Daily Archives

March 12, 2024

ତିନି ଗ୍ରାମର ଗ୍ରାମବାସୀ ୫ ବର୍ଷ ହେଲା ବିଦ୍ୟୁତ ସେବାରୁ ବଂଚିତ

ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଆଦିବାସୀ ବହୁଳ ବିଶିଷ୍ଟ ଅପହଂଚ ଅଂଚଳ ହେଉଛି ଗୋରୁମହିଷାଣୀ ଅଂଚଳ । ଗୋରୁମହିଷାଣୀ ନିକଟସ୍ଥ ବଡମୌଦା ପଂଚାୟତର କଟୁପିଟ, କୁଲେଇଶିଳା ପଂଚାୟତର ବାଲିଖଣି ଓ ବିଜାତଳା ବ୍ଲକ ମଢେଇକଚା ଗ୍ରା.ପର ବଡବିଲ ପ୍ରଭୁତି…
ଅଧିକ ଖବର ଦେଖନ୍ତୁ...

ଖଲିସ୍ତାନୀ-ଗ୍ୟାଙ୍ଗଷ୍ଟର ମେଣ୍ଟ : ୫ଟି ରାଜ୍ୟର ୩୦ଟି ସ୍ଥାନରେ ଏନଆଇଏ ଚଢାଉ

ନୂଆଦିଲ୍ଲୀ: ଆତଙ୍କବାଦୀ ଅର୍ଶଦୀପ ସିଂହ ଓରଫ ଅର୍ଶ ଡଲା ଏବଂ ନିଷିଦ୍ଧ ଖଲିସ୍ତାନ ଟାଇଗର ଫୋର୍ସ (କେଟିଏଫ୍)ର ଅନେକ ସନ୍ଦିଗ୍ଧଙ୍କ ସହ ଜଡ଼ିତ ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ମେଣ୍ଟ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନଆଇଏ…
ଅଧିକ ଖବର ଦେଖନ୍ତୁ...

ମାରୁତି ଗାଡ଼ି ଏବେ କମ ଦିନରେ ମିଳିବ: କମିବ ପ୍ରତୀକ୍ଷା ସମୟ, ରେଳବାଇ ସହଯୋଗରେ କମ୍ପାନୀ ନେଲା ବଡ ପଦକ୍ଷେପ

ଅହମଦାବାଦ: ମାରୁତି ସୁଜୁକି କାରର ସମଗ୍ର ଭାରତରେ ଅଧିକ ଚାହିଦା ରହିଛି। କାର ପ୍ରେମୀମାନେ କାର ବୁକ୍ କରିବା ପରେ ଅନେକ ସମୟ ପ୍ରତୀକ୍ଷା କରିଥାନ୍ତି। କିନ୍ତୁ ବର୍ତ୍ତମାନ ଏହି ପ୍ରତୀକ୍ଷା ସମୟ କମ୍ ହେବ। ବାସ୍ତବରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଅଟୋମୋବାଇଲ…
ଅଧିକ ଖବର ଦେଖନ୍ତୁ...

ଏସଏସପିଙ୍କ ଘର ସାମ୍ନାରେ ଥିବା ବିଲଡରଙ୍କ ଗାଡ଼ି କାଚ ଭାଙ୍ଗି ୪ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାରେ ଅପରାଧୀମାନେ ଚୋରି, ଲୁଟ, ଡକାୟତି ଭଳି ଅପରାଧ ଘଟାଇବି ନିର୍ଭୟରେ ବୁଲୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।  ଏମିତି କି ମଙ୍ଗଳବାର ଏସଏସପିଙ୍କ ଘର ସାମ୍ନାରେ ଛିଡ଼ା ହୋଇଥିବା ଜଣେ ବିଲଡରଙ୍କ ଗାଡ଼ିରୁ ଡାକୟତି ହୋଇଥିବା ଖବର ମିଳିଛି।…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ହେଲା ଏୟାରଟେଲର ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ: ଏୟାରଟେଲ ଗ୍ରାହକଙ୍କୁ ଜୋରଦାର ଝଟକା ଦେଇଛି । କଂପାନି ନିଜର ଦୁଇଟି ରିଚାର୍ଜ ପ୍ଲାନକୁ ମହଙ୍ଗା କରିଦେଇଛି । ଏହି ଦୁଇଟି ଯାକ ପ୍ରିପେଡ୍ ପ୍ଲାନ୍ । ଏୟାରଟେଲ ୧୧୮ ଟଙ୍କା ଏବଂ ୨୮୯ ଟଙ୍କାର ପ୍ରିପେଡ୍ ପ୍ଲାନର ମୂଲ୍ୟ ବୃଦ୍ଧି କରିଛି । ଏହା ଏକ ୪ଜି ଡାଟା ଭାଉଚର ପ୍ଲାନ । ଏଭଳି…
ଅଧିକ ଖବର ଦେଖନ୍ତୁ...

