Daily Archives

March 9, 2024

କରଜ ମୁକ୍ତ ଅଭିଯାନ ନାମରେ ଠକେଇ, ୩ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅଂଚଳରେ କିଛି ଯୁବକ କରଜ ମୁକ୍ତ ଅଭିଯାନ ନାମରେ ଠକେଇ ଅଭିଯୋଗ ହେବା ପରେ ପୁଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାଥିଲି ଥାନା ଆଇଆଇସି ଦେବଦତ୍ତ ମଲ୍ଲିକଙ୍କ ସୂଚନା ଅନୁଯାୟୀ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଥିବା ବ୍ୟକ୍ତିମାନେ ଯଦି…
ଅଧିକ ଖବର ଦେଖନ୍ତୁ...

ବାରାଣାସୀରେ ପହଞ୍ଚିଲେ ମୋଦୀ, କାଶୀ ବିଶ୍ବନାଥଙ୍କ ଦର୍ଶନ କଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ କ୍ଷେତ୍ର ବାରାଣସୀକୁ ୨ଦିନିଆ ଗସ୍ତରେ ଯାଇଛନ୍ତି। ଏହା ପୂର୍ବରୁ ସେ ଆସାମ ଓ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ। ପଶ୍ଚିମବଙ୍ଗ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ବାରଣାସୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଦୁଇ ଦିନ…
ଅଧିକ ଖବର ଦେଖନ୍ତୁ...

ପୁଟିନଙ୍କ ଚିନ୍ତା ବଢ଼ାଇଲା ଦ୍ବିତୀୟ ‘ୟୁକ୍ରେନ’: ଇୟୁ ମୁହାଁ ଆଉ ଏକ ଦେଶ

ମସ୍କୋ: ରୁଷିଆର ଆଉ ଜଣେ ପୁରୁଣା ସାଥୀ ୟୁକ୍ରେନର ପଥକୁ ଅନୁସରଣ କରୁଛି। ଏହି ଦେଶ ରୁଷିଆର ପାରମ୍ପରିକ ବିରୋଧୀ ୟୁରୋପିଆନ ୟୁନିଅନ(ଇୟୁ)ରେ ଯୋଗଦେବା ପାଇଁ ଉଦ୍ୟମ କରୁଛି। ଏହି ଦେଶ ହେଉଛି ଆର୍ମେନିଆ। ଇୟୁର ସଦସ୍ୟତା ଗ୍ରହଣ କରିବା ପାଇଁ ଆର୍ମେନିଆ ପ୍ରସ୍ତୁତି ଆରମ୍ଭ କରିଛି। ଆର୍ମେନିଆ…
ଅଧିକ ଖବର ଦେଖନ୍ତୁ...

ସ୍ବେଛାକୃତ ଅବସର ପାଇଁ ଆବେଦନ କଲେ ପଶ୍ଚିମବଙ୍ଗର ଏହି ପୁଲିସ ଅଧିକାରୀ, ଟିଏମସିରୁ ଲଢ଼ିପାରନ୍ତି ନିର୍ବାଚନ

କୋଲକାତା: ସ୍ୱେଚ୍ଛାକୃତ ଅବସର ପାଇଁ ପଶ୍ଚିମବଙ୍ଗ ପୁଲିସର ଆଇଜି ପ୍ରସୁନ ବାନାର୍ଜୀ ରାଜ୍ୟ ସରକାରଙ୍କୁ ଆବେଦନ କରିଛନ୍ତି। ସୂଚନାନୁସାରେ, ଶାସକ ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନରେ ​​ପ୍ରସୁନ ବାନାର୍ଜୀଙ୍କୁ ପ୍ରାର୍ଥୀ କରିପାରେ | ପ୍ରସୁନ ବାନାର୍ଜୀଙ୍କ ଅବସର ନେବାକୁ ଆଉ ପାଞ୍ଚ ବର୍ଷ…
ଅଧିକ ଖବର ଦେଖନ୍ତୁ...

କଥାଶିଳ୍ପୀ ଡକ୍ଟର ଅର୍ଚ୍ଚନା ନାୟକ ପାଇବେ ‘ସାହିତ୍ୟ ଭାରତୀ ସମ୍ମାନ’

ଭୁବନେଶ୍ବର: କଥାଶିଳ୍ପୀ ଡକ୍ଟର ଅର୍ଚ୍ଚନା ନାୟକ ୨୯ତମ ସାହିତ୍ୟ ଭାରତୀ ସମ୍ମାନ ଗ୍ରହଣ କରିବେ। କଟକ କଳାବିକାଶ କେନ୍ଦ୍ର ଠାରେ ଆସନ୍ତା ଏପ୍ରିଲ ୭ ତାରିଖରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଏହି ସମ୍ମାନ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ…
ଅଧିକ ଖବର ଦେଖନ୍ତୁ...

