Daily Archives

March 5, 2024

ବିଜେପିରେ ଯୋଗ ଦେବେ କି କଂଗ୍ରେସ ନେତା ପିଏଲ ପୁନିଆ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପିଏଲ ପୁନିଆ, କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବେ କି? କିଛି ଏଭଳି ଗୁଜବ ପ୍ରକାଶ ପାଇବା ପରେ ଏବେ ଏନେଇ ଜବାବ ରଖିଛନ୍ତି ପୁନିଆ | ବାସ୍ତବରେ ପିଏଲ ପୁନିଆ କଂଗ୍ରେସ ଛାଡି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେବା ଗୁଜବକୁ ନେଇ କଡା ଜବାବ…
ଅଧିକ ଖବର ଦେଖନ୍ତୁ...

ପିଲାଙ୍କ ବୋର୍ଡ ପରୀକ୍ଷାର ଉତ୍ତର ଖାତା ଦେଖି ଶିକ୍ଷକ ଚକିତ: ଲେଖାଅଛି ଏଭଳି କଥା…

ନୂଆଦିଲ୍ଲୀ:ପରୀକ୍ଷା ଋତୁ ଚାଲିଛି। ବୋର୍ଡ ପରୀକ୍ଷାରେ ଭଲ ନମ୍ବର ପାଇବା ପାଇଁ ପିଲା ଅକ୍ଳାନ୍ତ ପରିଶ୍ରମ ବି କରୁଛନ୍ତି। ଏହି କ୍ରମରେ ପରୀକ୍ଷା ଖାତାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିହାର ‌ବୋର୍ଡ ପରୀକ୍ଷାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ:-ଦିନଟି ସକାରାତ୍ମକ ରହିବ। ମନରେ ନୂଆ ନୂଆ ବିଚାର ଆସିବ। ଆପଣଙ୍କୁ ବ୍ୟବସାୟରେ ଲାଭ ହେବାର ସମ୍ଭାବନା। ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଚାକିରିର ପ୍ରସ୍ତାବ ଆସିପାରେ। ବୃଷ:-ଆୟ ବଢ଼ିବ। ନୂଅ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶିକ୍ଷାକ୍ଷେତ୍ରରେ ଥିବା ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଆଳୁକୁ ସୁନା କରି ଦେଖାଇଲ, ଭାରତ ଯୋଡ଼ ନ୍ୟାୟ ଯାତ୍ରା ସମୟରେ ରାହୁଲଙ୍କୁ ଆଳୁ ଦେଲେ ବିଜେପି କର୍ମୀ 

ଭୋପାଳ: ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ମଧ୍ୟପ୍ରଦେଶରେ ଚାଲିଛି । ମଙ୍ଗଳବାର ଦିନ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ ନ୍ୟାୟ ଯାତ୍ରା ମଧ୍ୟପ୍ରଦେଶର ଶାଜାପୁର ସହର ଦେଇ ଯାଉଥିବାବେଳେ ବିଜେପି କର୍ମୀମାନେ ମୋଦୀ-ମୋଦୀଙ୍କ ସ୍ଲୋଗାନ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବିଜେଡ଼ିକୁ ୧୧ ଓ ବିଜେପିକୁ ୧୦ ଆସନ ମିଳିବ, ଦେଶରେ ବିଜେପିକୁ ମିଳିବ ୩୩୫ : ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ବିପୁଳ ବିଜୟ ମିଳିପାରେ । ଏନଡିଏକୁ ମୋଟ ୩୭୮ଟି ଆସନ ମିଳିବାର ସମ୍ଭାବନା ରହିଛି । ତା ମଧ୍ୟରୁ କେବଳ ବିଜେପିକୁ ୩୩୫ଟି ଆସନ ମିଳିପାରେ । ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟକୁ ୯୮ଟି ଆସନ ମିଳିବାର…
ଅଧିକ ଖବର ଦେଖନ୍ତୁ...

