Daily Archives

March 8, 2024

ନସକରିଆ ଶୈବପୀଠରେ ୩୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ; ପାହାଚ ନିର୍ମାଣ ପାଇଁ ଦାବି

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସୁଣ୍ଢଳ ଗ୍ରାମ ନିକଟରେ ଥିବା ନସକରିଆ (ପାହାଡ ଗୁମ୍ଫା)ପୀଠରେ ଶୁକ୍ରବାର ମହାଶିବରାତ୍ରି ଉପଲକ୍ଷେ ୩୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ଏହି ପୀଠରେ…
ଅଧିକ ଖବର ଦେଖନ୍ତୁ...

ବେଦବ୍ୟାସରେ ଦୀପ ଜାଳିଲେ ହଜାର ହଜାର ଶ୍ରଦ୍ଧାଳୁ; ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଲା ଶୈବପୀଠ

ରାଉରକେଲା: ସହର ଓ ଏହାର ଆଖପାଖରେ ଶୈବପୀଠରେ ଆନନ୍ଦ ଉତ୍ସାହର ସହ ଶିବରାତ୍ରି ଓ ଜାଗରଯାତ୍ରା ପାଳିତ ହୋଇଯାଇଛି। ସବୁଠି ଥିଲା ଆଧ୍ୟାତ୍ମିକ ପରିବେଶ। ଶୈବପୀଠଗୁଡ଼ିକରେ ଲାଗିଥିଲା ଲମ୍ବାଧାଡି। ଶ୍ରଦ୍ଧାଳୁଙ୍କ ‘ଓଁ ନମ୍ଃ ଶିବାୟ’, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ସମଗ୍ର…
ଅଧିକ ଖବର ଦେଖନ୍ତୁ...

ସବୁଠାରୁ ପୁରୁଣା ଦଳରେ ମୋଦୀଙ୍କ ଭଳି ନେତା ନାହାଁନ୍ତି: ପଦ୍ମଜା ଭେନୁଗୋପାଲ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ବୟାନବାଜି ଜୋର ଧରିଛି | ଭୋଟରଙ୍କୁ ସେମାନଙ୍କ ସପକ୍ଷରେ ଆଣିବା ପାଇଁ ରାଜନୈତିକ ଦଳମାନେ କଠିନ ପରିଶ୍ରମ କରୁଛନ୍ତି। ଏଥି ସହିତ ବିଭିନ୍ନ ରାଜନେତା ମଧ୍ୟ ଦଳ ପରିବର୍ତ୍ତନ କରି ନିଜର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ ରଖିବାକୁ…
ଅଧିକ ଖବର ଦେଖନ୍ତୁ...

ସାପ୍ତାହିକ ହାଟରେ ଯୁବକଙ୍କୁ ଗୁଳିମାଡ଼; ମୁଖ୍ୟ ଅଭିଯୁକ୍ତ ସହ ୩ ଯୁବକ କୁଆରମୁଣ୍ଡାରୁ ଗିରଫ

ରାଉରକେଲା: ବେଦବ୍ୟାସ କଲୁଙ୍ଗାର ଜନଗହଳିପୁର୍ଣ୍ଣ କରୁଆବାହାଲ ସାପ୍ତାହିକ ହାଟରେ ଶୁକ୍ରବାର ଅପରାହ୍ନରେ ଗୁଳିକାଣ୍ଡ ହୋଇଛି। ଜଣେ ଯୁବକଙ୍କ ଗୁଳିରେ ଅନ୍ୟଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କ ପିଠିରେ ଗୋଟିଏ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନା…
ଅଧିକ ଖବର ଦେଖନ୍ତୁ...

ଶ୍ରମମନ୍ତ୍ରୀଙ୍କ କାର୍‌କୁ ଧକ୍କାଦେଲା ହାଇୱା; ବର୍ତ୍ତିଲେ ସାରଦା, ପିଏସ୍‌ଓ ଆହତ

ରାଉରକେଲା: ତରକେରା ଶିବମନ୍ଦିର ନିକଟ ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଛିଡା ହୋଇଥିବା ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ଇନୋଭା କାର୍‌କୁ ପଛରୁ ଏକ ହାଇୱା ଧକ୍କା ଦେଇଛି। ସୌଭାଗ୍ୟବଶତଃ ମନ୍ତ୍ରୀ ଶ୍ରୀ ନାୟକ ଗାଡ଼ିରୁ ଓହ୍ଲାଇ ମନ୍ଦିର ଦର୍ଶନ କରିବାକୁ ଯାଇଥିବାରୁ ଦୁର୍ଘଟଣାରୁ…
ଅଧିକ ଖବର ଦେଖନ୍ତୁ...

