Daily Archives

February 5, 2023

ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀମାନେ ରବିବାର ପୁଣି ହିଂସାକାଣ୍ଡ ଘଟାଇଛନ୍ତ। ମାଓବାଦୀମାନେ ବିଜାପୁରର ଉସୁର ଥାନା ଅନ୍ତର୍ଗତ ଆଭାପାଲ୍ଲୀ ଅଞ୍ଚଳର ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ଆଭାପାଲ୍ଲୀ ପୋଲିସ ଷ୍ଟେସନ ଅଧିନସ୍ଥ ପଙ୍କାରାମ…
ଅଧିକ ଖବର ଦେଖନ୍ତୁ...

ବୋହୂର ଓଢ଼ଣା ଖୋଲିବାରୁ ଶଶୁରଘର ଲୋକଙ୍କର ଉଡ଼ିଲା ଚେତା, ଓଲଟା ପଠାଇଦେଲେ ବାପଘର

ଲକ୍ଷ୍ନୌ: ପୂର୍ବରୁ ବିବାହରେ ବର, କନ୍ୟା ବଦଳ ଘଟଣା ବହୁତ ଘଟୁଥିଲା। ଯୁଗ ବଦଳିବା ସହ ଲୋକେ ଚତୁର ହେଲେଣି। ସେପରି ଘଟଣା ଏବେ ପ୍ରାୟ ନାହିଁ କହିଲେ ଚଳେ। ହେଲେ ଆପଣ ଭାବନ୍ତୁନି ଯେ ଜଣକୁ ଦେଖାଇ ଅନ୍ୟ ଜଣଙ୍କୁ ବିବାହ କରାଇବା ଘଟଣା ଜମା ବି ଘଟୁନାହିଁ। ନିକଟରେ ଉତ୍ତରପ୍ରଦେଶରେ ସେପରି ଏକ…
ଅଧିକ ଖବର ଦେଖନ୍ତୁ...

ଭ୍ୟାନ – ବାଇକ ଧକ୍କା: ଜଣେ ମୃତ

ଆନନ୍ଦପୁର: କେଉଁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଜୁଳିଆକଟା ନିକଟରେ ରବିବାର ସନ୍ଧ୍ୟାରେ ଏକ ପିକଅପ୍‌ ଭ୍ୟାନ ଓ ବାଇକ ମଧ୍ୟରେ ଧକ୍କା ଘଟିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଦେଶରେ ଖାଲି ଭାଷଣ ଦିଆଯାଉଛି, କୃଷକଙ୍କ ଉପରେ କାହାର ଧ୍ୟାନ ନାହିଁ: କେସିଆର

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡ଼ଠାରେ ଆଜି ନବଗଠିତ ଭାରତୀୟ ରାଷ୍ଟ୍ରୀୟ ସମିତି (ବିଆରଏସ) ଏକ ମେଗା ରାଲି କରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି | ଏହି ସାଧାରଣ ସଭାକୁ ସମ୍ବୋଧିତ କରି ଦଳର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) କେନ୍ଦ୍ର ସରକାରଙ୍କୁ…
ଅଧିକ ଖବର ଦେଖନ୍ତୁ...

‘ସ୍ପାଏ ବେଲୁନ୍‌’ ଖସି ପଡ଼ିବା ପରେ ଆମେରିକାକୁ ଏଭଳି ‌ଧମକ ଦେଇଛି ଚୀନ

ନୂଆଦିଲ୍ଲୀ: ଶନିବାର ଦିନ ଦକ୍ଷିଣ କାରୋଲିନା ଉପକୂଳବର୍ତ୍ତୀ ଅଗଭୀର ସମୁଦ୍ର ଉପରେ ଆମେରିକୀୟ ସେନାର ଏକ ଲଢୁଆ ଜେଟ୍‌ ଗୋଟାଏ ସନ୍ଦିଗ୍ଧ ଚୀନ ‘ସ୍ପାଏ ବେଲୁନ୍‌’କୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଖସାଇ ଦେଇଛି। ଏନେଇ ପେଣ୍ଟାଗନର ଅଧିକାରୀମାନେ ସୂଚନା ଦେଇଛନ୍ତି। ଆମେରିକା ଆକାଶରେ ଦେଖା…
ଅଧିକ ଖବର ଦେଖନ୍ତୁ...

