Daily Archives

March 20, 2023

ଯୋଗୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୋ ପୁଅ ମରିନଥାନ୍ତା: ମୁସେୱାଲାଙ୍କ ବାପା

ଚଣ୍ଡୀଗଡ଼: ଯୋଗୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ ମୋ ପୁଅ ମରିନଥାନ୍ତା। ପୁଅର ମୃତ୍ୟୁବାର୍ଷିକୀରେ ଏଭଳି କହି ପଞ୍ଜାବ ସରକାରଙ୍କୁ ଟାର୍ଗେଟ କଲେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପା।  ମାର୍ଚ୍ଚ ୧୯ରେ ପଞ୍ଜାବର ମାନସାରେ ସ୍ୱର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ବାର୍ଷିକୀ…
ଅଧିକ ଖବର ଦେଖନ୍ତୁ...

୧୦ମାସର ସନ୍ତାନକୁ ଛାଡ଼ି ଦେଶର ସେବା ପାଇଁ ବାହାରୁଥିବା ବେଳେ ଭୋଭୋ ହୋଇ କାନ୍ଦୁଛନ୍ତି ମହିଳା ସୈନିକ

ନୂଆଦିଲ୍ଲୀ: ମା’ ନିଜ ଜୀବନ ଠାରୁ ବି ଅଧିକା ତାର ସନ୍ତାନକୁ ଭଲ ପାଇଥାଏ। ସନ୍ତାନକୁ ଯେମିତି କୌଣସି ବଧାବିଘ୍ନ ନଆସିବ ସେଥିପାଇଁ ସର୍ବଦା ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାଏ। ମା’ ଓ ସନ୍ତାନକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ। ନିକଟରେ ଏମିତି ଏକ ମା’ ଓ…
ଅଧିକ ଖବର ଦେଖନ୍ତୁ...

ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟରପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

ଭୁବନେଶ୍ୱର: ଆଜି ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୁଷୁଣ୍ଡପୁରର ମା ଉଗ୍ରତାରା ଓ ବାଣପୁରର ମା ଭଗବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୫-ଟି ଉପକ୍ରମରେ ଏହି ଯୋଜନା…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପକାଇ ଟଙ୍କା ନଦେଇ ବୁଲାଇଲେ ଖଣ୍ଡା, ଧରାପଡ଼ି ଛେଚା ଖାଇଲେ ୩ ଦୁର୍ବୃତ୍ତ

ଭୁବନେଶ୍ୱର: ପେଟ୍ରୋଲ ପକାଇ ଟଙ୍କା ଦେବାକୁ ନେଇ  ରାଜଧାନୀର କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ଆଜି ସନ୍ଧ୍ୟାରେ ଖଣ୍ଡା ବୁଲିଛି | କଳ୍ପନା ଛକରେ ଥିବା ଜୟ ଅଟୋ ସେଣ୍ଟରରେ ପେଟ୍ରୋଲ ପକାଇସାରି ୩ ଯୁବକ ଟଙ୍କା ନଦେଇ ଭୟଭୀତ କରିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି | ୩ ଜଣ ଯୁବକ…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାଠାରେ ରାଷ୍ଟ୍ରୀୟ ସୁରକ୍ଷା ସପ୍ତାହ-୨୦୨୩ ପାଳିତ

ଝାରସୁଗୁଡ଼ା: ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର କର୍ମଚାରୀ, ବ୍ୟବସାୟିକ ଭାଗିଦାରୀ ଓ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏକ ସପ୍ତାହ ଧରି ଚାଲିଥିବା ଅଭିଯାନ ମାଧ୍ୟମରେ ଓଡ଼ିଶାର ଝାରସୁଗୁଡ଼ାସ୍ଥିତ ଏହାର ପ୍ଲାଂଟ ଓ ଆଖପାଖ ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରର ଅନୁମତି ନ ମିଳିବାରୁ ମଙ୍ଗଳବାର ଉପସ୍ଥାପନ ହେବନି ଦିଲ୍ଲୀ ବଜେଟ୍