ବାଘ ଲୋକସଭା ନିର୍ବାଚନ‌ରେ ବିଘ୍ନ ସୃଷ୍ଟି କରିବା ଆଶଙ୍କା: ଏହି ରାଜ୍ୟ ସରକାର ଚିନ୍ତାରେ

ପିଲଭିତ୍: ଆଗକୁ ଲୋକସଭା ନିର୍ବାଚନ। ଉତ୍ତରପ୍ରଦେଶ ପିଲଭିତ୍ ରେ ବାଘ ଲୋକସଭା ନିର୍ବାଚନ‌ରେ ବିଘ୍ନ ସୃଷ୍ଟି କରିବା ଆଶଙ୍କା ଦେଖାଦେଇଛି। ଗୋଟିଏ ପଟେ ଦେଶର ଗଣତନ୍ତ୍ରର ଏହି ପର୍ବ ପାଇଁ ଦେଶର ଲୋକମାନେ ଉତ୍ସାହିତ ଅଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ସାନିଆ ମିର୍ଜା ଗୋଆରେ ଖୋଜୁଛନ୍ତି କାହାକୁ ? ଇନଷ୍ଟାଗ୍ରାମରେ ହୃଦୟସ୍ପର୍ଶୀ ଭାବନା କଲେ ପ୍ରକାଶ

ପଣଜୀ:ପୂର୍ବତନ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ସମ୍ପ୍ରତି ହେଡଲାଇନରେ ରହିଛନ୍ତି। ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କଠାରୁ ତାଙ୍କର ଛାଡପତ୍ର ହେବା ପରଠାରୁ ସାନିଆ ମିର୍ଜାଙ୍କ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି। ଛାଡପତ୍ର ପରେ ସାନିଆ ମିର୍ଜା ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ଏସସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ: ଏସସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ। ସ୍ୱାସ୍ଥ୍ୟରେ ଅଵନତି ଘଟିବାରୁ ତାଙ୍କୁ ଆଜି ସକାଳେ ଏସସିବିରେ ଭର୍ତ୍ତି କରାଯାଇଥିଲା । ରକ୍ତହୀନତା, କିଡନୀ ସମସ୍ୟା ଓ ମୂତ୍ର ସଂକ୍ରମଣ ରୋଗରେ ପୀଡିତ ହୋଇ ଏସସିବିର ମେଡ଼ିସିନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ସିଏଏ: ମୁସଲମାନଙ୍କ ଅଧିକାର ହିନ୍ଦୁମାନଙ୍କ ସହିତ ସମାନ,ଗୃହ ମନ୍ତ୍ରଣାଳୟ ଦେଲା ଆଶ୍ବାସନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ ଲାଗୁ ହେବା ପରେ ମୁସଲିମ ସମ୍ପ୍ରଦାୟରେ ଅନିଶ୍ଚିତତା ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏକ ବିବୃତ୍ତି ଜାରି କରାଯାଇଛି। ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେସିଏଏ ହେତୁ କୌଣସି ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ଖୋଲିଲା ଓୟୋର ପ୍ରଥମ ‘ହୋମ୍ ଷ୍ଟେ’, ଦକ୍ଷ ମାନବ ସମ୍ବଳ ଯୋଗାଇଦେବ ଓଏସଡିଏ

ଭୁବନେଶ୍ୱର/ପୁରୀ: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ ‘ହୋମ୍ ଷ୍ଟେ’ ହୋଟେଲ ସେବା ଆରମ୍ଭ ହୋଇଛି। ଐତିହ୍ୟ ସହର ପୁରୀରେ ଏହି ସେବାକୁ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...