Daily Archives

March 18, 2024

ମାଲକାନଗିରି ଏମଭି ୨୩ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

କାଲିମେଳା : ମାଲକାନଗିରି ଜିଲ୍ଲା ଏମଭି ୨୩ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବିଶାଖାପାଟଣା ଯାଉଥିବା ବସ ଓ ଲୁହା ବୋଝେଇ ପିକଅପ ଭ୍ୟାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି | ଘଟଣାସ୍ଥଳରେ ବିଶାଖାପାଟଣା ବସ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଆରସିବି ହେଲା ମାଲାମାଲ୍, ପରାଜିତ ହୋଇ ବି ଦିଲ୍ଲୀ କ୍ୟାପିଟାଲ୍ସ ଉପରେ କୋଟି କୋଟି ଟଙ୍କା ବର୍ଷା

ନୂଆଦିଲ୍ଲୀ: ଡବ୍ଲ୍ୟୁପିଏଲ-୨୦୨୪ର ଫାଇନାଲରେ ଆରସିବି ଚମ୍ପିୟନ ହୋଇଛି। ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡ଼ିୟମରେ ଖେଳାଯାଉଥିବା ମ୍ୟାଚ୍ ରେ ଦିଲ୍ଲୀ କ୍ୟାପିଟଲ୍ସକୁ ଦଳ ୮ ୱିକେଟରେ ପରାଜିତ କରିଛି। ଚମ୍ପିୟନ ଟିମ୍ ଆରସିବି ବିଜୟୀ ହେବା ପରେ ମାଲାମାଲ୍ ହୋଇଛି। ଅପରପକ୍ଷରେ ପରାଜିତ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଅଧିକାରୀଙ୍କ ଲାଗିଗଲା ଆଖି: ତିନିଜଣଙ୍କ ଉପରେ ମାଡ଼ି ଚାଲିଗଲା ଗାଡ଼ି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଯମୁନା ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ କାର ତିନିଜଣଙ୍କ ଉପରେ ମାଡ଼ି ଚାଲିଯିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ରବିବାର…
ଅଧିକ ଖବର ଦେଖନ୍ତୁ...

ବିହାରରେ ଏନଡିଏ ଆସନ ବୁଝାମଣା ଚୂଡ଼ାନ୍ତ, ବିଜେପି ୧୭, ଜେଡିୟୁ ୧୬ ଆସନରେ ଲଢ଼ିବ

ନୂଆଦିଲ୍ଲୀ: ବିହାରରେ ଏନଡିଏ ଏବଂ ଏହାର ସହଯୋଗୀ ଦଳମାନେ ଆସନ ବୁଝାମଣା ରେ ପହଞ୍ଚିଛନ୍ତି । ବିଜେପି ସାଧାରଣ ସମ୍ପାଦକ ତଥା ବିହାର ପ୍ରଭାରୀ ବିନୋଦ ତାୱଡେ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ଜେଡିୟୁର ସଞ୍ଜୟ ଝା ଏବଂ ଏଲଜେପି (ଆର)ର ରାଜୁ ତିୱାରୀ ଆସନ ବୁଝାମଣା ଘୋଷଣା କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଗୃହ ସହାୟିକାଙ୍କୁ ଦୁଷ୍କର୍ମ କରି ଡିଏସପି ଗିରଫ

ନୂଆଦିଲ୍ଲୀ: ଗୃହ ସହାୟିକାଙ୍କୁ ଦୁଷ୍କର୍ମ କରି ଡିଏସପି ଗିରଫ। ଆସାମ‌ରେ ଘଟିଛି ଏଭଳି ଘଟଣା। ଘରେ କାମ କରିବା ପାଇଁ ରହିଥିବା ଜଣେ ୧୫ବର୍ଷୀୟା ପୀଡ଼ିତାଙ୍କୁ ନିଜ ପରିବାରର ସଦସ୍ୟଙ୍କ ସହ ମିଶି ଦୁଷ୍କର୍ମ କରୁଥିଲେ ଡିଏସପି କିରଣ ନାଥ୍। ପୀଡ଼ିତା ଅଭିଯୋଗ କରିଦେବେ ବୋଲି ତାଙ୍କୁ ଘର ବାହାରକୁ…
ଅଧିକ ଖବର ଦେଖନ୍ତୁ...