ବଡ଼ଦେଉଳରେ ପୁଣି ଅଘଟଣ: ଶ୍ରୀମନ୍ଦିର ପରିସରରେ ଥିବା ବେଢ଼ାକାଳୀ ମନ୍ଦିରରେ ଅଗ୍ନିକାଣ୍ଡ

ପୁରୀ: ଆଜି ରାତିରେ ଶ୍ରୀମନ୍ଦିର ବେଢାରେ ଥିବା ବେଢାକାଳୀ ମନ୍ଦିରରେ ଅଗ୍ନିକାଣ୍ଡ ଘଟିଛି। ଆଜି ରାତି ପ୍ରାୟ ଦଶଟା ସମୟରେ ବେଢାକାଳୀ ମନ୍ଦିରରେ ହଠାତ ବିଦ୍ୟୁତ ସଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ବିଦ୍ୟୁତ ବିଭାଗର କର୍ମଚାରୀମାନେ ସଙ୍ଗେସଙ୍ଗେ ସେଠାରେ ପହଞ୍ଚି ନିଆଁକୁ ଆୟତରେ…
ଅଧିକ ଖବର ଦେଖନ୍ତୁ...

ଏଲିଅନ-ୟୁଏଫଓ ଆମେରିକା ପାଖରେ ଅଛନ୍ତି କି ? ରିପୋର୍ଟ ପ୍ରକାଶ କଲା ପେଣ୍ଟାଗନ

ୱାଶିଂଟନ: ଏଲିଅନ ଏବଂ ୟୁଏଫଓକୁ ନେଇ ଏବେ ଏକ ଗୁରୁତ୍ବପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଦ୍ବାରା ଏହି ରିପୋର୍ଟ ପ୍ରକାଶିତ ହୋଇଛି। ଏଲିଅନ-ୟୁଏଫଓ ଆମେରିକା ପାଖରେ ଅଛନ୍ତି ବୋଲି ନେଇ ବିଭିନ୍ନ ସମୟରେ ହେଉଥିବା ଚର୍ଚ୍ଚାର ଉତ୍ତର ପେଣ୍ଟାଗନ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦିନ ଇଣ୍ଟର୍ନସିପ୍ ପାଇଁ ୩ ଲକ୍ଷ ଟଙ୍କା ଦେଉଛି ଏହି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ଅଗ୍ରଣୀ ଭାରତୀୟ ଖାଦ୍ୟ ଉତ୍ପାଦ କମ୍ପାନୀ ବ୍ରିଟାନିଆ ଏପରି ଏକ ଅଫର ଦେଇଛି ଯେଉଁଥିରେ ମନୋନୀତ ବ୍ୟକ୍ତିଙ୍କୁ ଅଫିସରେ ଗୋଟିଏ ଦିନ ଇଣ୍ଟର୍ନସିପ୍ ପାଇଁ ୩ ଲକ୍ଷ ଟଙ୍କା ଦିଆଯିବ। ବ୍ରିଟାନିଆ ଟ୍ରିଟ କ୍ରୋଏସାଣ୍ଟ ଦ୍ୱାରା ଏହି ଅଫର ଦିଆଯାଇଛି। କ୍ରୋଏସାଣ୍ଟକୁ ଏକ ବିଳାସପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଇସ୍ତଫା ଦେଲେ ନିର୍ବାଚନ କମିସନର ଅରୁଣ ଗୋଏଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ପୂର୍ବରୁ ନିର୍ବାଚନ ଆୟୋଗରେ ଏକ ପଦବୀ ଖାଲି ପଡ଼ିଥିବା ବେଳେ ଏବେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ପାଖରେ ଏହି…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ-ଡ଼ିଏମକେ ମଧ୍ୟରେ ଚୂଡାନ୍ତ ହେଲା ମେଣ୍ଟ

ଚେନ୍ନାଇ: ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଡ଼ିଏମକେ ମିଳିତ ଭାବେ ନିର୍ବାଚନ ଲଢ଼ିବେ | ​​ତାମିଲନାଡୁର ୪୦ଟି ଆସନରେ ସିଟ୍ ଭାଗବଣ୍ଟାକୁ ନେଇ କଂଗ୍ରେସ ଏବଂ ଦ୍ରାବିଡା ମୁନ୍ନେଟ୍ରା କାଡ଼ଗାମ (ଡିଏମକେ) ମଧ୍ୟରେ ସହମତି ପ୍ରକାଶ ପାଇଛି। କଂଗ୍ରେସ ଦଳର ଜାତୀୟ ସାଧାରଣ ସମ୍ପାଦକ କେସି…
ଅଧିକ ଖବର ଦେଖନ୍ତୁ...