Daily Archives

March 5, 2024

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

ରାୟଗଡା: ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଅବସରରେ ରାୟଗଡା ବିଜୁ ଜନତା ଦଳରେ ମଙ୍ଗଳବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ପୈାର ପରିଷଦର ୱାର୍ଡ ନମ୍ବର ୫ର କାଉନସିଲର ସୁଣ୍ଡି ସୁମିତଙ୍କ ନେତୃତ୍ୱରେ ଉକ୍ତ ୱାର୍ଡର ବିଭିନ୍ନ ରାଜନୈତିକ ଦଳର ଶତାଧିକ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ବଡ ଘୋଷଣା କରିପାରେ କଂଗ୍ରେସ, ସଂକେତ ଦେଲେ ରାହୁଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏବେ ସମସ୍ତ ରାଜନୈତିକ ଦଳ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଆଶା କରାଯାଉଛି ଖୁବ ଶୀଘ୍ର କଂଗ୍ରେସ ଦଳ ନିଜ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିବ। ସେପଟେ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ବଡ଼ ଘୋଷଣା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

‘ଶତ ପ୍ରତିଶତ ଅସହମତ’ ଡିଏମକେ ନେତା ଏ.ରାଜାଙ୍କ ବିବାଦୀୟ ବୟାନକୁ ନେଇ କଂଗ୍ରେସର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ଏକ ଗୁରୁତ୍ବପୂର୍ଣ୍ଣ ଦଳ ଡିଏମକେ ନେତା ଏ.ରାଜାଙ୍କ ବିବାଦୀୟ ମନ୍ତବ୍ୟ କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ଏ. ରାଜାଙ୍କ ବିବାଦୀୟ ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରିବା ସହ ୧୦୦ ପ୍ରତିଶତ ଅସହମତି ପ୍ରକାଶ କରିଛି। ଦଳର…
ଅଧିକ ଖବର ଦେଖନ୍ତୁ...

ଏତେ କୋଟିର ମାଲିକ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ନିଜ ଅଭିନୟ ଓ ନୃତ୍ୟ କରିବାର ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ତେଲୁଗୁ ଅଭିନେତା। ଏବେ ନିଜର ଆଗାମୀ ଫିଲ୍ମ ‘ପୁଷ୍ପା-୨’ର ମୁକ୍ତିଲାଭକୁ ନେଇ ଲାଇମଲାଇଟରେ ଅଛନ୍ତି ଅଭିନେତା | ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା-୨’ର ମୁକ୍ତିଲାଭକୁ ଅପେକ୍ଷା…
ଅଧିକ ଖବର ଦେଖନ୍ତୁ...

କୂଅରେ ଖସିପଡ଼ିଲା ବୋଲେରୋ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଘାଟବାଲିଯୋଡ଼ି ଗ୍ରାମ ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା କୂଅ ଭିତରେ ଖସିପଡ଼ିଛି। ଦୁର୍ଘଟଣାରେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୋଲେରୋଟି ଘାଟବାଲିଯୋଡ଼ି ଗ୍ରାମରୁ ଢେଙ୍କିକୋଟ ଅଭିମୁଖେ ଯାଉଥିଲା। ରାସ୍ତା ଉପରକୁ ଏକ…
ଅଧିକ ଖବର ଦେଖନ୍ତୁ...

‘ଦିଦି କେମିତି ଅଛନ୍ତି’ ମମତାଙ୍କ ମନ୍ତ୍ରୀଙ୍କୁ ଏହି ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ

କୋଲକାତା: ଦିଦି କେମିତି ଅଛନ୍ତି? ଦିଦିଙ୍କ ଦେହ ଭଲ ଅଛି ତ! ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀ ସୁଜିତ ବୋଷଙ୍କୁ ଏଭଳି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ | ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨ ରେ ଦୁଇ ଦିନିଆ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ: ହାଲବା ପଞ୍ଚାୟତକୁ ମିଳିଲା ପ୍ରଥମ ପୁରସ୍କାର

ରାୟଗଡ଼ା: ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଯୋଗଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଖାଲି ହାତରେ ଫେରିଲା ସିବିଆଇ, ସମର୍ପଣ କଲାନି ପଶ୍ଚିମବଙ୍ଗ ପୁଲିସ୍

କୋଲକାତା: କାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଶେଖ ଶାହାଜାହାନଙ୍କୁ ପଶ୍ଚିମବଙ୍ଗ ପୁଲିସର ସିଆଇଡି ସିବିଆଇକୁ ହସ୍ତାନ୍ତର କରିନାହିଁ । ଶେଖଙ୍କୁ ହେପାଜତକୁ ନେବା ପାଇଁ ସିବିଆଇ ଟିମ୍ ଅର୍ଦ୍ଧସାମରିକ ବାହିନୀ (ସିଆରପିଏଫ) ସହ…
ଅଧିକ ଖବର ଦେଖନ୍ତୁ...

ଅପରାଧୀଙ୍କୁ ଦାୟୀ କରୁଛି, ଭାରତୀୟଙ୍କୁ ନୁହେଁ; ଏଭଳି କହିଲେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଦେଶିନୀ

ନୂଆଦିଲ୍ଲୀ: ଅପରାଧୀଙ୍କୁ ଦାୟୀ କରୁଛି | ଭାରତୀୟଙ୍କୁ ନୁହେଁ | ଏଭଳି କହିଲେ ଗତ ସପ୍ତାହରେ ଝାଡଖଣ୍ଡର ଦୁମକା ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ସ୍ପେନୀୟ ମହିଳା | ଝାଡ଼ଖଣ୍ଡର ଦୁମକାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ସ୍ପେନ୍‌ର ଜଣେ ମହିଳା ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ନୂଆ-ଓ ଛାତ୍ରବୃତ୍ତି ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ କଳିଙ୍ଗ ମହାବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ 'ନୂଆ-ଓ ଛାତ୍ର ବୃତ୍ତି ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ…
ଅଧିକ ଖବର ଦେଖନ୍ତୁ...