Daily Archives

March 12, 2023

ବିବାହ ପୂର୍ବରୁ ‘ପୁଲ୍‌ ପାର୍ଟି’ କଲେ ଅଭିନେତ୍ରୀ: ଆଜି ହଳଦୀ ଓ ସଂଗୀତ, କାଲି ବାହାଘର

ମୁମ୍ବାଇ: ଆପଣ ଯଦି ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ହେଉଥିବା ‘ୟେ ହେ ମହବତୈଁ’ ଧାରାବାହିକ ଦେଖିଥିବେ ତ କୃଷ୍ଣା ମୁଖାର୍ଜୀଙ୍କୁ କେବେ ବି ଭୁଲିବେ ନାହିଁ। ଏହି ଧାରାବାହିକରେ ଅନେକ ଲୋପ୍ରିୟତା ସାଉଁଟିଥିବା ଅଭିନେତ୍ରୀ ଜଣକ ଏବେ ନିଜ ପ୍ରେମିକଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ମଦ ନିଶାରେ ନାବାଳିକାକୁ ସ୍କୁଲ୍‌ ବାଥ୍‌ରୁମ୍‌ ଭିତରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଧରିଲା ପୁଲିସ୍‌

ପାଟ୍‌ନା: ବିହାରର ବେଗୁସରାୟରେ ହୋଲିରେ ମଦ୍ୟପାନ କରି ଜଣେ ଯୁବକ ସ୍କୁଲ୍‌ ଘର ଭିତରେ ଥିବା ବାଥ୍‌ରୁମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଏବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଅଧିକ ତଦନ୍ତ ଜାରି ରହିଛି। ଘଟଣା ଘଟିବା ପରେ ପୁଲିସ୍‌କୁ…
ଅଧିକ ଖବର ଦେଖନ୍ତୁ...

ଅଟେଇ ସଂରକ୍ଷିତ ଜଙ୍ଗଲରେ ବିରଳ ପ୍ରଜାତିର ଚଉଶିଙ୍ଗା, ଗୟଳ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲରେ ଅଛନ୍ତି ବିରଳ ପ୍ରଜାତିର ଗୟଳ ଏବଂ ଚଉଶିଙ୍ଗା। ସିଡ୍ୟୁଲ-୧ ପ୍ରଜାତିରେ ଆସୁଥିବା ଏହି ବନ୍ୟଜନ୍ତୁ ସାଧାରଣତଃ କେନ୍ଦୁଝର ଜଙ୍ଗଲରେ ଦେଖାଯାଆନ୍ତି ନାହିଁ। ପ୍ରଥମ ଥର ପାଇଁ ଗୟଳ ଏବଂ ଚଉଶିଙ୍ଗା ଅଟେଇ ସଂରକ୍ଷିତ ଜଙ୍ଗଲରେ ଦେଖାଦେବା ପରେ…
ଅଧିକ ଖବର ଦେଖନ୍ତୁ...