ସୀମା ଓ ସଚିନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗୁଲାମ: ପଠାଇଲେ ୬କୋଟି ଟଙ୍କାର ନୋଟିସ

ନୂଆଦିଲ୍ଲୀ: ପବଜି ଗେମ ଖେଳୁ‌ଖେଳୁ ଭାରତରେ ରହୁଥିବା ସଚିନ ମିଣାଙ୍କ ପ୍ରେମରେ ପଡ଼ିଯାଇଥିଲେ ପାକିସ୍ତାନୀ ମହିଳା ସୀମା ହାଇଦର। ଏହାପରେ ସେ ନିଜର ଚାରିପିଲାଙ୍କୁ ଧରି ପାକିସ୍ତାନ ସୀମା ଡେଇଁ ଭାରତକୁ ଚାଲି ଆସିଥିଲେ। ସଚିନ ମିଣାଙ୍କ ପରିବାର ବି ସୀମାଙ୍କୁ ଆପଣାଇ ନେଇଥିଲେ। ଦୁହେଁ ବେଶ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ପ୍ରଥମ 'ଅଣ୍ଡର ୱାଟର ମେଟ୍ରୋ ଟ୍ରେନ'ର ଉଦଘାଟନ କରିବେ। ହୁଗଳି ନଦୀ ତଳେ କୋଲକାତାର 'ଅଣ୍ଡର ୱାଟର ମେଟ୍ରୋ' ନିର୍ମାଣ କରାଯାଇଛି। କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଲକାତା ମେଟ୍ରୋ (କୋଲକାତା ଅଣ୍ଡର ୱାଟର…
ଅଧିକ ଖବର ଦେଖନ୍ତୁ...

ଯେବେ ଚଳନ୍ତା ଟ୍ରେନରୁ ଖସିପଡିଥିଲେ ଅଙ୍କିତା

ମୁମ୍ବାଇ: ଟେଲିଭିଜନର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅଙ୍କିତା ଲୋଖଣ୍ଡେ ଅନ୍ୟତମ | ଅଙ୍କିତାଙ୍କୁ ଏଥର ବିଗ୍ ବସ୍ ୧୭ରେ ଦେଖିବାକୁ ମିଳିଥିଲା ​​| ତେବେ ଖୁବଶୀଘ୍ର ଅଙ୍କିତାଙ୍କ ଫିଲ୍ମ ବୀର ସାବରକର ମଧ୍ୟ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହି ସମୟରେ ଅଙ୍କିତା ଏକ ସାକ୍ଷାତକାରରେ…
ଅଧିକ ଖବର ଦେଖନ୍ତୁ...

ଲୋଭ ଦେଖାଇ ଫସାଇଲେ ସାଇବର ଠକ; ୨୫ ଲକ୍ଷ ଠକେଇର ଶିକାର ହେଲେ ଓଡ଼ିଆ ଯୁବକ

ଅନୁଗୁଳ: ଟ୍ରେଡିଂ କରି ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଜଣେ ଯୁବକ ୨୫ ଲକ୍ଷ ଟଙ୍କା ହରାଇଛନ୍ତି। ସାଇବର ଠକମାନେ ଅତି ଚତୁରତାର ସହ ତାଙ୍କୁ ଏହି ଚୂନ ଲଗାଇଛନ୍ତି। ଏଥିନେଇ ଅନୁଗୁଳ ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଛି।…
ଅଧିକ ଖବର ଦେଖନ୍ତୁ...

ନାଇରୋବିରେ ଦୁଇ ବିମାନ ମଧ୍ୟରେ ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ନାଇରୋବି : ଆଫ୍ରିକୀୟ ଦେଶ କେନିଆର ରାଜଧାନୀ ନାଇରୋବିରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଆକାଶରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଛି । ନାଇରୋବି ଜାତୀୟ ଉଦ୍ୟାନରେ ଉପରେ ଏହି  ବଡ଼ ଦୁର୍ଘଟଣା ଘଟିଛି। ତେବେ ଏହି ଘଟଣାରେ କେହି ମୃତ୍ୟୁବରଣ କରିନଥିବା ଜଣାଯାଇଛି । ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...