Daily Archives

March 10, 2024

ମହିଳା ଦିବସରେ ପ୍ରଶାନ୍ତଙ୍କ ଶକ୍ତି ପ୍ରଦର୍ଶନ

ରାଉରକେଲା: ସାଧାରଣ ନିର୍ବାଚନ ଘୋଷଣା ହୋଇନି। ବିଜେପି, ବିଜେଡି ଓ କଂଗ୍ରେସର ଟିକେଟ ଆଶାୟୀ ନେତାମାନେ ଶକ୍ତିପ୍ରଦର୍ଶନ କରିବାକୁ ଗୋଟିଏ ପରେ ‌ଗୋଟିଏ କାର୍ଯ୍ୟକ୍ରମମାନ କରୁଛନ୍ତି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ନିକଟରେ କଂଗ୍ରେସ ଦଳ ଛାଡିଥିବା ରଘୁନାଥପାଲି ନିର୍ବାଚନ ମଣ୍ଡଳୀର…
ଅଧିକ ଖବର ଦେଖନ୍ତୁ...

ନାଇଜେରିଆ : ୩୦୦ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅପହରଣ କରିନେଲେ ଅଜଣା ବନ୍ଧୁକଧାରୀ

ଆବୁଜା: ନାଇଜେରିଆର କୁରିଗାରେ ଥିବା ଏକ ସ୍କୁଲ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିବା ପରେ ସ୍କୁଲରେ ପଢୁଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ଆକ୍ରମଣକାରୀ ପିଲାମାନଙ୍କୁ ଅପହରଣ କରିବାକୁ ମାତ୍ର ୫ ମିନିଟ୍ ସମୟ ନେଇଥିଲେ। ଆକ୍ରମଣକାରୀମାନେ ପିଲାମାନଙ୍କୁ ନେଇ କେଉଁଠି…
ଅଧିକ ଖବର ଦେଖନ୍ତୁ...

୨୯ କିଲୋମିଟରର ଏହି ରାସ୍ତାର ଖର୍ଚ୍ଚ ଅଟକଳ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଗଡ଼କରୀ

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମର ଖେଡକି ଟୋଲ ପ୍ଲାଜାରୁ ଦିଲ୍ଲୀର ମହିପାଲପୁର ପର୍ଯ୍ୟନ୍ତ ଥିବା ୨୯ କିଲୋମିଟର ଲମ୍ବା ଦ୍ୱାରକା ଏକ୍ସପ୍ରେସୱେ ନିର୍ମାଣକୁ ନେଇ ଆଜି ଆମେ ଆପଣଙ୍କୁ ଏକ ରୋଚକ କାହାଣୀ କହିବୁ | ଏହି ଦ୍ୱାରକା ଏକ୍ସପ୍ରେସ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ପ୍ରଭୁ ରାମଲଲ୍ଲାଙ୍କୁ ଦର୍ଶନ କରିବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି ତିନିଜଣ ସାଙ୍ଗଙ୍କ ହେଲା ମୃତ୍ୟୁ

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାରେ ଏକ ବଡ଼ ଅଘଟଣା ଘଟିଯାଇଛି । ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ କରିବାକୁ ଯାଇଥିବା ତିନିଜଣ ସ‌ାଙ୍ଗଙ୍କ ଏକାଠି ମୃତ୍ୟୁ ହୋଇଥିବା ଖବର ମିଳିଛି। ସୂଚନା ପାଇବା ପରେ ପୁଲିସ ଏବଂ ସ୍ଥାନୀୟଲୋକ ତିନିଜଣଙ୍କୁ ପାଣି ଭିତରୁ ଉଦ୍ଧାର କରି ବାହାରକୁ ଆଣିଥିଲେ। ଏହାପରେ…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ବିଜୁ ପଟ୍ଟନାୟକ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ଟାଇଟଲ ହାତେଇଲା କଟକ ଫାଓ

ରାଉରକେଲା: ଗତ ୪ ତାରିଖରୁ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମର ଫ୍ଲଡ଼ ଲାଇଟରେ ଖେଳାଯାଉଥିବା ୧୮ତମ ସର୍ବଭାରତୀୟ ବିଜୁ ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଅନ୍ତିମ ଦିବସ। କଟକର ଫାଓ ଏବଂ ଭୁବନେଶ୍ୱରର ଜଗା ୟୁନାଇଟେଡ଼ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଜେଏମ୍‌ଏମ୍‌ କର୍ମୀସମ୍ମିଳନୀରେ ମହୁମାଛି ଆକ୍ରମଣ: ୧୦ରୁ ଅଧିକ ନେତା ଓ କର୍ମୀ ଆହତ