ଆଗକୁ ବିପଦ ! ବଢ଼ିବ ବଜ୍ରପାତ, ଲାଗିବ ଜଙ୍ଗଲରେ ନିଆଁ

ନୂଆଦିଲ୍ଲୀ: ଦିନକୁଦିନ ଜଙ୍ଗଲରେ ହଠାତ ନିଆଁ ଲାଗିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲରେ ନିଆଁ ଲାଗିବା ହେତୁ ଅକାରଣେ ଅନେକ ଜୀବଜନ୍ତୁଙ୍କ ମୃତ୍ୟୁ ସହିତ ମୂଲ୍ୟବାନ ଗଛସବୁ ଜଳି ନଷ୍ଟ ହୋଇଯାଉଛି। ସାରା ବିଶ୍ୱରେ ଜଙ୍ଗଲରେ ନିଆଁ ଲାଗିବାର ମୁଖ୍ୟ କାରଣ ବଜ୍ରପାତ ବୋଲି…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ପରିସରରେ ଆତ୍ମହତ୍ୟା କଲେ କାଉନସିଲରଙ୍କ ଭାଇ, ଗଙ୍ଗାଜଳ ସିଞ୍ଚନ ପରେ ହେଲା ମା’ଙ୍କ ପୂଜାପାଠ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଟ୍ର।ତ୍ରୀ ଠାକୁରାଣୀ ମା’ ପେଣ୍ଡରାଣୀଙ୍କ ମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିବାରୁ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି। ମନ୍ଦିର ପରିସରରେ ଜଣେ ସ୍ଥାନୀୟ କାଉନସିଲରଙ୍କ ଭାଇ ଆତ୍ମହତ୍ୟା କରିବାରୁ ଗଙ୍ଗାଜଳ ସିଞ୍ଚନ ହେଲା ପରେ ବିଳମ୍ବରେ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ୫-ଟି ସଚିବ: କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ରବିବାର ସୁନ୍ଦରଗଡ଼ ଗସ୍ତରେ ଆସି ରାଜଗାଙ୍ଗପୁର, ଟାଙ୍ଗରପାଲି, ହେମଗିର, ବାଲିଶଙ୍କରା ଓ ସୁନ୍ଦରଗଡ଼ ବ୍ଲକ୍ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା…
ଅଧିକ ଖବର ଦେଖନ୍ତୁ...

ସମଲିଙ୍ଗୀ ବିବାହର ସ୍ୱୀକୃତିକୁ କେନ୍ଦ୍ର ସରକାରଙ୍କ ବିରୋଧ, ସୁପ୍ରିମକୋର୍ଟରେ ଦାଖଲ କଲେ ସତ୍ୟପାଠ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହର ସ୍ୱୀକୃତିକୁ କେନ୍ଦ୍ର ସରକାରଙ୍କ ବିରୋଧ। ସୁପ୍ରିମକୋର୍ଟରେ ଦାଖଲ କଲେ ସତ୍ୟପାଠ। ଆଜି ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ହୋଇଥିବା ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଜବାବ ଦାଖଲ କରି କେନ୍ଦ୍ର ସରକାର ସମସ୍ତ ୧୫ଟି…
ଅଧିକ ଖବର ଦେଖନ୍ତୁ...

ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ ଓ ଓଡ଼ିଶା ହକି କିଂବଦନ୍ତି ପିଟର ତିର୍କୀ ପାଇବେ ଓସ୍‍ଜା ବାର୍ଷିକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ହକି କିଂବଦନ୍ତି ପିଟର ତିର୍କୀ  ସଫଳ ସାଇକ୍ଲିଷ୍ଟ ସ୍ୱସ୍ତି ସିଂହ ୨୦୨୩ ବର୍ଷର ଓସ୍‍ଜା (ଓଡ଼ିଶା କ୍ରୀଡା ସାମ୍ବାଦିକ ସଂଘ) ବାର୍ଷିକ କ୍ରୀଡା ପୁରସ୍କାର ହାସଲ କରିବେ। ଏକଲବ୍ୟ ପୁରସ୍କାର ବିଜୟିନୀ ସ୍ୱସ୍ତିଙ୍କୁ ୨୦୨୨ ମସିହାର ସଫଳତା ପାଇଁ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ…
ଅଧିକ ଖବର ଦେଖନ୍ତୁ...

ସତୀଶଙ୍କ ମୃତ୍ୟୁ ସହ ରହିଛି କି ଦାଉଦ ପୁଅର ସମ୍ପର୍କ? ଦୁବାଇରେ ସତୀଶ ଓ ବିକାଶଙ୍କ ସହ କରିଥିଲା ପାର୍ଟି !

ନୂଆଦିଲ୍ଲୀ: ବଲିଉଡର ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ ଲୋକପ୍ରିୟତା ସାଉଁଟି ଥିବା ସତୀଶ କୌଶିକଙ୍କର ମାର୍ଚ୍ଚ ୯ ତାରିଖରେ ପରଲୋକ ହୋଇଥିଲା। ପ୍ରଥମେ ତାଙ୍କ ମୃତ୍ୟୁ ହୃଦଘାତ ପାଇଁ ହୋଇଥିବା କୁହାଯାଉଥିବା ବେଳେ ଏବେ ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...