Daily Archives

February 4, 2023

ୟୁଟ୍ୟୁବ ଦେଖାଇଲା ସଫଳତାର ବାଟ, ଛଅ ପ୍ରକାର ବେରୀ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଅଧୀର

ମୟୁରଭଞ୍ଜ: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଅନେକ ଲୋକ ଏବେ ଚାଷରେ ଲାଭାଂଶ ନପାଇ ଚାଷରୁ ମନ ହଟାଇ ବ୍ୟବସାୟ କିମ୍ବା ଚାକିରି ପାଇଁ ମନ ବଳାଉଛନ୍ତି। ମାତ୍ର ବାଙ୍ଗରିପୋଷୀ ବ୍ଲକର ଜଣେ ଯୁବକ ଚାଷ ପ୍ରତି ମନ ବଳାଇ ବେଶ ନାମ କମାଇଛନ୍ତି। ପିଲାଟି ଦିନରୁ ଚାଷ ପ୍ରତି ଅହେତୁକ ଦୂର୍ବଳତା ହେତୁ…
ଅଧିକ ଖବର ଦେଖନ୍ତୁ...

ଲାଲୁଜୀ ଦଶମ ଫେଲ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ବସିଲେଣି, ଆଉ ଆପଣଙ୍କ ବିଏ ପାସ୍ ପୁଅକୁ ଚାକିରି ମିଳୁନି: ପ୍ରଶାନ୍ତ…

ପାଟନା: ଲାଲୁଜୀ ଦଶମ ଫେଲ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ବସିଲେଣି, ଆଉ ଆପଣଙ୍କ ବିଏ ପାସ୍ ପୁଅକୁ ଚାକିରି ମିଳୁନି। ଏଭଳି କହି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ରାଜଘାଟ ଭଳି ଦିଶିବ ମଧୁବାବୁଙ୍କ ସମାଧିସ୍ଥଳ, କୋଟିଏ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲା ସିଏମସି

କଟକ: ନୂଆ ରୂପ ପାଇବ ଗୋରାକବର ଶ୍ମଶାନ। ମଧୁବାବୁଙ୍କ ମୃତ୍ୟୁର ୮୮ ଵର୍ଷ ପରେ ତାଙ୍କ ଶେଷ ଆଶ୍ରୟସ୍ଥଳକୁ ପର୍ଯ୍ୟଟନସ୍ଥଳୀ ଭଳି ଗଢି ତୋଳିବା ପାଇଁ ପଦକ୍ଷେପ ନେଲା ପ୍ରଶାସନ। କଟକ ତୁଳସୀପୁରସ୍ଥିତ ଗୋରାକବରରେ ଥିବା ମଧୁବାବୁଙ୍କ ସମାଧିପୀଠକୁ ରାଜଘାଟ ଭଳି ଏକ ସ୍ମୃତିସ୍ଥଳ ଭାବରେ ଗଢ଼ାଯିବ ।…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ ପାଇପଲାଇନ ନିର୍ମାଣ ବେଳେ ଅଘଟଣ: କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକ ମୃତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଅଘଟଣ। ଗ୍ୟାସ ପାଇପ ନିର୍ମାଣ ବେଳେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକ ମୃତ, ୩ ଗୁରୁତର। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଦୁଇ ମୃତକ ହେଲେ ସୋନୁ ଓ ବିଜୟ ଗାଙ୍ଗୁଲି। ଉଭୟଙ୍କ ଘର…
ଅଧିକ ଖବର ଦେଖନ୍ତୁ...

ବିବାହ ବେଳେ ଅଫିସର ଦମ୍ପତି ନେଲେ ଏମିତି ଶପଥ, ଦୁଇ ପରିବାରରେ ହେଲା ଭୂକମ୍ପ

ନୂଆଦିଲ୍ଲୀ: ବାହାଘରରେ ପୁଳା ପୁଳା ଟଙ୍କା ଖର୍ଚ୍ଚ କରିବାକୁ ଚାଁହୁଥିବା ଲୋକଙ୍କୁ କଡା ଜବାବ ଦେଲେ ଅଫିସର ଯୋଡି | ଭାରତୀୟ ଡ଼ାକସେବାର ଅଧିକାରୀ ଶିବମ୍ ତ୍ୟାଗୀ ଓ ଭାରତୀୟ ରାଜସ୍ବ ସେବାର ଅଧିକାରୀ ଥିବା ଆର୍ଯ୍ୟା ନାୟର ଜାନୁୟାରୀ ୨୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି | ଉଭୟ…
ଅଧିକ ଖବର ଦେଖନ୍ତୁ...