ରାଉରକେଲା/ବୀରମିତ୍ରପୁର: ଏକଦା ଝାଡ଼ଖଣ୍ଡ ମୁକ୍ତିମ‌ୋର୍ଚ୍ଚା (ଜେଏମ୍‌ଏମ୍‌)ର ଗଡ଼ କୁହାଯାଉଥିବା ବୀରମିତ୍ରପୁର ନିର୍ବାଚନମଣ୍ଡଳୀରେ ଦଳ ସ୍ଥିତି ନୈରାଶ୍ୟଜନକ ରହିଛି। ଆଗାମୀ ନିର୍ବାଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ, ତାକୁ ନେଇ ଆଜି ବୀରମିତ୍ରପୁର ବିଏସ୍‌ଏଲ୍‌ କମ୍ପାନିର ଡାଇରେକ୍ଟର…
ଅଧିକ ଖବର ଦେଖନ୍ତୁ...

୫୦ ଦିନ ପରେ ଜେଲକୁ ଫେରିଲେ ରାମ ରହିମ୍

ରୋହତକ: ସାଧ୍ୱୀ ଯୌନ ନିର୍ଯାତନା ଓ ସାମ୍ବାଦିକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲରୁ ଜେଲ ପଠାଇ ଦିଆଯାଇଛି। ଜାନୁଆରୀ ୧୯ ରେ ରାମ ରହିମ ଜେଲରୁ ମୁକ୍ତ ହୋଇ ଆଜି ଅପରାହ୍ନ ୫ଟାରେ ରୋହତକର ସୁନାରିଆ ଜେଲରେ ପହଞ୍ଚିଥିଲେ। ଏହି ସମୟରେ ହରିୟାଣା…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ନାଇଟ୍‌ ଆଉଟ୍‌ ଆଟ୍ ଜୁ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜିଠୁ ଆରମ୍ଭ ହେଉଛି `ନାଇଟ ଆଉଟ ଆଟ୍ ଜୁ’। ନନ୍ଦନକାନନ ପକ୍ଷରୁ ନୂଆ ଶୈକ୍ଷିକ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। କେବଳ ରବିବାର ରାତିରେ ବୁଲିହେବ ନନ୍ଦନକାନନ। ୨୦ ଦର୍ଶକ ବୁଲିବାକୁ ବ୍ଯବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ କିଣି…
ଅଧିକ ଖବର ଦେଖନ୍ତୁ...

ଟିଏମସିର ପ୍ରାର୍ଥୀ ତାଲିକାକୁ ନେଇ ଜାଣିଛନ୍ତି କି ଏହି ୩ଟି ରୋଚକ କଥା

କୋଲକାତା: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବା ଆରମ୍ଭ କରି ଦେଇଛନ୍ତି। ଲୋକସଭା ନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବାବେଳେ ରବିବାର ମମତା ବାନାର୍ଜୀଙ୍କ ଦଳ ଟିଏମସି ମଧ୍ୟ ୪୨ ଜଣ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟର ଶ୍ରେଣୀଗୃହ ପ୍ରଧାନଶିକ୍ଷୟିତ୍ରୀଙ୍କ ପାଇଁ ପାଲଟିଛି ଶୋଇବାଘର ଓ ରୋଷେଇଶାଳ

ଜମୁଇ: ବିହାରରେ ଶିକ୍ଷା ବିଭାଗ ଏବଂ ଶିକ୍ଷକମାନଙ୍କର ଉନ୍ନତୀ ପାଇଁ ନିରନ୍ତର ଉଦ୍ୟମ ଚାଲିଛି। ଶିକ୍ଷା ବିଭାଗ ସହିତ ଜଡ଼ିତ ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶ୍ରେଣୀଗୃହକୁ ନିଜର ଶୋଇବାଘର କରି ସ୍ବାମୀ ସହ ରହୁଥିବା ଘଟଣା ସାମ୍ନାକୁ ଆସିଛି। ଏହି…
ଅଧିକ ଖବର ଦେଖନ୍ତୁ...