Daily Archives

March 21, 2024

ସ୍କର୍ପିଓ ଧକ୍କାରେ ଆଇସ୍‌କ୍ରିମ୍‌ ବିକାଳିଙ୍କ ମୃତ୍ୟୁ

ରାଉରକେଲା: ସ୍କର୍ପିଓ ଧକ୍କାରେ ଗୁରୁତର ଆଇସ୍‌କ୍ରିମ୍‌ ବିକାଳିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିହାର ଫତେପୁର ଥାନା ଅଞ୍ଚଳର ଇସ୍‌ଲାମ୍‌ ମିଆଁ (୬୨)। ପ୍ଲାଣ୍ଟସାଇଟ୍‌ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଆହତ…
ଅଧିକ ଖବର ଦେଖନ୍ତୁ...

ଭୟଭୀତ ଏକଛତ୍ରବାଦୀ..କେଜ୍ରିଓ୍ବାଲଙ୍କ ଗିରଫଦାରି ପରେ କହିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ର ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବାକୁ ବିରୋଧୀ ଦଳମାନେ ନିନ୍ଦା କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଭୟଭୀତ ଏକଛତ୍ରବାଦୀ ଏକ ମୃତ ଗଣତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଶାନ୍ତି ପ୍ରୟାସ ବିଫଳ: କଥାବାର୍ତ୍ତାର କିଛି ଘଣ୍ଟା ମଧ୍ୟରେ ପରସ୍ପର ଉପରେ କ୍ଷେପଣାସ୍ତ୍ର ମାଡ଼ କଲେ…

କିଭ୍/ମସ୍କୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷିଆ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମେୟର ଜେଲେନସ୍କିଙ୍କ ସହିତ କଥାବାର୍ତ୍ତା ହେବାର କିଛି ଘଣ୍ଟା ପରେ ପରସ୍ପର ଉପରେ ରୁଷିଆ ଏବଂ ୟୁକ୍ରେନ୍ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଫଳରେ ଶାନ୍ତି ପାଇଁ…
ଅଧିକ ଖବର ଦେଖନ୍ତୁ...

ସାଇବର୍‌ ଠକଙ୍କ ଜାଲରେ ଔଷଧ ବ୍ୟବସାୟୀ: ଠକିନେ‌ଲେ ୪୦,୫୦୦

ରାଉରକେଲା: ସାଇବର ଠକଙ୍କ ଜାଲରେ ଫସିଯାଇଛନ୍ତି ରାଉରକେଲାର ଜଣେ ବ୍ୟବସାୟୀ। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଅନ୍ତର୍ଗତ ବିଭିନ୍ନ ଔଷଧର ବିତରକ କରାଇଦେବା ନାଁରେ ୪୦,୫୦୦ ଟଙ୍କା ଠକି ନେଇଛନ୍ତି। ଏନେଇ ଝିରପାଣି ଥାନାରେ ଲିଖିତ ଅଭିଯୋଗ ହୋଇଛି। ସହରର ଜଣେ ବ୍ୟକ୍ତିଙ୍କ…
ଅଧିକ ଖବର ଦେଖନ୍ତୁ...

ଶାଶୁଘରକୁ ଭଉଣୀକୁ ପଠାଇବା ପୂର୍ବରୁ ଭିଣୋଇଙ୍କ ପାଦ ଧରି କାନ୍ଦିଲା ଭାଇ; ଖୁସିରେ ରଖିବାକୁ କଲା ଅନୁରୋଧ