ଭାଇର ସଙ୍ଗୀତରେ ନାଚୁଥିବା ବେଳେ ହେଲା ମୃତ୍ୟୁ

ନୂଆଦିଲ୍ଲୀ : ଭାଇର ସଙ୍ଗୀତରେ ନାଚୁଥିବା ବେଳେ ହେଲା ୧୫ବର୍ଷିୟ ବାଳକର ମୃତ୍ୟୁ | ହସଖୁସିରେ ବିବାହ ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ପରିବାରରେ ଖେଳିଗଲା ଶୋକର ଛାୟା | ଉତ୍ତରପ୍ରଦେଶ ଏଟାହ ଜିଲ୍ଲାରେ ଘଟିଛି ଏଭଳି ଘଟଣା | ବାଳକଜଣକ ଅଚେତ ହୋଇ ତଳେ ପଡ଼ିବା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ…
ଅଧିକ ଖବର ଦେଖନ୍ତୁ...

ରାଜସ୍ବ ସଂଗ୍ରହରେ ଓଡ଼ିଶାର ରେକର୍ଡ: ଫେବ୍ରୁଆରି ସୁଦ୍ଧା ସାମଗ୍ରିକ ଭାବେ ୨୩% ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ରାଜସ୍ୱ ସଂଗ୍ରହ ବଢ଼ିଛି। ଗତବର୍ଷ ଅପେକ୍ଷା ଏଥର ଫେବ୍ରୁଆରି ମାସ ସୁଦ୍ଧା ସାମଗ୍ରିକ ଭାବେ ୨୩ ପ୍ରତିଶତ ରାଜସ୍ବ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ସ୍ତରରେ ଖଣି କାରବାରରେ ମାନ୍ଦାବସ୍ଥା ସତ୍ତ୍ୱେ ଗତବର୍ଷ ଅପେକ୍ଷା ଖଣି ରାଜସ୍ବରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ରୋଚକ ହେବ ତିରୁବନନ୍ତପୁରମ ଲଢେଇ: ଶଶି ବନାମ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଶୁକ୍ରବାର ୩୯ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରାର୍ଥୀ ତାଲିକା ଅନୁଯାୟୀ, ତିରୁବନନ୍ତପୁରମରୁ ଶଶି ଥରୁରଙ୍କ ଉପରେ କଂଗ୍ରେସ ପୁଣିଥରେ ଭରସା କରିଛି। ତେବେ ଏଥର ନିର୍ବାଚନ ଅତ୍ୟନ୍ତ ରୋଚକ ହେବାକୁ…
ଅଧିକ ଖବର ଦେଖନ୍ତୁ...

ମହିଳା ଦିବସ ଏବଂ ମହାଶିବରାତ୍ରି ଅବସରରେ ଜ୍ୟାକଲିନଙ୍କ ପାଇଁ ପୁଣି ଚିଠି ଲେଖିଲେ ସୁକେଶ

ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖରଙ୍କୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ବୋଲି କହିଛନ୍ତି।  କାରଣ ସୁକେଶ ପାଇଁ ଅଭିନେତ୍ରୀଙ୍କ ଜୀବନ ନଷ୍ଟ ହୋଇଯାଇଥିବା କଥା ଅନେକ ସମୟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ନିଜ ବୟାନରେ କହିଛନ୍ତି। ଏହି  କ୍ରମରେ ଦେଖିବାକୁ ଗଲେ…
ଅଧିକ ଖବର ଦେଖନ୍ତୁ...

ଶିବ ପଞ୍ଚାକ୍ଷରୀରେ କମ୍ପିଲା ଏକାମ୍ରକ୍ଷେତ୍ର: ଶ୍ରୀଲିଙ୍ଗରାଜଙ୍କ ଉଠିଲା ମହାଦୀପ, ବ୍ରତ ଭାଙ୍ଗିଲେ ବ୍ରତଧାରୀ

ଭୁବନେଶ୍ବର: ଏକାମ୍ରକ୍ଷେତ୍ର ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ କଂପିଛି। ମନ୍ଦିର ବେଢ଼ାରେ ଓ ବାହାରେ ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଜାଳିଛନ୍ତି। ଓଁ ନମଃ ଶିବାୟ…, ହରହର ମହାଦେବ…, ଜୟ ଶିବଶମ୍ଭୁ… ଉଚ୍ଚାରଣ କରି ମହାଦୀପ ଉଠିବାକୁ ସମସ୍ତେ ଏକଲୟରେ ଅନେଇ ରହିଥିଲେ। ଘଣ୍ଟଘଣ୍ଟା,…
ଅଧିକ ଖବର ଦେଖନ୍ତୁ...