Daily Archives

March 1, 2024

ମାସେ ନପୂରୁଣୁ ପୁଣି ବଦଳିଲେ ପୂର୍ବାଞ୍ଚଳ ଆଇଜି: ସତ୍ୟବ୍ରତଙ୍କୁ ଏନ୍‌ସିଆର, ଦୀପକ କୁମାରଙ୍କୁ ଇଆର୍‌

ବାଲେଶ୍ବର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍‌ ଓ ଆଇପିଏସ୍‌ ସ୍ତରରେ ଅଦଳବଦଳ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଆଜି ପୁଣି ଆଇପିଏସ୍‌ ସ୍ତରରେ ଏକ ଛୋଟଧରଣର ଅଦଳବଦଳ ହୋଇଥିବା ଜଣାପଡ଼ିଛି। ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ଏକ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କଲା ବୈଶିଙ୍ଗା ପୁଲିସ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବେତନଟୀ ପୁଲିସ ଉପଖଣ୍ଡ ଅଧୀନରେ ପ୍ରଥମ କରି ବୈଶିଙ୍ଗା ଥାନା ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ନେଇ ଆମ ପୁଲିସ ବୈଠକ ବୁଧବାର ଆୟୋଜିତ ହୋଇଯାଇଛି। ବୈଶିଙ୍ଗା ଥାନା ପରିସରସ୍ଥ ଅଭ୍ୟର୍ଥନା ଗୃହରେ ଆୟୋଜିତ ଏହି ବୈଠକରେ ବେତନଟୀ ଓ ବଡ଼ସାହି ବ୍ଲକ ଅଧୀନ ୨୨…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ:-ଆପଣ କୌଣସି ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ପାଇବେ। ପୁରୁଣା ବନ୍ଧୁ ସହ ମିଳନ ଆପଣଙ୍କୁ ଖୁସି ଦେବ। ସନ୍ଧ୍ୟାରେ କାହାରି ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ବୃଷ:-କାରବାର ଓ ପରିବାର ମଧ୍ୟରେ ଭାରସାମ୍ୟ ବଜାୟ ରହିବ। ଧର୍ମାନୁଷ୍ଠାନକୁ ଯିବାର ଯୋଜନା କରିବେ। କୌଣସି କାମ…
ଅଧିକ ଖବର ଦେଖନ୍ତୁ...

ଶେୟାର ବଜାର ଉପର ମୁହାଁ: ସେନସେକ୍ସ-ନିଫ୍ଟି ରେକର୍ଡସ୍ତରରେ, ବିଏସଇ ଇଣ୍ଡେକ୍ସ ୭୩,୭୪୫ ଅଙ୍କ ଛୁଇଁଲା

ମୁମ୍ବାଇ: ଭାରତୀୟ ‌ଶେୟାର ବଜାର‌ ଉପରମୁହାଁ ହୋଇଛି। ମାର୍ଚ୍ଚ ୧ ତାରିଖରେ ସେନସେକ୍ସ ଏବଂ ନିଫ୍ଟି ରେକର୍ଡସ୍ତରରେ ପହଞ୍ଚିଛି। ସେହିପରି ବିଏସଇ ଇଣ୍ଡେକ୍ସ ୧୨୦୦ ଅଙ୍କ ବୃଦ୍ଧି ପାଇ ୭୩,୭୪୫ ଛୁଇଁଛି। ନିଫ୍ଟିରେ ୩୪୪ ଅଙ୍କ ବୃଦ୍ଧି ଦୃଷ୍ଟିଗୋଚର ହୋଇଛି। ଏହା ୨୨,୩୨୭ ରେକର୍ଡସ୍ତରୀୟ…
ଅଧିକ ଖବର ଦେଖନ୍ତୁ...

ଗୁଣି ସନ୍ଦେହ ଓ ପୂର୍ବ ଶତ୍ରୁତାରୁ ଗାଁ ଦାଣ୍ଡରେ ହାଣି ହତ୍ୟା: ଖଣ୍ଡା ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗଙ୍ଗାପୁର ପଞ୍ଚାୟତ ବଡ଼ଆଗୁଳ ତଳସାହିରେ ଗୁଣିଗାରେଡ଼ି ସନ୍ଦେହ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ଗ୍ରାମର ତ୍ରିଲୋଚନ ପ୍ରଧାନ। ସେ ଏକ ଦୋକାନ ଆଗରେ ଛିଡ଼ା…
ଅଧିକ ଖବର ଦେଖନ୍ତୁ...

