଜି ବିମାନ କମ୍ପାନିର ଏହି ଭୁଲ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଫାର୍ଷ୍ଟ ଉପରେ…
ଅଧିକ ଖବର ଦେଖନ୍ତୁ...

ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବ୍ରହ୍ମଣୀରେ ବୁଡ଼ିଗଲେ ଦୁଇ ଯୁବକ, ଚିକିତ୍ସା ଅବହେଳାକୁ ନେଇ ତୀବ୍ର ଉତ୍ତେଜନା

ଯାଜପୁର: ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ବରୀ ବ୍ଲକ ତିନିମୁହାଣୀ ବ୍ରାହ୍ମଣୀ ନଦୀରେ ଅଭାବନୀୟ ଘଟଣା ଘଟିଛି। ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜ‌ଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରଜତ କୁମାର ସାହୁ।…
ଅଧିକ ଖବର ଦେଖନ୍ତୁ...

ଦୁଇପୁଅଙ୍କୁ ହତ୍ୟା କରିବା ପରେ ପୂର୍ବତନ କର୍ପୋରେଟର୍‌ ଓ ତାଙ୍କ ପତ୍ନୀ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ପୂର୍ବତନ କର୍ପୋରେଟର୍‌ ଏବଂ ତାଙ୍କ ପତ୍ନୀ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ଏହି ସମଗ୍ର ଘଟଣା ମଧ୍ୟପ୍ରଦେଶର ବିଦିଶାରେ ଘଟିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦମ୍ପତିଙ୍କର ଉଭୟ ପିଲା…
ଅଧିକ ଖବର ଦେଖନ୍ତୁ...

ପୁରୀ ପୁଅ ତନ୍ମୟଙ୍କ ପ୍ରଶ୍ନର ଏପରି ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଭଲ ନୁହେଁ ସର୍ଟକଟ୍

ନୂଆଦିଲ୍ଳୀ: ନୂଆଦିଲ୍ଲୀସ୍ଥିତ ‘ତାଲକୋଟରା ଇନ୍‌ଡୋର୍‌ ଷ୍ଟାଡିୟମ୍‌’ରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’ର ୬ଷ୍ଠ ସଂସ୍କରଣରେ ଆଜି ପରୀକ୍ଷାର୍ଥୀମାନଙ୍କ ସହ ଭାବବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଚର୍ଚ୍ଚା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ପୁରୀ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଏହି ସହରକୁ ପ୍ରବେଶ କରିବା ମାତ୍ରେ ଦେଖିବେ ବିଶାଳ ଛୁରୀ

ରାମପୁର: କୌଣସି ସହର ବାବଦରେ ଯଦି ଆମେ ଜାଣିବାକୁ ଚାହିଁଥାଉ ତେବେ ପ୍ରଥମେ ସେଠାକାର ପ୍ରସିଦ୍ଧ ଜିନିଷ ବିଷୟରେ ଆଲୋଚନା କରୁ | ପ୍ରତ୍ୟେକ ସହରର ନିଶ୍ଚିତ ଭାବରେ କିଛି ସ୍ୱତନ୍ତ୍ର ବିଶେଷତା ଅଛି | ଏହିପରି ଗୋଟିଏ ସହର ହେଉଛି ରାମପୁର | ରାମପୁର ବାବଦରେ କହିବାକୁ ଗଲେ ସେଠାରେ ମିଳୁଥିବା…
ଅଧିକ ଖବର ଦେଖନ୍ତୁ...

ରିଲିଜ୍ ହେଉ ହେଉ ‘ପଠାନ’ର କମାଲ, ୨ଦିନରେ ଆୟ କଲା ୨୩୫କୋଟି !

ମୁମ୍ବାଇ: ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...