Daily Archives

May 25, 2023

ସାଙ୍ଗ ସହ ଇନ୍ଦ୍ରାବତୀ ନଦୀ ଚେକ୍ ଡ୍ୟାମ୍‌କୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ଚେକ୍‌ ଡ୍ୟାମ୍‌ରେ ସାଙ୍ଗଙ୍କ ସହ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ଜଣେ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କ ମୃତ୍ୟୁ। ନବରଙ୍ଗପୁର ସହରର ଇଛାବତୀଗୁଡା ଅଞ୍ଚଳର ଏସ. ଚାଲାମଙ୍କ କଲେଜ ପଢୁଆ ଏକମାତ୍ର ପୁଅ ଏସ. ମୁରଲୀ କ୍ରିଷ୍ଣା ନିଜର ଦୁଇ ସାଙ୍ଗଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମୀଯୁଗଳ ସମ୍ବନ୍ଧକୁ ମଜଭୁତ କରିବା ପାଇଁ ଏକାନ୍ତରେ ସମୟ ବିତାଇବେ। ନିଜର ଦାୟିତ୍ବ ନିର୍ବାହ କରିବାରେ ସକ୍ଷମ ହେବେ। ‌ ବୃଷ: ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ଭଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ।…
ଅଧିକ ଖବର ଦେଖନ୍ତୁ...

ବାଳକଙ୍କ ଆମ୍ବ ବିକ୍ରି କରିବା କୌଶଳ ଦେଖି ପ୍ରଶଂସା କଲେ ଲୋକେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିକଟରେ ୨୫ ସେକେଣ୍ଡର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବାଳକଙ୍କୁ ରାସ୍ତାରେ ଅଦ୍ଭୁତ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି। ତେବେ ବାଳକ ଜଣକ ଏପରି କୌଶଳ ଆମ୍ବ ବିକ୍ରି କରିବା ପାଇଁ ଆପଣାଇଥିବା ଜଣାପଡ଼ିଛି। ତେବେ ଭିଡିଓରେ ଦେଖିବାକୁ ମିଳୁଥିବା…
ଅଧିକ ଖବର ଦେଖନ୍ତୁ...

ଖତରୋଁ କି ଖିଲାଡିରେ ଷ୍ଟଣ୍ଟ କରୁଥିବା ବେଳେ ଆହତ ହେଲେ ରୋହିତ ରଏ, ହାତରୁ ଚାଲିଯାଇପାରେ ସୋ’

ମୁମ୍ବାଇ: ଖତରୋଁ କି ଖିଲାଡିରେ ଷ୍ଟଣ୍ଟ କରୁଥିବା ବେଳେ ଆହତ ହେଲେ ଅଭିନେତା ରୋହିତ ରଏ। ହାତରୁ ଚାଲିଯାଇପାରେ ସୋ’। ଖତରୋଁ କେ ଖିଲାଡି ସୋ’ରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିବା ରୋହିତ ରୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଦକ୍ଷିଣ ଆଫ୍ରିକାରେ ସୋ’ର ସୁଟିଂ…
ଅଧିକ ଖବର ଦେଖନ୍ତୁ...

ପୁଣି ଦାଦନ ଯନ୍ତ୍ରଣା, ଦୁବାଇରେ ଓଡ଼ିଆ ଶ୍ରମିକ ମୃତ

ଖଲ୍ଲିକୋଟ: ଗଞ୍ଜାମକୁ ପିଛା ଛାଡ଼ୁନି ଦାଦନ ଯନ୍ତ୍ରଣା। ଗତ ୪ ମାସ ଭିତରେ ଗଂଜାମ ଜିଲ୍ଲାର ୧୫ ଶ୍ରମିକଙ୍କ ବାହାର ରାଜ୍ୟରେ ମୃତ୍ୟୁ ହୋଇଥିବା ବେଳେ ଏହି ତାଲିକାରେ ଆଉ ଜଣେ ଶ୍ରମିକଙ୍କ ନାଁ ଯୋଡ଼ି ହୋଇଛି। ମୃତ ଦାଦନ ଶ୍ରମିକ ଜଣଙ୍କ ହେଲେ ଖଲ୍ଲିକୋଟ ବ୍ଲକ୍‌ ତୁଳସୀପୁର ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ପୁଲିସ ଓ ମାଓବାଦୀ ଗୁଳିବିନିମୟ ଜାରି, ମିଳିଲାଣି ବିପୁଳ ମାଓ ସାମଗ୍ରୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଏବଂ ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଢ଼ାନଈର ଦକ୍ଷିଣ ସଂରକ୍ଷଣ ସିନ୍ଧିପଙ୍ଖାଲ ଜଙ୍ଗଲରେ ଗତ ଦୁଇଦିନ ଧରି ମାଓବାଦୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା, ଗୁଳି ବିନିମୟ ଜାରି ରହିଛି। କମ୍ବିଂ ଅପରେସନ୍‌ରେ ପୁଲିସ ଏକାଧିକ ମାଓ କ୍ୟାମ୍ପ୍‌ ଧ୍ବଂସ କରିବା ସହିତ…
ଅଧିକ ଖବର ଦେଖନ୍ତୁ...

