Daily Archives

March 6, 2024

ସରଣ୍ଡାରେ ବେଧଡ଼କ ଚାଲିଛି ଅଫିମ ଚାଷ

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ସରଣ୍ଡା ଜଙ୍ଗଲରେ ବେଆଇନ ଅଫିମଚାଷ ହେଉଥିବା ଦେଖିବାକୁ ମିଳିଛି। ମାଫିଆମାନେ ନିରୀହ ଗ୍ରାମବାସୀଙ୍କୁ ଲୋଭଦେଖାଇ ବେଧଡ଼କ ଏହି କାରବାର ଚଳାଇଥିବା ଦେଖାଯାଉଛି। ସରଣ୍ଡାର ଘଞ୍ଚ ଜଙ୍ଗଲରେ ବେଆଇନ ଅଫିସଚାଷ କିଛି ନୂଆକଥା ହୋଇନଥିଳେ ବି ଏବେ ରାସ୍ତାକଡ଼ରେ ଏହି ଚାଷ…
ଅଧିକ ଖବର ଦେଖନ୍ତୁ...

ନେପାଳରେ ଭୟଙ୍କର ଦୁର୍ଘଟଣା, ନଦୀକୁ ଖସିପଡ଼ିଲା ବସ୍, ୭ ମୃତ

କାଠମାଣ୍ଡୁ: ନେପାଳର ବାଗମତି ପ୍ରଦେଶରେ ବୁଧବାର ସକାଳେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ହଠାତ୍ ଭାରସାମ୍ୟ ହରାଇ ନଦୀକୁ ଖସି ପଡ଼ିଥିଲା। ବସଟି ନଦୀକୁ ଖସି ପଡ଼ିବାରୁ ଜଣେ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ…
ଅଧିକ ଖବର ଦେଖନ୍ତୁ...

ନିଜ ମଧ୍ୟରେ ଥିବା ମତଭେଦ ଦୂର କର: କେନ୍ଦ୍ର, କେରଳ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନୂଆଦିଲ୍ଲୀ: ଏକ ମାମଲାର ବିଚାର ସମୟରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ତାଗିଦ୍ କରିଛନ୍ତି। କେରଳ ସରକାରଙ୍କ ସହିତ ସମ୍ପର୍କିତ ଏକ ମାମଲାରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ରାଜ୍ୟର ତ୍ରୁଟିଯୁକ୍ତ ଆର୍ଥିକ ପରିଚାଳନାର ପ୍ରଭାବ ସମଗ୍ର ଦେଶର…
ଅଧିକ ଖବର ଦେଖନ୍ତୁ...

ଦଲାଇ ଲାମାଙ୍କୁ ଭେଟିଲେ ଇଂଲଣ୍ଡ କ୍ରିକେଟ ଦଳର ସଦସ୍ୟ

ଧର୍ମଶାଳା : ଇଂଲଣ୍ଡ କ୍ରିକେଟ ଦଳ ଆଜିକାଲି ଭାରତ ଗସ୍ତରେ ରହିଛି। ଭାରତ ଗସ୍ତରେ ଥିବା ଇଂଲଣ୍ଡ ଖେଳାଳିମାନେ ଏଭଳି ପଦକ୍ଷେପ ନେଇଛନ୍ତି, ଯାହା ଚୀନକୁ କ୍ରୋଧିତ କରିବ । ଏହାର କାରଣ ହେଉଛି ଇଂଲଣ୍ଡ ଦଳର ଖେଳାଳିମାନେ ତିବ୍ଦତର ସର୍ବୋଚ୍ଚ ଧାର୍ମିକ ନେତା ଦଲାଇ ଲାମାଙ୍କୁ ଭେଟିଛନ୍ତି । ଖାଲି…
ଅଧିକ ଖବର ଦେଖନ୍ତୁ...

ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଟିମ୍ ପାଇଁ ସଙ୍କଟ: ପ୍ଲେଇଙ୍ଗ-୧୧ରେ ଥିବା ଖେଳାଳି ଅସୁସ୍ଥ

ଧର୍ମଶାଳା: ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ୍ ପାଇଁ ଇଂଲଣ୍ଡ ପ୍ଲେଇଙ୍ଗ-୧୧ ଘୋଷଣା କରିଛି। ଓଲି ରବିନସନଙ୍କୁ ବାହାରେ ରଖାଯାଇଥିବା ବେଳେ ଧର୍ମଶାଳା ଟେଷ୍ଟ ମ୍ୟାଚ୍ ପାଇଁ ପେସର୍ ମାର୍କ ୱୁଡ ଇଂଲଣ୍ଡର ପ୍ଲେଇଙ୍ଗ-୧୧କୁ ଫେରିଛନ୍ତି। ସ୍ପିନର ଶୋଏବ ବଶିର ତାଙ୍କ ସ୍ଥାନ ବଞ୍ଚାଇବାରେ ସଫଳ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ: ରାହୁଲଙ୍କୁ ନିର୍ବାଚନ କମିସନଙ୍କ ଚେତାବନୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ କମିସନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ରାହୁଲଙ୍କ ଜବାବ…
ଅଧିକ ଖବର ଦେଖନ୍ତୁ...

୧୨ବର୍ଷର ବାଳକ ଦେଖାଇଲା ସାହାସ, ଚିତାବାଘକୁ କଠୋରିରେ କଲା ବନ୍ଦ

ନୂଆଦିଲ୍ଲୀ: ନାସିକ୍ ଜିଲ୍ଲାର ମାଲେଗାଓଁ ସହରରେ ଘଟିଥିବା ଏକ ଲୋମଟାଙ୍କୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ୧୨ବର୍ଷ ବାଳକଙ୍କ ସାହାସ ଦେଖି ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି। ସୂଚନାଯୋଗ୍ୟ, ଏକ ଚିତାବାଘ ଖାଦ୍ୟ ଖୋଜିଖୋଜି ଜଙ୍ଗଲରୁ…
ଅଧିକ ଖବର ଦେଖନ୍ତୁ...

ଭୋଜି ଖାଇ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର

ମାଲକାନଗିରି: ମାଥିଲି ବ୍ଲକରେ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଦିନ ଭୋଜି ଖାଇ ଗୋଟିଏ ପରିବାରର ଜଣକର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ଅନୁଯାୟୀ ମାଥିଲି ବ୍ଲକର ଚାଉଳମେନ୍ଦି ପଞ୍ଚାୟତର ବନ୍ଧଗୁଡା ଗ୍ରାମର ମା’ ଧନ ନାଲି ସହ…
ଅଧିକ ଖବର ଦେଖନ୍ତୁ...

୮୫% ପେଟିଏମ୍ ଗ୍ରାହକଙ୍କର ହେବନି କିଛି ଅସୁବିଧା

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟ ଯୋଗୁଁ ୮୦ ରୁ ୮୫ ପ୍ରତିଶତ ପେଟିଏମ୍ ୱାଲେଟ୍ ଗ୍ରାହକ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ବୁଧବାର ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି କଥା କହିଛନ୍ତି। ଅବଶିଷ୍ଟ…
ଅଧିକ ଖବର ଦେଖନ୍ତୁ...

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ଡାବୁଗାଁ/ଝରିଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଧାମନାଗୁଡ଼ା- ସିଉନାଗୁଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ଜଣେ ବାଇକ୍ ଚାଳକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଧାମନା ଗୁଡା ପଞ୍ଚାୟତ ଅନ୍ତର୍ଗତ ଢେପଗୁଡ଼ାର ସୁଶୀଲ ନାୟକ( ୩୦)। ଏ…
ଅଧିକ ଖବର ଦେଖନ୍ତୁ...