Daily Archives

March 21, 2024

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟ ପ୍ରତିଶ୍ରୁତିରେ ପଡ଼ନ୍ତୁ ନାହିଁ: ମାଓ ସଂଗଠନ

ମାଲକାନଗିରି: ଆନ୍ଧ୍ର ଓଡିଶା ସୀମାନ୍ତ ସ୍ବତନ୍ତ୍ର ମାଓ ଡିଭିଜନ ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତିରେ ଆଗାମୀ ନିର୍ବାଚନକୁ ବିରୋଧ କରିବା ସହ ଭୋଟ ବର୍ଜନ କରିବାକୁ ସଂଗଠନ ଆହ୍ବାନ ଦେଇଛି। ସଂଗଠନର ସଚିବ ଗଣେଶ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଆରଏସଏସ ଓ ବିଜେପିର ବିପଦରୁ ଦେଶ ଓ ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଚୋରମୁହାଁ ପଞ୍ଚାୟତ ସରପଞ୍ଚଙ୍କ ମୃତ୍ୟୁ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଚୋରମୁହାଁ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ କେଶରୀ ମହାନ୍ତି (୩୯) ଙ୍କର ଆଜି ଏକ ଦୁର୍ଘଟଣାରେ ମୃତ୍ୟୁ​ ହୋଇଛି। ସୂଚନା ଅନୁସାରେ ପ୍ରଦ୍ୟୁମ୍ନ ମହାନ୍ତି ଆଜି ମିର୍ଜାପୁରରେ ଏକ ଉତ୍ସବରେ ଯୋଗ ଦେବାପାଇଁ ଅପରାହ୍ଣ ପ୍ରାୟ ୨ଟାରେ ସେ ବାଇକ୍…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୁକ୍ତଙ୍କୁ ସମ୍ମାନୀତ କଲା ବିଜେପି

ଲକ୍ଷ୍ନୌ: ଲଶ୍କର-ଇ-ତୋଏବା ଭଳି ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୁକ୍ତଙ୍କୁ ବିଜେପି ସାଂସଦ ମଞ୍ଚରେ ସମ୍ମାନୀତ କରିଛନ୍ତି। ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଜେଲ୍ ଯାଇ ଜାମିନ୍ ରେ ଆସିଥିବା ସଞ୍ଜୟ ସରୋଜଙ୍କୁ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇରେ ହେବ ସିଏସକେ-ଆରସିବି ଲଢ଼େଇ: ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରନ୍ତି ସ୍ପିନର

ଚେନ୍ନାଇ: ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୨ ଶୁକ୍ରବାର ରାତି ୮ଟାରେ ଆରମ୍ଭ ହେବ। ୧୭ ତମ ସିଜିନ୍ ର ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ମୁହାଁମୁହିଁ ହେବେ। ମ୍ୟାଚ୍ ଚେନ୍ନାଇର ଏଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ ରେ…
ଅଧିକ ଖବର ଦେଖନ୍ତୁ...

ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି । ତେବେ ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବେ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଏହା ବିରୋଧରେ କେଜ୍ରିଓ୍ବାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ…
ଅଧିକ ଖବର ଦେଖନ୍ତୁ...

୧୧୦ଥର ଅସଫଳ ହେବାପରେ ୭୫ଜଣ ସେଫ ମିଶି ତିଆରି କଲେ ୧୨୩ଫୁଟର ଦୋସା

ନୂଆଦିଲ୍ଲୀ: ଦୋସା ଦକ୍ଷିଣ ଭାରତର ଲୋକପ୍ରିୟ ଖାଦ୍ୟ ଥିବା ବେଳେ ଏବେ ଭାରତର କୋଣ ଅନୁକୋଣର ଲୋକ ଏହାକୁ ଖୁବ ପସନ୍ଦ କରୁଛନ୍ତି। ଦିନକୁ ଦିନ ବିଭିନ୍ନ ସ୍ବାଦର ଦୋସା ବଜାରକୁ ଆସୁଛି। ଆଉ ଲୋକଙ୍କ ଚାହିଦାକୁ ଦେଖି କାରିଗର ବି ଦୋସାକୁ କିପରି ଅଧିକରୁ ଅଧିକ ସ୍ବାଦଯୁକ୍ତ କରି ପାରିବେ…
ଅଧିକ ଖବର ଦେଖନ୍ତୁ...

ଜିଓ ଦେଲା ଏୟାରଟେଲ୍ କୁ ଟକ୍କର: ଆଣିଲା ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍, ମିଳିବ ୨୫ ଜିବି ଡାଟା

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିଖବର ଆସିଛି। ଜିଓ ପକ୍ଷରୁ ଏୟାରଟେଲ୍କୁ ଟକ୍କର ଦେବା ଲାଗି ନୂଆ ରିଚାର୍ଜ ପ୍ଲାନ୍ ଅଣାଯାଇଛି। ଜିଓ ପକ୍ଷରୁ ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ ଅନ୍ତର୍ଗତ ୪୯ ଟଙ୍କାର ନୂଆ ଡାଟା ଭାଉଚର ପ୍ଲାନ୍ ରଞ୍ଚ୍ କରାଯାଇଛି। ଏହାକୁ ଆଇପିଏଲ୍ କ୍ରିକେଟ ଅଫର ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଭଲ ଲାଭ ପାଇବେ। ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଲୋକେ ଆପଣଙ୍କ କାମର ପ୍ରଶଂସା କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ପ୍ରତିଯୋଗୀ ପରୀକ୍ଷାର ପରିଣାମ ଆପଣଙ୍କ ପକ୍ଷରେ ଆସିବ। କୌଣସି କଥାରେ…
ଅଧିକ ଖବର ଦେଖନ୍ତୁ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମହିଳାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଲେଫ୍ରିପଡ଼ା ସୁରୁଗୁଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ସୁରୁଗୁଡ଼ା- ଲେଫ୍ରିପଡ଼ା ରାସ୍ତା କଡ ରେ ଦୀର୍ଘ ଦିନରୁ ଏକ ଦଶ ଚକିଆ ଟ୍ରକ ବ୍ରେକ ଡାଉନ୍…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜେଲ୍‌ରେ ଡିଆଇଜି, ବ୍ରହ୍ମପୁର ସିନିୟର ସୁପରିଟେଣ୍ଡଣ୍ଟ୍‌ଙ୍କ ଖୋଳତାଡ଼

ଖୋର୍ଦ୍ଧା: ଜିଲ୍ଲା କାରାଗାରରେ ଜେଲ୍ ଡିଆଇଜି ଅନୁସୂୟା ଜେନା ଖୋଳତାଡ଼ କରିଛନ୍ତି। ସେ ଜଣକ ପରେ ଜଣେ କଏଦୀଙ୍କୁ ଡାକି ବ୍ୟକ୍ତିଗତ ଭାବେ ଜେରା କରିଛନ୍ତି। କେବଳ ଡିଆଇଜି ନୁହେଁ, ବ୍ରହ୍ମପୁରର ସିନିୟର ଜେଲ୍ ସୁପରିଟେଣ୍ଡେଣ୍ଟ ଧୀରେନ୍ଦ୍ରନାଥ ବାରିକ ବି ଜେଲ୍‌ରେ ତନାଘନା ଆଜି ଫେରିଛନ୍ତି।…
ଅଧିକ ଖବର ଦେଖନ୍ତୁ...