୪୦ ବର୍ଷ ପରେ ପ୍ରେମିକଙ୍କୁ ହସ୍ପିଟାଲ୍‌ ବେଡ୍‌ରେ ଦେଖି ଭାବୁକ ହେଲେ ପ୍ରେମିକା, ଘରକୁ ଆଣି କଲେ ବିବାହ

ନୂଆଦିଲ୍ଳୀ: କୁହାଯାଏ ପ୍ରେମ ଅମର ଓ ପ୍ରେମ ଶାଶ୍ବତ। ବାସ୍ତବ ପ୍ରେମ କେବେ ସରେନା, ଶେଷ ନିଶ୍ବାସ ଯାଏ ବଞ୍ଚିରହେ। ନିକଟରେ ସୋସିଆଲ୍‌ ମିଡିଆରେ ଜଣେ ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ ଖୁବ୍‌ ‌ଜୋର୍‌ରେ ଭାଇରାଲ୍‌ ହୋଇଛି। ୪୦ ବର୍ଷ ତଳେ ପରସ୍ପରଠାରୁ ଅଲଗା ହୋଇ ଯାଇଥିବା ପ୍ରେମୀଯୁଗଳଙ୍କୁ…
ଅଧିକ ଖବର ଦେଖନ୍ତୁ...

ମଥାରେ ସିନ୍ଦୂର ଲାଗିବା ମାତ୍ରକେ ସରିଗଲା ପ୍ରେମ, ବିବାହ ସରୁ ସରୁ ପ୍ରତାରଣା ଦେଲେ ସ୍ବାମୀ

ପାଟ୍‌ନା: ବିହାରର ନାଳନ୍ଦାରେ ଏକ ପ୍ରେମୀଯୁଗଳଙ୍କର ହାଇ ଭୋଲ୍‌ଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି। ଫେସ୍‌ବୁକ୍‌ ଜରିଆରେ ୬ ମାସ ତଳୁ ହୋଇଥିବା ପ୍ରେମ ମଥାରେ ସିନ୍ଦୂର ଲାଗିବା ମାତ୍ରେ ହିଁ ସରିଯାଇଛି। ଘଟଣାଟି ଏପରି ।  ଅସ୍ଥାବାଁ ଥାନା ଅଞ୍ଚଳର ମୋହନୀ ଗ୍ରାମର ବାସିନ୍ଦା ଜ୍ଞାନୀ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟରେ ୫ ଜଣ ବିଚାରପତିଙ୍କ ନିଯୁକ୍ତିକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ମତଭେଦ ଚାଲିଥିବାବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଅନୁମୋଦନର କିଛି ଘଣ୍ଟା ପୂର୍ବରୁ ସରକାର ଅଦାଲତଙ୍କୁ ଆଶ୍ୱାସନା ଦେଇଥିଲେ ଯେ…
ଅଧିକ ଖବର ଦେଖନ୍ତୁ...

ଆକ୍ସନମୁଡରେ ବାଲେଶ୍ୱର ଜିଲ୍ଲା ପୁଲିସ: ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ୩ ମହିଳାଙ୍କ ସମେତ ୧୧ ଗିରଫ

ବାଲେଶ୍ବର: ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ୍‌ ଏବଂ ତାଙ୍କ ଡ୍ରାଇଭରଙ୍କୁ ଗତକାଲି ସହଦେବଖୁଣ୍ଟା ଥାନା ଦହପଡ଼ା ଠାରେ ବାଲିମାଫିଆଙ୍କ ସଂଘବଦ୍ଧ ଆକ୍ରମଣ ଘଟଣାରେ ଜିଲ୍ଲା ପୁଲିସ ଆକ୍ସନମୁଡକୁ ଆସିଛି। ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ମାଫିଆଙ୍କ ଗଡ଼ରେ ପଶି ଆଜି ସକାଳ…
ଅଧିକ ଖବର ଦେଖନ୍ତୁ...

ଇଞ୍ଜିନ ପରେ ୨କିଲୋମିଟର ଲମ୍ବା ରେଳ ଧାରଣା ଲୁଟିନେଲେ ଲୁଟେରା, ଦୁଇ ରେଳ କର୍ମଚାରୀ ନିଲମ୍ବିତ

ପାଟନା: ଆପଣ ପୂର୍ବରୁ ବିହାରରେ ବ୍ରିଜ୍ ସହ ମୋବାଇଲ୍ ଟାୱାର ଚୋରି ଖବର ପଢ଼ିଥିବେ | ସେହିପରି କିଛିଦିନ ତଳେ ବିହାରରେ ଟ୍ରେନ୍ ଇଞ୍ଜିନ ମଧ୍ୟ ଲୁଟେରା ଚୋରି କରିନେଇଥିଲେ | ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଚୋରି ବାବଦରେ କହିବୁ ଯାହା ଜାଣିବା ପରେ ଆପଣ ମୁଣ୍ଡରେ ହାତ ଦେଇଦେବେ |…
ଅଧିକ ଖବର ଦେଖନ୍ତୁ...