Daily Archives

March 12, 2024

ଗୁଳି ଶବ୍ଦ ଶୁଣି ଧାଇଁ ଆସିଲା ପୋଷାକୁକୁର, ନିଜ ଜୀବନ ଦେଇ ମାଲିକଙ୍କୁ ବଞ୍ଚାଇଲା

ନୂଆଦିଲ୍ଳୀ: ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାରେ ଏକ ପୋଷା କୁକୁର ନିଜ ଜୀବନ ଦେଇ ତାର ମାଲିକଙ୍କ ଜୀବନ ବଞ୍ଚାଇ ଦେଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି। ସୂଚନାଯୋଗ୍ୟ, ଚାନ୍ଦପୁର ଥାନା ଅଞ୍ଚଳସ୍ଥ ପାଡଲା ଗ୍ରାମରେ ଚାଷୀ ସରଦାର ଲଖବିନ୍ଦର ସିଂହ ବସବାସ କରନ୍ତି। …
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା ଆରମ୍ଭ: ୮ଟି ସ୍ଥାନରେ ୪୫ଟି ବିଷୟକୁ ନେଇ ଦକ୍ଷତା ବିକାଶ…

ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ରହିଛି ଅନନ୍ୟ ଦକ୍ଷତା। ଏହାକୁ ପ୍ରଦର୍ଶନ କରିବା ସହ ସେମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାରେ ସୁଯୋଗ ଦେବା ପାଇଁ ପ୍ରତିବର୍ଷ କରାଯାଉଛି ‘ଓଡ଼ିଶା ସ୍କିଲ୍ସ’ କାର୍ଯ୍ୟକ୍ରମ। ମଙ୍ଗଳବାରଠାରୁ ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ୮ଟି…
ଅଧିକ ଖବର ଦେଖନ୍ତୁ...

ବର୍ଷକୁ ୩ ଥର ହେବ ସିଏ ଫାଉଣ୍ଡେସନ ଓ ଇଣ୍ଟର ପରୀକ୍ଷା !

ନୂଆଦିଲ୍ଲୀ: ନୂଆ ଶିକ୍ଷାନୀତି ଆସିବା ପରେ ଶିକ୍ଷା କ୍ଷେତ୍ରରେ କ୍ରମାଗତ ଭାବେ ନୂଆ ନୂଆ ପରିବର୍ତ୍ତନ ଘଟୁଛି। ଏବେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟର୍ଡ ଆକାଉଣ୍ଟାଣ୍ଟସ ଅଫ୍ ଇଣ୍ଡିଆ (ଆଇସିଏଆଇ) ମଧ୍ୟ ଏହାର ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରିବାକୁ ମନ ସ୍ଥିର କରିଛି। ମେ' ମାସରେ ହେବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ଝୁଣ୍ଟିଲେ ଅନୀଲ ବିଜ୍: ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ରହିଲା ଅଧୁରା

ଚଣ୍ଡିଗଡ଼: ହରିୟାଣାର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ବିଜ୍ ପୁଣି ଥରେ ଝୁଣ୍ଟିଛନ୍ତି। ତାଙ୍କର ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଏଥରକ ମଧ୍ୟ ଅଧୁରା ରହି ଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନାଟକୀୟ ଇସ୍ତଫା ପରେ ଅନୀଲଙ୍କ ରାସ୍ତା ସଫା ବୋଲି ମନେ…
ଅଧିକ ଖବର ଦେଖନ୍ତୁ...

ଭଉଣୀର ବିବାହ ଚାଲିଥିବା ବେଳେ ବିଦ୍ୟୁତ ଆଘାତରେ ଗଲା ଦୁଇଭାଇଙ୍କ ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଭଉଣୀ ବିବାହ ପାଇଁ ଧୁମଧାମରେ ସମସ୍ତ ଆୟୋଜନ କରିବା ପରେ ବିଦ୍ୟୁତ ଆଘାତରେ ଦୁଇଭାଇଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଫତେହପୁର ଜିଲ୍ଲା ଓଙ୍ଗ ଥାନା ଅଞ୍ଚଳସ୍ଥ ରାମପୁର ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବିଲଡର୍ସଙ୍କୁ କୌଣସି ବଡ଼ ଠିକା କାମର ମଉକା ମିଳିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧ ଆହୁରି ମଜଭୁତ ହେବ। ସରକାରୀ ବିଭାଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ଯୋଗ ରହିଛି। ବୃଷ: ଦାମ୍ପତ୍ୟ ଜୀବନରେ କୌଣସି ବଡ଼ ଖୁସି ଖବର ପାଇବେ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କୌଣସି…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ ୟୁଜର୍ସଙ୍କ ଘରକୁ ଆସିବେ ୧୯ ହଜାର କର୍ମଚାରୀ: ପଚାରି ବୁଝିବେ ନେଟୱାର୍କ ସମସ୍ୟା

ନୂଆଦିଲ୍ଲୀ: ସାରା ଦେଶରେ କୋଟି କୋଟି ଏୟାରଟେଲ ୟୁଜର୍ସଙ୍କ ପାଇଁ ଖୁସି ଖବର ଆସିଛି। ଏବେ ନେଟୱାର୍କକୁ ନେଇ ଦେଖା ଦେଉଥିବା ସମସ୍ୟାର ସମାଧାନ ଶୀଘ୍ର ହେବ। ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ୟୁଜର୍ସ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ତଥା ଏହା ଉପରେ ଗ୍ରାହକଙ୍କ ମତାମତ ସଂଗ୍ରହ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ସିଏଏ ଲାଗୁ ହେବାପରେ ଖୁସି ହୋଇଯାଇଥିବା ସୀମା ହାଇଦରଙ୍କୁ କଟାକ୍ଷ କଲେ ଶିବସେନା ସାଂସଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ (ସିଏଏ) ବିଜ୍ଞପ୍ତି ଜାରି କରିଛନ୍ତି।  ସିଏଏ ବିଜ୍ଞପ୍ତି ଜାରି ହେବାପରେ ସରକାର ଭାରତକୁ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସିଥିବା ଅଣ ମୁସଲିମ ବ୍ୟକ୍ତିମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡକୁ ଅନ୍ୟତ୍ର କରିବାକୁ ନେଇ ରାଇକିଆବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ

ଘୁ.ଉଦୟଗିରି: ରାଜ୍ୟ ସରକାର ରାଇକିଆଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରିବା ପରେ ରାଇକିଆ ରାଜସ୍ୱ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରି ରାଇକିଆ ସହରର ମଧ୍ୟଭାଗରେ ଥିବା ବସଷ୍ଟାଣ୍ଡରେ ନୂତନ ସରକାରୀ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ପରେ ୪% ମହଙ୍ଗା ଭତ୍ତା ବୃଦ୍ଧି କଲେ ଏହି ରାଜ୍ୟ ସରକାର

‌ବେଙ୍ଗାଲୁରୁ: ହୋଲି ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଡିଏ/ଡିଆର ରେ ବୃଦ୍ଧି ଘୋଷଣା କରି କେନ୍ଦ୍ର ସରକାର ସମସ୍ତଙ୍କୁ ଖୁସି କରିଥିଲେ। ଏହି ନିଷ୍ପତ୍ତି ନିଆଯିବା ପରଠାରୁ କେତେକ ରାଜ୍ୟର ସରକାର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...