Daily Archives

March 9, 2024

ଏତେ ସୁନା ଦେଖି ଅଧିକାରୀ ତାଜୁବ, ଗାଡ଼ିରୁ ଜବତ ହେଲା ୪୦୦୦ କିଲୋ ସୁନାଇଟା

ଗୟା/ପାଟନା : ସୁନା ଚୋରା ଚାଲାଣ ମାମଲାରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇକୁ ବଡ଼ ସଫଳତା ମିଳିଥିବା ବିହାରର ଗୟା ଜିଲ୍ଲାରୁ ବଡ଼ ଖବର ସାମ୍ନାକୁ ଆସିଛି। ମୁମ୍ବାଇ ଜୋନାଲ ୟୁନିଟର ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଡିଆରଆଇ ପିଆରୟୁ ଅଧିକାରୀମାନେ ଗତକାଲି ମଧ୍ୟରାତ୍ରିରେ ଗୟାର…
ଅଧିକ ଖବର ଦେଖନ୍ତୁ...

ଝିଅକୁ ପିତାଙ୍କ ବିରୋଧରେ କହିବାକୁ ଉସୁକାଇବା ଏକ ଅପରାଧ: ହାଇକୋର୍ଟ

ଭୋପାଳ: ଦାମ୍ପତ୍ୟ ଜୀବନରେ ଝିଅକୁ ପିତାଙ୍କ ବିରୋଧରେ କହିବାକୁ ଉସୁକାଇବା ଏକ ଅପରାଧ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ମାମଲାର ବିଚାର ସମୟରେ କହିଛନ୍ତି। ସ୍ତ୍ରୀଙ୍କ ଏଭଳି କାର୍ଯ୍ୟ ସ୍ବାମୀଙ୍କ ପ୍ରତି କ୍ରୁରତା ବର୍ଗରେ ଆସୁଛି ବୋଲି ବିଚାରପତି ଶିଲ ନାଗୁ ଏବଂ ବିନୟ ସରାଫଙ୍କ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର ଆଁକୁ ଯିବ ଆମେରିକା ! ବୁଡ଼ିଯିବ ନ୍ୟୁୟର୍କ ସମେତ ୩୨ ସହର

ୱାଶିଂଟନ: ଆସନ୍ତା ୨୬ ବର୍ଷ ମଧ୍ୟରେ ଆମେରିକାର ବହୁ ସହର ସମୁଦ୍ର ଆଁକୁ ଯିବ। ଦେଶର ନ୍ୟୁୟର୍କ ଏବଂ ସାନ ଫ୍ରାନସିସ୍କୋ ସମେତ ୩୨ ସହର ଉପରେ ଏବେ ଏନେଇ ସଙ୍କଟ ସୃଷ୍ଟି ହୋଇଛି। ଏକ ରିପୋର୍ଟରେ ଏନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରାଗଲେ ୨୦୫୦…
ଅଧିକ ଖବର ଦେଖନ୍ତୁ...

ସେ ଦେଶର ପ୍ରଧାନମନ୍ତ୍ରୀ, ନରମିବାରେ ଲାଗିଛି ଫାରୁକଙ୍କ ସ୍ୱର

ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳମାନଙ୍କର ନେତାଙ୍କର ବୟାନବାଜି ମଧ୍ୟ ବଢ଼ିବାରେ ଲାଗିଛି | ଆଜି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ହିଟଲରଙ୍କ ଶାସନ ମଧ୍ୟ ୧୦ ବର୍ଷରୁ ଅଧିକ ରହିପାରିନଥିଲା |…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏସପ୍ତାହର ରାଶିଫଳ

ମେଷ: ଜୀବନରେ ଆଗକୁ ବଢ଼ିବା ପାଇଁ ସମୟ ଭଲ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ। ପୁଞ୍ଜି ବଜାରରେ ନିବେଶ କରନ୍ତୁ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଚାକିରିରେ ପଦୋନ୍ନତି ମିଳିବାର ଯୋଗ ରହିଛି। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରଣ ହେବ। ଘରୋଇ ଜୀବନରେ ସୁଖ ସୁବିଧା ବୃଦ୍ଧି ହେବ।…
ଅଧିକ ଖବର ଦେଖନ୍ତୁ...

