Daily Archives

January 29, 2023

ସାଙ୍ଗଙ୍କ କାନ୍ଧରେ ବସି ‘ପଠାନ’ ଦେଖିବା ପାଇଁ ପାଟନାରୁ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ ଶାହରୁଖଙ୍କ ଏହି ଦିବ୍ୟାଙ୍ଗ…

ମୁମ୍ବାଇ:ଗତ ବୁଧବାର କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ ରିଲିଜ ହୋଇଯାଇଛି। ଅନେକ ବର୍ଷର ବ୍ୟବଧାନ ପରେ ଏହି ସିନେମାରେ ଶାହରୁଖ ଫେରିଥିବା ବେଳେ ‘ପଠାନ’ ଦର୍ଶକଙ୍କୁ  ବେଶ ପସନ୍ଦ ଆସୁଥିବା ଜଣାପଡ଼ିଛି।  ଦିନକୁ ଦିନ ଏହି ସିନେମା ବିଭିନ୍ନ ରେକର୍ଡ ଭାଙ୍ଗୁଥିବା ବି ଖବର…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ସହ ଲଢ଼େଇରେ ହାରିଗଲେ ମନ୍ତ୍ରୀ ନବ ଦାସ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଭୁବନେଶ୍ବର: ଆଖି ବୁଜିଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଜୀବନ ଓ ମୃତ୍ୟୁ ସହିତ କେଇ ଘଣ୍ଟା ପର୍ଯ୍ୟନ୍ତ ଲଢ଼େଇ କରିବା ପରେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଭୁବନେଶ୍ବର ଆପୋଲେ ହସ୍ପିଟାଲରେ ରାଜ୍ୟର ଜଣାଶୁଣା ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଦଳ ବହୁ…
ଅଧିକ ଖବର ଦେଖନ୍ତୁ...

ବଦଳିଲା ହୋଶଙ୍ଗାବାଦ ରେଳଷ୍ଟେସନର ନାମ, ନୂଆ ନାମ ହେଲା ‘ନର୍ମଦାପୁରମ’

ଭୋପାଳ: ପଶ୍ଚିମ କେନ୍ଦ୍ରୀୟ ରେଳବାଇର ଭୋପାଳ ରେଳ ଡିଭିଜନ ହବିବଗଂଜ ପରେ ହୋଶଙ୍ଗାବାଦ ରେଳ ଷ୍ଟେସନର ନାମ ବଦଳାଇ ନର୍ମଦାପୁରମ ନାମରେ ନାମିତ କରିଛି। ପୂର୍ବରୁ ହୋଶଙ୍ଗାବାଦ ଜିଲ୍ଲା ପୂର୍ବରୁ ନର୍ମଦାପୁରମ ନାମରେ ନାମିତ ହୋଇସାରିଥିବାବେଳେ ବର୍ତ୍ତମାନ ରେଳ ଷ୍ଟେସନର ନାମ ମଧ୍ୟ ପରିବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ଆମେ ଆରପାରିକୁ ଚାଲିଯାଉଛୁ, ଝିଅର ବିବାହରେ ୧କୋଟି ଖର୍ଚ୍ଚ କରିବ; ଏଭଳି ଲେଖି ଜୀବନ ହାରିଲେ ଦମ୍ପତି

ଭୋପାଳ: ଆମେ ଆରପାରିକୁ ଚାଲିଯାଉଛୁ, ଝିଅର ବିବାହରେ ୧କୋଟି ଖର୍ଚ୍ଚ କରିବ। ଆତ୍ମହତ୍ୟା କରିବା ପୂର୍ବରୁ ଏଭଳି ଲେଖି ଜୀବନ ହାରିଲେ ଦମ୍ପତି। ମଧ୍ୟପ୍ରଦେଶର ପାନ୍ନାରେ ଶନିବାର ଦିନ ଜଣେ ବ୍ୟବସାୟୀ ନିଜ ପତ୍ନୀଙ୍କୁ ଗୁଳି ମାରିବା ସହ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ପୁଲିସ ଏଏସ୍‌ଆଇ ଗୋପାଳଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା, ସେ ନିୟମିତ ଚିକିତ୍ସା ପାଇଁ ଆସୁନଥିଲେ: ଡାକ୍ତର