ଆର୍‌ସିବିକୁ ଡବ୍ଲୁପିଏଲ୍ ଟ୍ରଫି ଦେଇ ଚର୍ଚ୍ଚିତ ହୋଇଥିବା ସ୍ମୃତିଙ୍କ ମୋଟ ସମ୍ପତ୍ତି କରିବ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ଅଧିନାୟକ ଥିବା ସ୍ମୃତି ମନ୍ଧନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଦକ୍ଷ ଅଧିନାୟକତ୍ୱରେ, ଆରସିବିର ମହିଳା ଟିମ୍ ଚମତ୍କାର ପ୍ରଦର୍ଶନ କରି ନିଜର ପ୍ରଥମ ଡବ୍ଲୁପିଏଲ୍ ଟାଇଟଲ୍…
ଅଧିକ ଖବର ଦେଖନ୍ତୁ...

ନିଜଠାରୁ ୩୨ ବର୍ଷର ଛୋଟ ଗର୍ଲଫେଣ୍ଡ୍, ମା‘ ରାସ୍ତା କରୁଥିଲେ ଝାଡୁ, ୫ମ ଥର ପାଇଁ କ୍ଷମତା ହାସଲ କରିଥିବା ପୁଟିନଙ୍କ…

ମସ୍କୋ: ବ୍ଲାଡ଼ିମିର ପୁଟିନ ଲଗାତାର ୫ମଥରପାଇଁ ରୁଷିଆର ରାଷ୍ଟ୍ରପତି ହୋଇଛନ୍ତି। ଗତ ୨୫ ବର୍ଷ ଧରି ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ଆସିଛନ୍ତି। ଏବେ ୫ମ ଥର ଆସନ୍ତା ୬ ବର୍ଷ ପାଇଁ କ୍ଷମତା ଦଖଲ କରି ସେ ପୂର୍ବତନ ସୋଭିଏତ୍ ଦେଶର ଏକଛତ୍ରବାଦୀ ଶାସକ ଜୋସେଫ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ କାମକୁ ନେଇ ମହିମାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ହିତ ପାଇଁ ଯେଭଳି ଭାବେ ଯୋଜନାମାନ ଆଣୁଛନ୍ତି, ଦେଶ ପାଇଁ କାମ କରୁଛନ୍ତି ତାହା ପିଲା ଠାରୁ ବୃଦ୍ଧ ସମସ୍ତେ ଜାଣିଛନ୍ତି। ଏଭଳି କାମ ପାଇଁ ମୋଦୀଙ୍କୁ ଦେଶ ତଥା ଦେଶ ବାହାରେ ବି ପ୍ରଶଂସା କରାଯାଉଛି। ଅନେକ ସମୟରେ ବଲିଉଡ ଷ୍ଟାରମାନେ…
ଅଧିକ ଖବର ଦେଖନ୍ତୁ...

ସିଦ୍ଧୁ ମୁସେୱାଲା ଛାଡ଼ି ଯାଇଥିଲେ ଏତେ କୋଟିର ସମ୍ପତ୍ତି, ଜନ୍ମ ପରେ ମାଲିକ ହେଲା ସାନ ଭାଇ

ଅମୃତସର: ଗତ ଫେବ୍ରୁଆରି ମାସରେ ଖବର ଆସିଥିଲା ଯେ ସିଦ୍ଧୁ ମୁସେୱାଲା ନାମରେ ପରିଚିତ ସ୍ୱର୍ଗତ ପଞ୍ଜାବୀ ଗାୟକ ତଥା ରାପର୍ ଶୁଭଦୀପ ସିଂହ ସିଦ୍ଧୁଙ୍କ ପିତାମାତା ମାର୍ଚ୍ଚରେ ଏକ ସନ୍ତାନ ଲାଭ କରିବାକୁ ଯାଉଛନ୍ତି। ଏବେ ତାହା ସତ ହୋଇଛି। ଏବେ ମୁସେୱାଲାଙ୍କ ବାପା ବଲକୌର ସିଂହ ଫେସବୁକରେ…
ଅଧିକ ଖବର ଦେଖନ୍ତୁ...

କିଛି ବଦଳିବ ନାହିଁ, ତାଙ୍କ ହାତ ମୋ କାନ୍ଧରେ ରହିବ; ରୋହିତଙ୍କୁ ନେଇ ଏଭଳି କହିଲେ ପାଣ୍ଡ୍ୟା

ମୁମ୍ବାଇ: ଗୁଜରାଟ ଟାଇଟନ୍ସକୁ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ହେଉଛନ୍ତି। ହାର୍ଦିକଙ୍କୁ ଟ୍ରେଡିଂ ଜରିଆରେ ଆଣିବା ପରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ତାଙ୍କୁ ନେତୃତ୍ବ ଦେଇଛି। ନିୟମିତ ଅଧିନାୟକ ରୋହିତ…
ଅଧିକ ଖବର ଦେଖନ୍ତୁ...