ନୂଆଦିଲ୍ଲୀ: ଦୁନିଆରେ ଯେତେ ବି ସମ୍ପର୍କ ଅଛି ସବୁଠାରୁ ନିଆର ସମ୍ପର୍କ ହେଉଛି ଭାଇ ଏବଂ ଭଉଣୀର। ଭାଇ ଓ ଭଉଣୀ ଯେତେ ବି ଝଗଡ଼ା ଲାଗନ୍ତୁ ପରସ୍ପରକୁ ସେତିକି ଭଲ ବି ପାଆନ୍ତି। ନିକଟରେ ଭଉଣୀ ବାହା ହୋଇଯାଉଥିବା ବେଳେ ଭାଇ ତାର ଭିଣୋଇଙ୍କ ପାଦ ଧରି ଭୋଭୋ ହୋଇ କାନ୍ଦୁଥିବାର ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ: ୫-ଟି’ ରୂପାନ୍ତରଣ କାମର ବିଲ ପାଇଁ ଲାଞ୍ଚ ନେଉଥିଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡି ଗୁରୁବାର ଜଣେ ଠିକାଦାରଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଆସିବ ବିଜେପିର ପ୍ରାର୍ଥୀ ତାଲିକା: ମନମୋହନ ସାମଲ

ଭୁବନେଶ୍ବର: ଖୁବ୍‌ ଶୀଘ୍ର ଆସିବ ବିଜେପିର ପ୍ରାର୍ଥୀ ତାଲିକା ଆସିବ। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରୁ ଫେରିଲା ପରେ ଗୁରୁବାର ରାତିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ ସଂପର୍କରେ ଯାହା ହେବ ତାହା ଜଣାଇ ଦିଆଯିବ।…
ଅଧିକ ଖବର ଦେଖନ୍ତୁ...

ଇସ୍ତଫା ଦେବେ ନାହିଁ ଅରବିନ୍ଦ କେଜ୍ରିଓ୍ବାଲ, ଜେଲରୁ କାର୍ଯ୍ୟ କରିବେ : ଆପ୍

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ର ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଚଢ଼ାଉ କରି ବିଳମ୍ବିତ ସନ୍ଧ୍ୟାରେ ତାଙ୍କୁ ଗିରଫ କରିଛି। କେଜ୍ରିଓ୍ବାଲ ଗିରଫ ହେବା ପରେ ଆପ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

୨୬ ବର୍ଷ ପରେ ଭାରତ ପାଲଟିବ ବୃଦ୍ଧବୃଦ୍ଧାଙ୍କ ଦେଶ: କମ୍ ସନ୍ତାନ ଜନ୍ମ କରୁଛନ୍ତି ଦମ୍ପତି

ନୂଆଦିଲ୍ଲୀ: ସମ୍ପ୍ରତି ଭାରତ ପୃଥିବୀର ସବୁଠାରୁ ଜନବହୁଳ ଦେଶ ପାଲଟିଛି। ତେବେ ଦେଶର ଜନସଂଖ୍ୟା ୨୦୫୦ ବେଳକୁ ବହୁତ କମିଯିବ। ଏହା ଦ୍ବାରା ଦେଶ ଆଗରେ ବହୁ ନୂଆ ସଙ୍କଟ ଦେଖାଯିବାର ଆଶଙ୍କା ରହିଛି। ଲାସେଣ୍ଟ୍ ମ୍ୟାଗାଜିନ୍ ରେ ଏନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ୨୦୫୦ ବେଳକୁ ଦେଶର…
ଅଧିକ ଖବର ଦେଖନ୍ତୁ...

୧୦ବର୍ଷର ବାଳକକୁ ପ୍ରଭୁ ରାମଲଲ୍ଲାଙ୍କ ଭଳି ସଜେଇଲେ ଦମ୍ପତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଆସନସୋଲରେ ରହୁଥିବା ଦମ୍ପତି ଶିଶୁକୁ ମେକଅପ ଦ୍ବାରା ପ୍ରଭୁ ରାମଲଲ୍ଲାଙ୍କ ଭଳି ସଜାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସୂଚନାଯୋଗ୍ୟ, ଆଶିଷ କୁଣ୍ଡୁ ଓ ତାଙ୍କ ସ୍ତ୍ରୀ ରୁବି କୁଣ୍ଡୁ ମୋହିସିଲା ଅଞ୍ଚଳସରେ ବସବାସ କରନ୍ତି। ନିକଟରେ ଏହି ଦମ୍ପତି ୧୦ବର୍ଷର ବାଳକ…
ଅଧିକ ଖବର ଦେଖନ୍ତୁ...