ବାଲୁକା କଳା ମାଧ୍ୟମରେ ଯୁବ ମତଦାତାଙ୍କୁ ମତାଧିକାର ସାବ୍ୟସ୍ତ ଲାଗି ବାର୍ତ୍ତା ଦେଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ

ଭୁବନେଶ୍ବର: ପ୍ରଥମ ଥର ପାଇଁ ମତଦାତା ତାଲିକାରେ ସ୍ଥାନ ପାଇଥିବା ଯୁବ ମତଦାତାଙ୍କୁ ମତଦାନର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ଲାଗି ଆଗେଇ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି। ଏଥି ନିମନ୍ତେ ଦେଶ ବ୍ୟାପୀ “ମେରା ପେହଲା ଭୋଟ୍ ଦେଶ କେ ଲିୟେ” (ମୋର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ମୋଦୀଙ୍କୁ ସମର୍ଥନ କଲେ ଖାଇବାକୁ ଦବନି; ମହିଳାଙ୍କୁ ସମ୍ବୋଧିତ କରି ଏଭଳି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ସିଭିକ୍ ସେଣ୍ଟରରେ ଆୟୋଜିତ ଏକ ମହିଳା ସମ୍ମାନ ସମାରୋହ ସହିତ ଆମ୍ ଆଦମୀ ପାର୍ଟି ଶନିବାର ଲୋକସଭା ନିର୍ବାଚନର ପ୍ରଚାର ଆରମ୍ଭ କରିଛି। ଚଳିତ ବର୍ଷର ବଜେଟରେ ମହିଳା ସମ୍ମାନ ଯୋଜନା ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମହିଳା ଭୋଟରଙ୍କୁ ସମ୍ବୋଧିତ…
ଅଧିକ ଖବର ଦେଖନ୍ତୁ...

ଗୁରୁବାର କିମ୍ବା ଶୁକ୍ରବାର ହୋଇପାରେ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ କମିଶନ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ଗସ୍ତରେ ଯିବେ। କେନ୍ଦ୍ରଶାସିତ ଅଞ୍ଚଳରେ କେବେ ନିର୍ବାଚନ ହୋଇପାରିବ ତାହାର ଆକଳନ କରିବା ପାଇଁ ଏହି ଗସ୍ତ କରାଯାଉଛି। ଏନଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହି ଗସ୍ତ ପରେ ଖୁବ୍ ଶୀଘ୍ର ଲୋକସଭା…
ଅଧିକ ଖବର ଦେଖନ୍ତୁ...

ବହୁଛି ଲୁହ ଥମୁନି କୋହ: ଭୋକିଲାଙ୍କ ଉପରେ ପଡ଼ିଲା ଖାଦ୍ୟ ପ୍ୟାକେଟ, ଚାପି ହୋଇ ୫ ଜଣଙ୍କ ଜୀବନ ଗଲା

ତେଲ ଅଭିବ: ଇସ୍ରାଏଲ ଏବଂ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ଗାଜାର ଜନସାଧାରଣଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ପ୍ରିୟପରିଜନଙ୍କୁ ହରାଇ ଥିବା ଲୋକଙ୍କ ଆଖିରୁ ଲୁହ ଶୁଖୁ ନଥିବା ବେଳେ ଗୋଟିଏ ପରେ ଗୋଟିଏ ଦୁଃଖ ଯୋଗୁ ମନରେ କୋହ ବଢ଼ିଚାଲିଛି। ଲୋକେ ଖାଦ୍ୟ ନ…
ଅଧିକ ଖବର ଦେଖନ୍ତୁ...

ତୁମେ ମୋତେ ଗାଳି କରିଥିଲ, ଆଜି ମୁଁ ତୁମକୁ ମିଶାଉଛି: କୈଳାଶ ବିଜୟଭର୍ଗିୟଙ୍କ ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି | ଆଜି କଂଗ୍ରେସର ଅନେକ ନେତା ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସର ପୂର୍ବତନ ବିଧାୟକ ସଞ୍ଜୟ ଶୁକ୍ଲା ମଧ୍ୟ ଏଥିରେ ଅଛନ୍ତି। ତେବେ ଏହି ସମୟ ମଧ୍ୟରେ ଯେତେବେଳେ ସଞ୍ଜୟ ଶୁକ୍ଲା ବିଜେପିରେ ଯୋଗ…
ଅଧିକ ଖବର ଦେଖନ୍ତୁ...