Daily Archives

March 6, 2024

ଜୁଲଫିକର ଅଲ୍ଲି ଭୁଟ୍ଟୋଙ୍କ ଫାଶୀ ବେଆଇନ ଥିଲା, ୪୫ ବର୍ଷ ପରେ କହିଲେ ପାକିସ୍ତାନ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲ୍ଫିକାର ଅଲ୍ଲୀ ଭୁଟ୍ଟୋଙ୍କ ଫାଶୀ ଭୁଲ ଥିଲା । ୪୫ ବର୍ଷ ପରେ ଏହି ରାୟ ଶୁଣାଇଛନ୍ତି ପାକିସ୍ତାନର ସୁପ୍ରିମକୋର୍ଟ । ଏହି ନିଷ୍ପତ୍ତି ନିରପେକ୍ଷ ନ୍ୟାୟ ନଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।  ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା…
ଅଧିକ ଖବର ଦେଖନ୍ତୁ...

ଗ୍ରାହକ ନିଜ ପସନ୍ଦର ପେମେଣ୍ଟ ବ୍ୟାଙ୍କ କରିପାରିବେ ଚୟନ: କ୍ରେଡିଟ କାର୍ଡ ନେଇ ଆରବିଆଇର ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭବ୍ୟାଙ୍କ(ଆରବିଆଇ) ପକ୍ଷରୁ କ୍ରେଡିଟ କାର୍ଡ ନେଇ ଏକ ବଡ଼ ଅପଡେଟ୍ ସମ୍ପର୍କରେ ଘୋଷଣା କରାଯାଇଛି। ଆରବିଆଇ ଗ୍ରାହକଙ୍କୁ ନିଜ ପସନ୍ଦର ପେମେଣ୍ଟ ବ୍ୟାଙ୍କ ଚୟନ କରିପାରିବାର ବିକଳ୍ପ ଦେବାକୁ ନିର୍ଦ୍ଦେଶ ଦେଇଛି। ଫଳରେ ଏଣିକି ବ୍ୟାଙ୍କ ଅବା ଅଣ-ବ୍ୟାଙ୍କ ସଂସ୍ଥାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋର ଭଡ଼ା କେତେ ରହିଛି ଜାଣନ୍ତୁ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କୋଲକାତାରେ ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ରୁଟ୍‌ ବା ପାଣି ତଳ ମାର୍ଗର ଉଦଘାଟନ କରି ସହେ ବର୍ଷ ତଳର ସ୍ବପ୍ନକୁ ପୂରଣ କରିଛନ୍ତି। ଏହି ମେଟ୍ରୋ ସେବା ହାୱଡ଼ା ଏବଂ ସଲ୍ଟ ଲେକ୍- ପଶ୍ଚିମବଙ୍ଗ ରାଜ୍ୟ ରାଜଧାନୀର ଟ୍ବିନ୍‌ ସିଟିକୁ…
ଅଧିକ ଖବର ଦେଖନ୍ତୁ...

ରାଜା ବନାମ ମହାରାଜା: ଗୁନା-ଶିବପୁରୀ ଲୋକସଭା ଆସନରେ ହେବ ଜୋରଦାର ଲଢ଼େଇ !

ଭୋପାଳ: ମଧ୍ୟପ୍ରଦେଶ ଗୁନା-ଶିବପୁରୀ ଲୋକସଭା ଆସନରେ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦଳ ପକ୍ଷରୁ ଏଠାରେ ମହାରାଜା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେପି ପ୍ରାର୍ଥୀ ଘୋଷଣା ପରେ ଗୁନା-ଶିବପୁରୀ ଲୋକସଭା ଆସନରେ ରାଜନୈତିକ ପରିବେଶ ସରଗରମ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ:-ମନରେ ବହୁତ ସକାରାତ୍ମକ ଭାବନା ଆସିବ। ବିଶେଷ କାମରେ ଲାଗି ରହିଥିବା ବାଧା ଦୂର ହେବ। ବ୍ୟର୍ଥ କଥାଠୁ ଦୂରରେ ରହନ୍ତୁ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ବୃଷ:-ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ଉପଲବ୍ଧି ପ୍ରାପ୍ତ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ…
ଅଧିକ ଖବର ଦେଖନ୍ତୁ...