ଭଡ଼ାଘରୁ ପିଅନଙ୍କ ମୃତଦେହ ଉଦ୍ଧାର

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା କୋଦଳା ବରିଷ୍ଠ ଦେୱାନୀ ବିଚାରପତି ଓ ସହକାରୀ ଦୌରାଜଜ କୋର୍ଟରେ କାର୍ଯ୍ୟରତ ପିଅନଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସଞ୍ଜୟ ଗତ ୩ ବର୍ଷ ହେଲା କାର୍ଯ୍ୟ କରିଆସୁଥିଲାବେଳେ କୋର୍ଟ ନିକଟରେ ଏକ ଭଡ଼ାଘରେ ରହୁଥିଲେ। ଗତକାଲି(ଗୁରୁବାର) ସେ ଛୁଟିରେ…
ଅଧିକ ଖବର ଦେଖନ୍ତୁ...

ରେଳ ଷ୍ଟେସନରେ ଏକମାତ୍ର କୁଲିଙ୍କ ବିବାହ କରାଇଲେ ରେଳକର୍ମଚାରୀ: ଅତିଥି ଭାବେ ସାମିଲ ହୋଇଥିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ବେତୁଲ ରେଳ ଷ୍ଟେସନର ଏକମାତ୍ର ମହିଳା କୁଲିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ରେଳ ଷ୍ଟେସନରେ ମହିଳା କୁଲିଙ୍କ ମେହେନ୍ଦୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି କ‌ାର୍ଯ୍ୟକ୍ରମରେ ସାଂସଦ, ରେଳ କର୍ମଚାରୀ, ଆରପିଏଫ କର୍ମଚାରୀ ସାମିଲ ହୋଇଥିଲେ। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୧ ଗୁରୁତର

ଡୁଙ୍ଗୁରିପାଲି: ବରଗଡ଼ର ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ମହାଜନ ସିଂହ(୫୫) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପିଣ୍ଟୁ କୁମ୍ଭାର(୨୨) ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡୁଙ୍ଗୁରିପାଲି…
ଅଧିକ ଖବର ଦେଖନ୍ତୁ...

ବରମୁଣ୍ଡା ବସ ଟର୍ମିନାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବରମୁଣ୍ଡାଠାରେ ୫-ଟି ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡ ଭାବେ ପୂର୍ବରୁ ପରିଚିତ ଥିବା ଏହି ବସଷ୍ଟାଣ୍ଡ ଓଡିଶାର ଏକ ବ୍ୟସ୍ତବହୁଳ…
ଅଧିକ ଖବର ଦେଖନ୍ତୁ...

କାଷ୍ଟିଂ ଆପ୍ ଲଞ୍ଚ କଲା ୟଶ ରାଜ ଫିଲ୍ମସ୍: ସହଜ ହେବ ଅଡିସନ, ଅପ‌ଲୋଡ କରିପାରିବେ ଅଡିସନ ଭିଡିଓ

ମୁମ୍ବାଇ: ଦେଶର ପ୍ରତିଷ୍ଠିତ ମିଡିଆ ଏବଂ ମନୋରଞ୍ଜନଧର୍ମୀ କମ୍ପାନି ୟଶ ରାଜ ଫିଲ୍ମସ୍(ୱାଇଆରଏଫ୍) ଏହାର ନୂତନ କାଷ୍ଟିଂ ଆପ୍ ଲଞ୍ଚ କରିଛି। ଅଭିନୟ ଜଗତରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରତିଭାମାନେ 'ୱାଇଆରଏଫ୍ କାଷ୍ଟିଂ ଆପ୍' ବ୍ୟବହାର କରି କାଷ୍ଟିଂ ବିଷୟରେ ସୂଚନା ପାଇପାରିବେ। ଏହି…
ଅଧିକ ଖବର ଦେଖନ୍ତୁ...