ସକାଳ ୭ଟାରୁ ପୂଜା-ହୋମ ପରେ ମଧ୍ୟାହ୍ନରେ ଉଦଘାଟିତ ହେବ ନୂତନ ସଂସଦ ଭବନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୮ ତାରିଖରେ ସଂସଦର ନୂତନ ଭବନକୁ ଉଦଘାଟନ କରିବେ। ତେବେ ଏହି କାର୍ଯ୍ୟକ୍ରମରେ ବହୁ ବିରୋଧୀ ଦଳ ଯୋଗ ଦେବାକୁ ମନା କରିଛନ୍ତି | ବିରୋଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନୁହେଁ, ରାଷ୍ଟ୍ରପତି ଏହାକୁ ଉଦଘାଟନ କରିବା ଉଚିତ |…
ଅଧିକ ଖବର ଦେଖନ୍ତୁ...

ମାତ୍ର ୬୪ କିଲୋମିଟର ବେଗରେ ଚାଲୁଛି ବନ୍ଦେ ଭାରତ

ନୂଆଦିଲ୍ଲୀ : ବନ୍ଦେ ଭାରତ ଟ୍ରେନକୁ ନେଇ ସରକାର ବଡ଼ ବଡ଼ ଦାବି କରୁଥିଲେ ବି କେତେକ କ୍ଷେତ୍ରରେ ଏହା ଆଶାନୁରୂପ ଭାବେ ପ୍ରଦର୍ଶନ କରିପାରୁନାହିଁ । ଏହାକୁ ଏକ ସେମି-ହାଇସ୍ପିଡ୍ ଟ୍ରେନ ବୋଲି କୁହାଯାଉଥିବାବେଳେ ଏହା କିନ୍ତୁ ଅନ୍ୟ ଏକ୍ସପ୍ରେସ ଟ୍ରେନ ପରି ସାଧାରଣ ବେଗରେ ଗତି କରୁଛି । ଏହାର…
ଅଧିକ ଖବର ଦେଖନ୍ତୁ...

ଦିନ ଦ୍ବିପହରରେ ବାଇକରୁ ୯୪ ହଜାର ଟଙ୍କା ଚୋରି ଅଭି‌‌ଯୋଗ, ଭତ୍ତା ବାଣ୍ଟିଥାନ୍ତେ ଯୋଗାଣ ସହାୟକ

ନବରଙ୍ଗପୁର: ଟିକିଏ ଅସବାଧନତା ଯାଗୁଁ ଗାଡ଼ିରେ ଲାଗିଥିବା ଭତ୍ତା ଟଙ୍କା ଥିବା ବ୍ୟାଗ ଗାଏବ। ନବରଙ୍ଗପୁର ସହରରେ ଦିନ ଦିପହରରେ ଏଭଳି ଚୋରି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଗୌଡ଼ ଦେଓପାଲି ପଞ୍ଚାୟତର ଯୋଗାଣ ସହାୟକ ଅନୀଲ କୁମାର…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମାଗିବି: କେଜ୍ରିୱାଲ

ମୁମ୍ବାଇ: ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ଜାରି କରିଥିବା ଅଧ୍ୟାଦେଶକୁ ବିରୋଧ ପାଇଁ ସମର୍ଥନ ଯୋଗାଡ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିରୋଧୀ ଦଳର ନେତାମାନଙ୍କୁ ଭେଟୁଛନ୍ତି। ବର୍ତ୍ତମାନ ସେ ଏହି ପ୍ରସଙ୍ଗରେ ସମର୍ଥନ ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ…
ଅଧିକ ଖବର ଦେଖନ୍ତୁ...