ସିବିଆଇ ହେପାଜତକୁ ଆସିଲା ଶେଖ୍ ଶାହାଜାହାଁ

କୋଲକାତା : ସନ୍ଦେଶଖାଲି ହିଂସାକାଣ୍ଡର ଅଭିଯୁକ୍ତ ଶାହାଜାହାନ ଶେଖଙ୍କୁ ବୁଧବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି। ତେବେ ଶାହଜା ଶେଖଙ୍କୁ ଅଟକ ରଖିବା ପାଇଁ କଲିକତା ହାଇକୋର୍ଟ ଅପରାହ୍ନ ୪ଟା ୧୫ ମିନିଟ୍ ପର୍ଯ୍ୟନ୍ତ  ସମୟ ଦେଇଥିଲେ ବି ସେଥିରେ ଅଢ଼େଇ ଘଣ୍ଟାରୁ ଅଧିକ ସମୟ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର: ଲୋକସଭା ନିର୍ବାଚନ ପୂର୍ବରୁ ମିଳିବ ବଡ଼ ଉପହାର, ସପ୍ତାହରେ ୫ ଦିନିଆ କାର୍ଯ୍ୟ…

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି। ସେମାନଙ୍କ ଲାଗି ଖୁବ୍ ଶୀଘ୍ର ସପ୍ତାହରେ ୫ ଦିନ କାର୍ଯ୍ୟ ଦିବସ ସୁବିଧା ଲାଗୁ ହେବାକୁ ଯାଉଛି। ଏହା ସହିତ ସେମାନଙ୍କ ଦରମାରେ ବୃଦ୍ଧି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଏପ୍ରିଲରେ ଦେଶରେ…
ଅଧିକ ଖବର ଦେଖନ୍ତୁ...

କ୍ଷେପଣାସ୍ତ୍ର ଆକ୍ରମଣରେ ଭାରତୀୟ ନାଗରିକଙ୍କ ମୃତ୍ୟୁ ପରେ ଭାରତୀୟ ଦୂତାବାସ ମାର୍ଗଦର୍ଶିକା ଜାରି କଲା

ନୂଆଦିଲ୍ଲୀ: ଇସ୍ରାଏଲର ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଦୁଇଜଣ ଭାରତୀୟ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପରେ ଉତ୍ତର ଓ ଦକ୍ଷିଣ ସୀମାରେ କାମ କରୁଥିବା ଲୋକଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ହଲର​ ମେସିନରେ ଚାପିହୋଇ ମହିଳା ମୃତ

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ସୋସୋ ଥାନା ଅଧୀନ କାନପୁର ଗ୍ରାମରେ ଧାନ ପେଷିବା ସମୟରେ ହଲର ମେସିନରେ ଚାପି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। କାନପୁର ଗ୍ରାମର ବିଜୟ ଖମାରୀଙ୍କ ପତ୍ନୀ ସଂଯୁକ୍ତା ଖମାରୀ ନିଜ ଧାନ ପେଷିବା ପାଇଁ ଆଜି ଏକ ହଲର ମେସିନକୁ ଡକାଇଥିଲେ। ଘର…
ଅଧିକ ଖବର ଦେଖନ୍ତୁ...

ଏନକାଉଣ୍ଟର କରିବା ପରେ ଧୁମଧାମରେ ଅପରାଧୀର ଝିଅର ବିବାହ କରାଇଲା ପୁଲିସ, ଜାଣନ୍ତୁ କାରଣ

ଜଲୌନ: ଏନକାଉଣ୍ଟର କରିବା ପରେ ଧୁମଧାମରେ ଅପରାଧୀର ଝିଅର ବିବାହ କରାଇଲା ପୁଲିସ। ଉତ୍ତରପ୍ରଦେଶର ଜଲୌନରେ ଘଟିଛି ଏଭଳି ଘଟଣା। କନେଷ୍ଟେବଳଙ୍କ ହତ୍ୟା ଆରୋପୀ ପୁଲିସ ଗୁଳିରେ ମୃତ୍ୟୁବରଣ କରିବା ପରେ ଅପରାଧୀର ଘରର ଆର୍ଥିକ ଅବସ୍ଥା ଦେଖି ପୁଲିସ ୨ଝିଅଙ୍କ ବିବାହ କରାଇବ ବୋଲି କଥା…
ଅଧିକ ଖବର ଦେଖନ୍ତୁ...