Daily Archives

March 8, 2024

ଜ୍ୟାକିଙ୍କ ଏହି ଗୁଣ ପାଇଁ ପ୍ରେମରେ ପଡ଼ିଥିଲେ ରାକୁଲ

ମୁମ୍ବାଇ: ଗତ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଅଭିନେତ୍ରୀ ରାକୁଲ୍ ପ୍ରୀତ ସିଂହ-ବଲିଉଡର ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଭଗନାନୀ। ଗୋଆରେ ଦୁହିଁଙ୍କ ବିବାହ ସଂପନ୍ନ ହୋଇଥିଲା। ଉଭୟ ଦକ୍ଷିଣ ଗୋଆରେ ଥିବା ଆଇଟିସି ଗ୍ରାଣ୍ଡରେ ବିବାହ କରିଥିବା ବେଳେ ଦମ୍ପତିଙ୍କ ପରିବାର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ବିଜେପିର କଟାକ୍ଷ ‘ରାହୁଲ ଡରିଗଲେ’

ନୂଆଦିଲ୍ଲୀ: କଂଗ୍ରେସ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୩୯ ଜଣଙ୍କ ନାମ ରହିଛି | ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରାର୍ଥୀ ତାଲିକା ମୁତାବକ କଂଗ୍ରେସ ସାଂସଦ…
ଅଧିକ ଖବର ଦେଖନ୍ତୁ...

ଜାଗର ରାତିରେ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା ସ୍କୁଟି, ଦୁଇ ମୃତ

ଖୋର୍ଦ୍ଧା: ପବିତ୍ର ଶିବରାତ୍ରୀ ପାଇଁ ଚାରିଆଡ଼େ ଉତ୍ସବର ମାହୋଲ୍ ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ସଦର ଥାନା ୧୬ନମ୍ବର ଜାତୀୟ ରାଜପଥ ତାପଙ୍ଗ ଓଭର ବ୍ରିଜ୍‌ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଏକ ସ୍କୁଟି ପିଟି ଦେବାରୁ ଦୁଇ ଜଣ…
ଅଧିକ ଖବର ଦେଖନ୍ତୁ...

ନିଶାମୁକ୍ତି ଓ ଗଞ୍ଜେଇ ବିକ୍ରିକୁ ନେଇ ଛାତ୍ର କରିଥିବା ପ୍ରଶ୍ନରେ ବିଚଳିତ ହୋଇଗଲେ ପୁଲିସ ଅଧିକାରୀ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ ପୁଲିସ ଅଧିକାରୀମାନେ ପ୍ରାୟତଃ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସେମିନାର କରିଥାଆନ୍ତି।  ଏହା ମାଧ୍ୟମରେ କେବଳ ଛାତ୍ରଛାତ୍ରୀମାନଙ୍କୁ ଅନେକ ପ୍ରସଙ୍ଗରେ ସଠିକ୍ ଦିଗ ଦେଖାଯାଇଥାଏ ତାହା ନୁହେଁ ବରଂ ସେମାନଙ୍କୁ ବିଭିନ୍ନ ପ୍ରକାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ:-ଧର୍ମ ଗ୍ରନ୍ଥ ପଢ଼ିବାରେ ସମୟ ବିତାଇବେ। ପରିବାର ଲୋକଙ୍କର ସହଯୋଗ ପାଇବେ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ନୂଆ କାମ ପ୍ରାରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ବୃଷ:-ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଆୟ ବୃଦ୍ଧି ଲାଗି କାହାରି ସାହାଯ୍ୟ ପାଇବେ। କୌଣସି ଯୋଜନା ସମୟ…
ଅଧିକ ଖବର ଦେଖନ୍ତୁ...