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଓ କେନ୍ଦ୍ର ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଅନୁମତି ମିଳିନଥିବାରୁ ମଙ୍ଗଳବାର ଦିଲ୍ଲୀ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜେଇ ଚାଲାଣ ମାମଲାରେ ପୁଲିସ କନେଷ୍ଟବଳ ସମେତ ୨ ଅଭିଯୁକ୍ତ ଗିରଫ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ମାର୍କାପଲୀ ଛକରେ ଗତକାଲି ରାତିରେ ଗଞ୍ଜେଇ ଚାଲାଣ କରୁଥିବା ମାମଲାରେ ପୁଲିସ ଜଣେ କନେଷ୍ଟବଳଙ୍କ ସମେତ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ମାର୍କାପଲୀ ଛକଠାରେ ଗୋଟିଏ ବୋ‌ଲେରୋ ଗାଡିରେ ଗଞ୍ଜେଇ ଲୋଡ…
ଅଧିକ ଖବର ଦେଖନ୍ତୁ...

ବାସି ନୁଡୁଲ୍ସ ଖାଇବା ହେଲା କାଳ, କଟା ହେଲା ଛାତ୍ରଙ୍କ ହାତଗୋଡ

ନୂଆଦିଲ୍ଲୀ: ବାସି ନୁଡୁଲ୍ସ ଖାଇବା ହେଲା କାଳ। କାଟିବାକୁ ପଡ଼ିଲା ହାତଗୋଡ। ଘଟଣାଟି ଆଶ୍ଚର୍ଯ୍ୟଜନକ ମନେହେଉଥିଲେ ହେଁ ସତ।  ବ୍ରିଟେନରେ ରହୁଥିବା ଜଣେ ଛାତ୍ର ଫ୍ରିଜରେ ରଖାଯାଇଥିବା ଚିକେନ ନୁଡୁଲ୍ସ ଖାଇ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ତାଙ୍କ ହାତଗୋଡ…
ଅଧିକ ଖବର ଦେଖନ୍ତୁ...

‘ଡ୍ରିମ୍ ଚାଇଲ୍ଡ ଆପ୍’: ମାତୃ ଗର୍ଭରେ ଶିଶୁକୁ ହିନ୍ଦୁ ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ବୁଦ୍ଧି ପ୍ରଦାନ କରୁଛି ଏହି…

ନୂଆଦିଲ୍ଲୀ: ଅନେକ ସମୟରେ ଦେଖିଥିବେ ପ୍ରାୟତଃ ଛୋଟ ପିଲାମାନେ ବିଭିନ୍ନ ପ୍ରକାରର ଗୀତର ତାଳେ ତାଳେ ନାଚୁଥିବା ନଜର ଆସିଥାନ୍ତି, ଠିକ୍ ସେମିତି କିଛି ପିଲା ସଂସ୍କୃତ ଶ୍ଲୋକ କିମ୍ବା ଆଧ୍ୟାତ୍ମିକ ମନ୍ତ୍ର ପଢ଼ୁଥାନ୍ତି। ଯାହା ଆପଣଙ୍କ ମନକୁ ଆନନ୍ଦ ଦେଇଥାଏ। ବର୍ତ୍ତମାନ ବିଜ୍ଞାନ ଏତେ ବିକଶିତ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ପଛରେ ପିଟି ହୋଇ ୨ ବାଇକ ଆରୋହୀଙ୍କର ମୃତ୍ୟୁ

ଢେଙ୍କିକୋଟ: ଆଜି ଅପରାହ୍ନ ୩ଟା ସମୟରେ ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ କେନ୍ଦୁଝର ଢେଙ୍କିକୋଟ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି ‌। ମିଳିଥିବା ସୂଚନା ମୁତାବକ ଓଭରବ୍ରିଜ ଉପରେ ଠିଆ ହୋଇ ରହିଥିବା ଏକ ୧୨ ଚକିଆ ଟ୍ରକ ପଛରେ କେନ୍ଦୁଝରରୁ ଘଟଗାଁ…
ଅଧିକ ଖବର ଦେଖନ୍ତୁ...