କିଆରା ଓ ସିଦ୍ଧାର୍ଥଙ୍କ ବିବାହକୁ ନେଇ ବଡ଼ ଖୁଲାସା: ଫେବ୍ରୁଆରି ୬ ତାରିଖରେ ହେବନି ବାହାଘର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଫେବ୍ରୁଆରି ୬ ତାରିଖରେ ହେବ ବୋଲି ଆମେ ସମସ୍ତେ ଆଗରୁ ଜାଣିଥି‌‌ଲେ। ହେ‌ଲେ ଏବେ ଏକ ବଡ଼ ଖରବ ହସ୍ତଗତ ହୋଇଛି। ଫେବ୍ରୁଆରି ୬ ତାରିଖରେ କିଆରା ଓ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରୁ ବ୍ରହ୍ମପୁର ଯାଉଥିବା ଓଏସଆରଟିସି ବସ ଦୁର୍ଘଟଣାଗ୍ରସ୍ତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅନ୍ତର୍ଗତ ତଲାରୀମାହା ପଞ୍ଚାୟତ ସାକା ଗ୍ରାମ ଜାତୀୟ ସଡ଼କ ନିକଟରେ ଝାରସୁଗୁଡାର ବନ୍ଧବାହାଲଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସରକାରୀ ବସ ଓଡି ୦୭ଏକେ ୬୫୭୦ ରାତି ପ୍ରାୟ ୧.୩୦ ମିନିଟ୍ ସମୟରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।…
ଅଧିକ ଖବର ଦେଖନ୍ତୁ...

ତତ୍କାଳୀନ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା: ମୁଖ୍ୟ ସାକ୍ଷୀ ରୋଷେୟା ସନ୍ତୋଷର ମୃତ୍ୟୁକୁ ନେଇ…

ମାଲକାନଗିରି: ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରଵାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ରହସ୍ୟ ଆଜିକୁ ତିନି ବର୍ଷ ହେବା ସତ୍ବେ ପର୍ଦାଫାସ ହୋଇପାରିଲା ନାହିଁ। ଏ ଭିତରେ ପତ୍ନୀ ବନଜା ପଣ୍ଡା ହତ୍ୟାକାରୀମାନଙ୍କୁ କାଠଗଡାରେ ଛିଡା କରିବା ପାଇଁ ନିଜର ସମସ୍ତ ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...

କମ୍ପାନି ଭିତରେ ପରୀକ୍ଷା: ଉତ୍ତୀର୍ଣ୍ଣ ହୋଇଥିବା କର୍ମଚାରୀଙ୍କୁ ଛାଡ଼ି ବାକି ସମସ୍ତଙ୍କର ହେଲା ଛଟେଇ

ନୂଆଦିଲ୍ଳୀ: ଅଗ୍ରଣୀ ଆଇଟି କମ୍ପାନି ଇନ୍‌ଫୋସିସ୍‌ ଇଣ୍ଟର୍‌ନାଲ୍‌ ଫ୍ରେସର୍‌ ଆସେସ୍‌ମେଣ୍ଟ୍‌ ପରୀକ୍ଷାରେ ପାସ୍‌ ନକରି ପାରିବାରୁ ଶହ ଶହ ନୂଆ କର୍ମଚାରୀଙ୍କର ଛଟେଇ କରିଛି। ଆର୍ଥିକ ମାନ୍ଦାବସ୍ଥା ହେତୁ ବିଭିନ୍ନ କମ୍ପାନି ଏବେ ଛଟେଇ ନୀତି ଅବଲମ୍ବନ କରୁଥିବା ବେଳେ ଇନ୍‌ଫୋସିସ୍‌ ବି…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କୁ ପଠାଇ ଭାରତ ଉପରେ ଆକ୍ରମଣ କରିବାର ଯୋଜନା କରୁଛି ପାକିସ୍ତାନ

ପାକିସ୍ତାନ: ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଠାରେ ଦିନକୁ ଦିନ ଅର୍ଥନୀତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଦରଦାମ୍ ବୃଦ୍ଧି ହେତୁ ଦେଶରେ ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ବି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାର ଷଡ଼ଯନ୍ତ୍ର…
ଅଧିକ ଖବର ଦେଖନ୍ତୁ...