ଗୋଟାଏ ଚାମଚ ବଟର ଚିକେନ ଖାଉ ଖାଉ ହେଲା ହୃଦଘାତ, ଚାଲିଗଲା ୨୭ବର୍ଷୀୟ ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ଗୋଟାଏ ଚାମଚ ବଟର ଚିକେନ ଖାଉ ଖାଉ ହେଲା ହୃଦଘାତ | ଚାଲିଗଲା ୨୭ବର୍ଷୀୟ ଯୁବକଙ୍କ ଜୀବନ | ଇଂଲଣ୍ଡରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା | କୁହାଯାଉଛି ଯେ, ଚିକେନ ପାଇଁ ନୁହେଁ ବରଂ ବଟର ଚିକେନରେ ପଡିଥିବା ବାଦାମ ପାଇଁ ଯୁବକଙ୍କ ହୃଦଘାତ ହୋଇଥିଲା | ଜାତୀୟ…
ଅଧିକ ଖବର ଦେଖନ୍ତୁ...

କାନ୍ଦିକାନ୍ଦି ନିର୍ଦ୍ଦେଶକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଚର୍ଚ୍ଚିତ ଅଭିନେତ୍ରୀ ତଥା ‘ବଗବସ ୧୬’ର ପ୍ରତିଯୋଗୀ ସୃଜିତା ଦେ କାଷ୍ଟିଂ କାଉଚର ଶିକାର ହୋଇଛନ୍ତି। ଏକଥା ଆମେ କହୁ ନାହୁଁ, ନିଜେ ଅଭିନେତ୍ରୀ ସେୟାର କରି ସମସ୍ତଙ୍କୁ ଜଣାଇଛନ୍ତି। କାଷ୍ଟିଂ କାଉଚର ଶିକାର ହୋଇଥିବା ସୃଜିତା କହିଛନ୍ତି, ‘ମୁଁ ୧୭ବର୍ଷ ବୟସରେ ମନୋରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ଲଢ଼ିବ: ମନମୋହନ ସାମଲ

ଭୁବନେଶ୍ବର: ଆଗାମୀ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ରାଜ୍ୟ ବିଜେପି ସଭାପତି ମନ‌ମୋହନ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ନୂଆଦିଲ୍ଲୀରୁ ଫେରିଲା ପରେ ଭୁବନେଶ୍ବରରେ ଶ୍ରୀ ସାମଲ…
ଅଧିକ ଖବର ଦେଖନ୍ତୁ...

୩ ବର୍ଷ ପରେ ନ୍ୟାୟିକ ଲଢ଼େଇର ଅନ୍ତ…ସରପଞ୍ଚ ପଦ ଫେରି ପାଇଲେ ସୀତାରାଣୀ

ଭୋଗରାଇ: ୪ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିବା ସରପଞ୍ଚ ପ୍ରାର୍ଥୀ ପୁନଃଗଣତିରେ ୨ ଖଣ୍ଡ କମ୍‌ ଭୋଟ୍‌ରେ ପରାଜିତ ହୋଇଥିଲେ। ଫଳରେ ସେ ନ୍ୟାୟ ପାଇଁ କୋର୍ଟର ଆଶ୍ରୟ ନେଇଥିଲେ। ମଙ୍ଗଳବାର ମାମଲାର ରାୟ ଆସିଛି। ଯାହା ପରାଜିତ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଥିବା ଜଣାପଡ଼ିଛି। ୨୦୨୨…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା: ଏହି ଆସନରୁ ଲଢ଼ିବେ ରାହୁଲଙ୍କ ସମେତ ଶଶି ଥରୁର

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ମାର୍ଚ୍ଚ ୭ ରେ ଅନୁଷ୍ଠିତ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ସ୍ଥିର କରାଯାଇଥିବା ନାମ ଆଧାରରେ ତାଲିକା ପ୍ରକାଶ ପାଇଛି | ତେବେ ଏହି ତାଲିକାରେ ଓଡ଼ିଶାର ନାମ…
ଅଧିକ ଖବର ଦେଖନ୍ତୁ...