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ଗୁଳି ଚଳାଇଥିବା ଗୋପାଳ ଦାସ ସୁସ୍ଥ ନଥିଲେ। ସେ ତାଙ୍କର ସ୍ବାସ୍ଥ୍ୟ ପାଇଁ ଔଷଧ ଖାଉଥିଲେ। ଗୋପାଳ ଦାସଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ ଏହା କହିଛନ୍ତି । ଡାକ୍ତର କହିଛନ୍ତି, ଗତ ୮ରୁ ୧୦ ବର୍ଷ ତଳେ ଗୋପାଳ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଦେବଦୂତ ସାଜିଲା ମୂଷା, ବଞ୍ଚିଗଲା ୫ଜଣ ସଦସ୍ୟଙ୍କ ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର ଧୋଲପୁର ଜିଲ୍ଲାରେ ଦେବଦୂତ ସାଜି ଏକ ମୂଷା ପରିବାରର ୫ଜଣ ସଦସ୍ୟଙ୍କ ଜୀବନ ବଞ୍ଚାଇ ଦେଇଥିବା ଗ୍ରାମବାସୀମାନେ କହିଛନ୍ତି। ସୂଚନାଯୋଗ୍ୟ, ଧୋଲପୁର ଜିଲ୍ଲାର ସିକରୋଦା ଗ୍ରାମରେ ଜୟପ୍ରକାଶଙ୍କ ପରିବାରଲୋକ ନିଦରେ ଶୋଇ ପଡ଼ିଥିଲେ। ଏହି ସମୟରେ ଏକ ମୂଷା ଆସି…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀଙ୍କୁ ପୁଲିସ କର୍ମୀଙ୍କ ଗୁଳିମାରି ହତ୍ୟା ଉଦ୍ୟମ: ଓଡ଼ିଶା ପାଇଁ ଏଭଳି ଘଟଣା ପ୍ରଥମ

ଭୁବନେଶ୍ବର : ଏମିତି ଘଟଣା କେବେ ଘଟି ନଥିଲା। ସ୍ବାଧୀନୋତ୍ତର ଓଡ଼ିଶାରେ ଇଏ ପ୍ରଥମ ଘଟଣା। ତା’ପୂର୍ବରୁ ବି ଘଟିଥିବା ମନେହୁଏନା। ଅତୀତରେ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ଜଣେ ମନ୍ତ୍ରୀଙ୍କୁ ଗୁଳିମାରି ହତ୍ୟା ଉଦ୍ୟମ କରିବା ନଜୀର ରାଜ୍ୟରେ ଦେଖିବାକୁ ମିଳି ନଥିଲା।…
ଅଧିକ ଖବର ଦେଖନ୍ତୁ...

୨ୟ ଟି-୨୦: ଭାରତ ବିପକ୍ଷରେ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ

ଲକ୍ଷ୍ନୌ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌସ୍ଥିତ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ୨ୟ ଟି-୨୦ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚରେ ଅତିଥି ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ପୁଣି ବିବାଦୀୟ ବୟାନ ଦେଲେ ବିଜେପି ବିଧାୟକ ଟି ରାଜା ସିଂହ, ଗଳା କାଟିବା ହିନ୍ଦୁ ନିର୍ମାଣ ହେବାର ଆବଶ୍ୟକତା ରହିଛି

ହାଇଦ୍ରାବାଦ: ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଆଜି ସେ କହିଛନ୍ତି ଯେ ବର୍ତ୍ତମାନ କେବଳ ଘଣ୍ଟି ବଜାଉଥିବା ହିନ୍ଦୁ ନୁହେଁ ବରଂ ଗଳା କାଟିପାରୁଥିବା ହିନ୍ଦୁ ନିର୍ମାଣ ହେବାର…
ଅଧିକ ଖବର ଦେଖନ୍ତୁ...

ଶୁଭେଚ୍ଛା ଜଣାଇ ଗର୍ବିତ ବୋଲି ଟ୍ବିଟ କରିଥିଲେ ସ୍ବାମୀ, ଏଭଳି ପ୍ରତିକ୍ରିୟା ଦେଲେ ସାନିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଓପନ୍ ୨୦୨୩ର ମିକ୍ସଡ ଡବଲ୍ସ ଫାଇନାଲରେ ସାନିଆ ମିର୍ଜାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଟାଇଟଲ ମ୍ୟାଚରେ ସାନିଆ ଏବଂ ତାଙ୍କ ସାଥୀ ରୋହନ ବୋପନ୍ନାଙ୍କୁ ବ୍ରାଜିଲର ଯୋଡି ଲୁଇସା ଷ୍ଟେଫନି ଏବଂ ରାଫେଲ ମାଟୋସଙ୍କଠାରୁ ୬-୭, ୨-୬ରେ ହାରିବାକୁ ପଡ଼ିଥିଲା। ଏହି…
ଅଧିକ ଖବର ଦେଖନ୍ତୁ...