Daily Archives

March 27, 2023

ମ୍ୟାନେଜରଙ୍କ ପାଇଁ ସଲମାନଙ୍କ ସହ ଏହି ଫିଲ୍ମରେ କାମ କରିବାର ସୁଯୋଗ ହରାଇଥିଲେ ଅମ୍ରିତା

ନୂଆଦିଲ୍ଲୀ: ୨୦୦୯ରେ ରିଲିଜ୍ ହୋଇଥିବା ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ୱାଣ୍ଟେଡ୍’ ସୁପରହିଟ୍ ହୋଇଥିଲା। ଏହି ଫିଲ୍ମରେ ମୁଖ୍ୟ ଭୂମିକ‌ାରେ ସଲମାନଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ ଆୟେଶା ଟାକିଆ। ହେଲେ ଏବେ ଖବର ମିଳିଛି ଯେ, ପ୍ରଥମେ ଏହି ଫିଲ୍ମର ଅଫର ଅଭିନେତ୍ରୀ ଅମ୍ରିତା ରାଓଙ୍କୁ…
ଅଧିକ ଖବର ଦେଖନ୍ତୁ...

ବେଆଇନ ଫୁଟାଉଥିଲେ ପଥର, ଶ୍ରମିକଙ୍କ ଜୀବନ ଗଲା

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଓ ପୋଲସରା ତହସିଲ ଅଧୀନ ଭାଟଖାଲି ହିଲ୍‌ ତଥା ବନ ବିଭାଗ ଅଧୀନରେ ପରିଚାଳିତ ପାହାଡ଼ରେ ଆଜି ଅପରାହ୍‌ଣରେ ବେଆଇନ ଭାବେ ପଥର ଫୁଟାଯାଉଥିବା ସମୟରେ ଅଭାବନୀୟ ଘଟଣା ଘଟିଛି। ପଥର ଫୁଟି ଯିବାରୁ ଦୁର୍ଘଟଣାରେ ଜଣେ ଶ୍ରମିକ ପ୍ରାଣ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇରେ ଦାଦନ ଶ୍ରମିକ ମୃତ

ପାଟପୁର: ଗଞ୍ଜାମ ଜିଲ୍ଲାକୁ ଦାଦନ ଯନ୍ତ୍ରଣା ପିଛା ଛାଡ଼ୁନି। ଏଭଳି ପରିସ୍ଥିତିରେ ଚେନ୍ନାଇରେ କାମ କରୁଥିବା ଆଉ ଜଣେ ଶ୍ରମିକଙ୍କ ଅକାଳ ବିୟୋଗ ଘଟିଛି। ମୃତକଜଣକ ହେଲେ, ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ଗ୍ରାମର ଭୂଷଣ ଦାସଙ୍କ ଏକମାତ୍ର ପୁଅ କୃଷ୍ଣ। ଚେନ୍ନାଇ ନିକଟ ରେଳଧାରଣାରୁ କୃଷ୍ଣଙ୍କ ଶବ…
ଅଧିକ ଖବର ଦେଖନ୍ତୁ...

ନେତାନ୍ୟାହୁଙ୍କ ବିରୋଧରେ ବ୍ୟାପିଲା ଜନ ଆନ୍ଦୋଳନ

ନୂଆଦିଲ୍ଲୀ: ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନ୍ୟାୟିକ ସଂସ୍କାର ବିଲକୁ ବିରୋଧ କରି ସମଗ୍ର  ଇସ୍ରାଏଲରେ ଆନ୍ଦୋଳନ ବ୍ୟାପିବାରେ ଲାଗିଛି ।  ସୋମବାର ପୁଣି ଆନ୍ଦୋଳନ ତୀବ୍ର ହୋଇଛି। ସେପଟେ ଭାରତରେ ଥିବା ଇସ୍ରାଏଲ ଦୂତାବାସ ଏହାର ସର୍ବବୃହତ ଶ୍ରମିକ ସଂଗଠନ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ବେକରେ ଓଢ଼ଣି ଦେଇ ମହିଳା ଝୁଲିପଡ଼ିଲେ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମରେ ଜଣେ ବିବାହିତ ମହିଳା ବେକରେ ଓଢ଼ଣି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣକ କେନ୍ଦୁଗୁଡା ଗ୍ରାମର ତୁଳସୀ ଗୌଡ (୪୦) ବୋଲି ଜଣାପଡିଛି। ଏ ନେଇ ମୃତ ମହିଳାଙ୍କ ସ୍ଵାମୀ ରଞ୍ଜିତ ଗୌଡ଼ ଆଜି ଡାବୁଗାଁ ଥାନାରେ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ମାମଲାରେ କର୍ଣ୍ଣାଟକ ବିଜେପି ବିଧାୟକ ମାଦଲ ବିରୁପାକ୍ଷପ୍ପା ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକ ସୋପ୍ସ ଆଣ୍ଡ ଡିଟରଜେଣ୍ଟସ୍‌ ଲିମିଟେଡ (କେଏସଡିଏଲ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କୁ ଲାଞ୍ଚ ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶନାମା ବଳରେ ଗିରଫ କରାଯାଇଛି। ବିଜେପି ବିଧାୟକ ବିରୁପାକ୍ଷପ୍ପାଙ୍କ ବିରୋଧରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

