Daily Archives

March 10, 2023

‘ପୁଷ୍ପା-୨’ ପାଇଁ ୧୦୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ନେଇଛନ୍ତି ଅଲ୍ଲୁ ଅର୍ଜୁନ !

ମୁମ୍ବାଇ: ତେଲୁଗୁ ଚଳଚ୍ଚିତ୍ର ‘ପୁଷ୍ପା: ଦ ରାଇଜ୍’ର ଅଭୂତପୂର୍ବ ସଫଳତା ପରେ ଏବେ ନିର୍ମାଣ ହେଉଛି ଏହାର ଦ୍ବିତୀୟ ଭାଗ ‘ପୁଷ୍ପା: ଦ ରୁଲ୍’। ପ୍ରଥମ ଭଗର କାହାଣୀ, ଗୀତ ଓ ଡାଏଲଗ ଲୋକପ୍ରିୟ ହୋଇଥିବା ବେଳେ ଦ୍ବିତୀୟ ଭାଗକୁ ବ୍ଲକବଷ୍ଟର କରିବାକୁ ଯୋଜନା କରୁଛନ୍ତି ନିର୍ମାତା। ପ୍ରଥମ ଭାଗ…
ଅଧିକ ଖବର ଦେଖନ୍ତୁ...

ସାହସର ସହ ଜେଜେମାଆଙ୍କ ଚେନ୍‌ ଲୁଟେରାର ମୁକାବିଲା କରି ଚର୍ଚ୍ଚାରେ କୁନି ଝିଅ

ପୁଣେ: ଆଜିକାଲି ରାସ୍ତାରେ ଯାଉଥିବା ବେଳେ ପା‌ଦେ ପାଦେ ବିପଦ। କେଉଁଠି ଅଚାନକ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼େ ତ ପୁଣି କେଉଁଠି ଆଗକୁ ଆସିଯାଆନ୍ତି ଲୁଟେରା। ସତର୍କତା ଅବଲମ୍ବନ ନକଲେ ପ୍ରତି ମୁହୂର୍ତ୍ତରେ ବିପଦ ଆସିପାରେ। ପୁଣେର ଏକ ଭିଡିଓ ଆଜି ଆମେ ଆପଣଙ୍କୁ ଦେଖାଇବୁ। ଭିଡିଓରେ ଆପଣ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ଫିଲ୍ମ ସିଟିରେ ଭୟଙ୍କର ନିଆଁ, ସିରିଏଲ ସୁଟିଂ ସେଟ୍ ଜଳିପୋଡ଼ି ପାଉଁଶ

ମୁମ୍ବାଇ : ମୁମ୍ବାଇର ପ୍ରସିଦ୍ଧ ଷ୍ଟୁଡିଓ ଫିଲ୍ମ ସିଟିରେ ସୁଟିଂ ହେଉଥିବା ଧାରାବାହିକ 'ଗୁମ୍ ହୈ କିସି କେ ପ୍ୟାର୍'ର  ସେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୋରେଗାଓଁ ପୂର୍ବରେ ଥିବା ଫିଲ୍ମ ସିଟିରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସେଟରେ ଲାଗିଥିବା ନିଆଁ ନିକଟସ୍ଥ ଆଉ କେତେକ ସେଟକୁ…
ଅଧିକ ଖବର ଦେଖନ୍ତୁ...

ବସ ଭିତରେ ଶୋଇଥିଲା କଣ୍ଡକ୍ଟର, ନିଆଁ ଲାଗି ଜୀବନ ଗଲା

ବେଙ୍ଗାଲୁରୁ: ବସ ପାର୍କ କରି ଗାଡି ଭିତରେ ଶୋଇଥିଲେ କଣ୍ଡକ୍ଟର। ନିଆଁ ଲାଗିବାରୁ ଗଲା ଜୀବନ। ବେଙ୍ଗାଲୁରୁରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଲିଙ୍ଗଧିରାନଲ୍ଲୀରେ ଥିବା ବସଷ୍ଟାଣ୍ଡରେ ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ (ବିଏମଟିସି)ର ଏକ ବସ୍ ଠିଆ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ମୋ ପରିବାର ଡରିବା ନୁହେଁ, ଲଢ଼ିବା ଜାଣିଛି: ଇଡିର ଚଢ଼ାଉକୁ ନେଇ କହିଲେ ଲାଲୁ ଯାଦବଙ୍କ ଝିଅ ରୋହିଣୀ

ନୂଆଦିଲ୍ଲୀ: ପୂର୍ବ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରି ନିଜ ସମସ୍ୟା ଜାହିର କରିବାର ସୁଯୋଗ କେବେ ବି ଛାଡ଼ନ୍ତି ନାହିଁ। ସେ ଆଜି ଅନେକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ କେନ୍ଦ୍ର ସରକାର ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା…
ଅଧିକ ଖବର ଦେଖନ୍ତୁ...

‘କୁକୁର ମାଂସ’କୁ ନେଇ ମହାରାଷ୍ଟ୍ର-ଆସାମ ମୁହାଁମୁହିଁ

ଗୁଆହାଟୀ : ମହାରାଷ୍ଟ୍ରର ଜଣେ ବିଧାୟକଙ୍କ ବିବାଦୀୟ ବୟାନ ଆସାମ ବିଧାନସଭାରେ ହଇଚଇ ସୃଷ୍ଟି କରିଛି। ମହାରାଷ୍ଟ୍ରର ପ୍ରହାର ଜନଶକ୍ତି ପାର୍ଟି ବିଧାୟକ ଓମପ୍ରକାଶ ବାବାରାଓ କାଡୁ ଓରଫ ବଚ୍ଚୁ କାଡୁ ତାଙ୍କ ଏକ ବୟାନରେ ଆସାମବାସୀଙ୍କ 'କୁକୁର ମାଂସ' ଖାଇବା ଅଭ୍ୟାସ ବିଷୟରେ କହିଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

ଶେଷ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଭୂମିକାରେ ନଜର ଆସିବେ ସତୀଶ

ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ହେବା ଖବର ସମସ୍ତଙ୍କୁ ଦୋହଲାଇ ଦେଇଥିଲା। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍‌ କରି ତାଙ୍କ ମୃତ୍ୟୁ ଖବର ଦେଇଥିଲେ। ମୃତ୍ୟୁ ବେଳକୁ ସତୀଶଙ୍କୁ ୬୭ ବର୍ଷ ହୋଇଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ପୁରୀର ମାର୍କେଟ କମ୍ପ୍ଲେକ୍ସରେ ପୁଣି ଅଗ୍ନିକାଣ୍ଡ; ହ୍ୟାଣ୍ଡଲୁମ୍‌ ସୋ’ରୁମ୍‌ରେ ଲାଗିଲା ନିଆଁ

ପୁରୀ: ଆଧ୍ୟାତ୍ମିକ ସହର ‘ଶ୍ରୀକ୍ଷେତ୍ର’ରେ ପୁଣି ଥରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଏହା ପୁଣି ୪୮ ଘଣ୍ଟା ନପୁରୁଣୁ। ପୁରୀ ସହରବାସୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁକୁ ଭୁଲି ନଥିଲା ‌‌ବେଳେ ଏଠାରୁ ଅଳ୍ପ ଦୂରରେ ଥିବା ନୀଳାଦ୍ରି କମ୍ପ୍ଲେକ୍ସର ଏକ ହ୍ୟାଣ୍ଡଲୁମ୍‌…
ଅଧିକ ଖବର ଦେଖନ୍ତୁ...

୧୪୨ କୋଟିରେ ନିର୍ମିତ ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଉଦ୍‌ଘାଟନ କରିଛନ୍ତି। ସନ୍ଧ୍ୟା ପ୍ରାୟ ସାଢ଼େ ପାଞ୍ଚ ଟାରେ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପହଂଚିଥିଲେ। ଷ୍ଟାଡିୟମ ଉଦଘାଟନ କରିବା ସହ ୯୬୪ କୋଟି ଟଙ୍କାର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

’ପଠାନ୍‌’ର ଓଟିଟି ଭର୍ସନ ହେବ ଭିନ୍ନ, ଥିଏଟର୍‌ରେ ଦେଖିବାକୁ ମିଳି ନଥିବା ଦୃଶ୍ୟକୁ ଦେଖିବାକୁ ପାଇବେ ଦର୍ଶକ

ମୁମ୍ବାଇ: ବଲିଉଡ୍‌ର ବାଦଶାହା କୁହାଯାଉଥିବା ଶାହାରୁଖ୍‌ ଖାନ୍‌ ଦୀର୍ଘ ବ୍ୟବଧାନ ପରେ ପରଦାରେ ପ୍ରଶଂସକଙ୍କ ସାମ୍ନାକୁ ଆସିଥିଲେ। ୪ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରି କିଙ୍ଗ୍‌ ଖାନ୍‌ ବକ୍ସ ଅଫିସ୍‌ର ଅନେକ ରେକର୍ଡ ଭାଙ୍ଗିବାରେ ସମର୍ଥ ହୋଇଛନ୍ତି ଏହି ଫିଲ୍ମ ଜରିଆରେ। ସବୁଠାରୁ…
ଅଧିକ ଖବର ଦେଖନ୍ତୁ...