‘ଶକୁନ୍ତଲମ୍’ରେ ଏତେ କୋଟିର ସୁନା ଓ ହୀରାର ଗହଣା ପିନ୍ଧିଛନ୍ତି ସାମନ୍ଥା

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ସାମନ୍ଥା ରୁଥ୍ ପ୍ରଭୁ ଏବେ ନିଜର ଆଗାମୀ ଫିଲ୍ମ ‘ଶକୁନ୍ତଲମ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଶକୁନ୍ତଳା ଓ ରାଜା ଦୁଷ୍ୟନ୍ତଙ୍କ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ସାମନ୍ଥା ଶକୁନ୍ତଳାଙ୍କ ଭୂମିକାରେ ଦେଖାଦେବେ। ଦେବ ମୋହନ ଦୁଷ୍ୟନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

‘ଆରଆରଆର’ର ଓସ୍କାର ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିଲା ଏତିକି ଟଙ୍କା, ରାଜାମୌଲିଙ୍କ ପୁଅ ଦେଲେ ତଥ୍ୟ

ନୂଆଦିଲ୍ଲୀ: ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ କମାଲ କରିଥିଲା ଭାରତ। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଥିଲା। ଏଥିସହ ଏହି ବର୍ଗରେ ଓସ୍କାର ଲାଭ କରିବାରେ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ନୀତି ନିର୍ଘଣ୍ଟ ଚୂଡାନ୍ତ: ସାଢ଼େ ୩ଟା ପୂର୍ବରୁ ଗଡ଼ିବ ମହାପ୍ରଭୁଙ୍କ ରୁକୁଣା ରଥ

ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବହୁ ପ୍ରତୀକ୍ଷିତ ରୁକୁଣା ରଥ ଯାତ୍ରା ପାଇଁ ପାଳିଆ ସେବାୟତଙ୍କୁ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବୈଠକ ବସିଛି। ରୁକୁଣା ରଥ ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଅପରାହ୍ନ ୩ଟା ଠାରୁ ସାଢ଼େ ୩ଟା ଭିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଟଣା ହେବ।…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟାର ଯାତ୍ରା କାଳରେ ଭୟରେ ଶୋଇନଥିଲା ଅତୀକ ଅହମ୍ମଦ

ପ୍ରୟାଗରାଜ : ସାବରମତୀ ଜେଲରୁ ନୈନି ଜେଲ ପର୍ଯ୍ୟନ୍ତ ମାଫିଆ ଡନ ଅତୀକ ଅହମ୍ମଦର ୧୨୭୦ କିଲୋମିଟର ଦୀର୍ଘ ଯାତ୍ରା ଶେଷ ହୋଇଛି । ତେବେ ଏହି ଯାତ୍ରା  ସମୟରେ ସେ ଅତ୍ୟନ୍ତ ବିବ୍ରତ ଓ ଆତଙ୍କିତ ଅବସ୍ଥାରେ ଥିଲା । ତା ମୁହଁରେ ଭୟ ଥିଲା ଏବଂ ସେ ପୂରା ୨୩ ଘଣ୍ଟା ୩୭ ମିନିଟରେ ଥରେ ବି ଶୋଇ…
ଅଧିକ ଖବର ଦେଖନ୍ତୁ...