Daily Archives

March 28, 2024

ଇଣ୍ଡିଆନ ଓମେନ୍ସ ଲିଗ-୨ : ପୁଣେର କ୍ରୀଡ଼ା ପ୍ରବୋଧିନୀକୁ ୩-୨ରେ ହରାଇଲା ଓଡ଼ିଶାର ନିତା ଫୁଟବଲ ଏକାଡେମୀ

କୋଲକାତା: କୋଲକାତାର ଅମଲ ଦତ୍ତ କ୍ରୀଡ଼ାଙ୍ଗନଠାରେ ଗୁରୁବାର ଖେଳାଯାଇଥିବା ଇଣ୍ଡିଆନ ଓମେନ୍ସ ଲିଗ-୨ର ଏକ ମ୍ୟାଚରେ ଓଡ଼ିଶାର ନିତା ଫୁଟବଲ ଏକାଡେମୀ ଏକ ଚମତ୍କାର ବିଜୟ ହାସଲ କରିଛି । ଦଳ ପୁଣେର କ୍ରୀଡ଼ା ପ୍ରବୋଧିନୀକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରିଛି । ଏକ ତୀବ୍ର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ୨୦୨୪: ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଜୟପୁର: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୯ମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ଦିଲ୍ଲୀ ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୫ ୱିକେଟ ହରାଇ ୧୭୩ ରନ୍‌ କରି ପରାସ୍ତ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ୧୯୯୬ ମସିହାରେ ଏନଡିପିଏସ ମାମଲାରେ ପାଲାନପୁରର ଏକ କୋର୍ଟ ଦଣ୍ଡିତ କରିଛନ୍ତି। କୋର୍ଟ ପୂର୍ବତନ ଆଇପିଏସ୍ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଏବଂ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

୩ ମାସପରେ ମୁକୁଳିଲେ ୧୮ ଓଡ଼ିଆ ଶ୍ରମିକ; କାମ କରିବାକୁ ଯାଇ ପଞ୍ଜାବରେ ଫସିରହିଥିଲେ

ରାଉରକେଲା: ଉଚ୍ଚ ଦରମା ଆଶାରେ ଚାକିରିରେ ଯୋଗଦେବାକୁ ପଞ୍ଜାବକୁ ଯାଇଥିଲେ। ତେବେ ସେଠାରେ ମାଲିକ ବନ୍ଦୀ କରି ରଖିବା ସହ ମାନସିକ, ଶାରୀରିକ ନିର୍ଯାତନା ଦେଇଥିଲା। ତିନି ମାସ ଧରି ଅକଥନୀୟ ନିର୍ଯ୍ୟାତନା ଭୋଗିବାପରେ ଶେଷରେ ମୁକୁଳିଛନ୍ତି ୧୮ ଜଣ ଶ୍ରମିକ। ସମସ୍ତ ଅଠର ଜଣ ଶ୍ରମିକ ଆଜି…
ଅଧିକ ଖବର ଦେଖନ୍ତୁ...

ବିମାନ ଭିତରେ ବସିରହିଲେ ୨ ଘଣ୍ଟା; ରାଉରକେଲା ନ ଆସି କୋଲକାତାରେ ଅବତରଣ

ରାଉରକେଲା: ଭୁବନେଶ୍ବର ବିମାନବନ୍ଦରରୁ ରାଉରକେଲା ଅଭିମୁଖେ ବାହାରିଲେ। ଅଧା ଆକାଶରେ ବୈଷୟିକ ସମସ୍ୟା ଥିବା ଦର୍ଶାଇ ବିମାନକୁ କୋଲକାତା ନିଆଯାଇଥିଲା। ଫଳରେ ରାଉରକେଲାକୁ ଆସିନପାରି ୫୧ ଜଣ ଯାତ୍ରୀ କୋଲକାତା ବିମାନବନ୍ଦରରେ ବସିରହିଛନ୍ତି। ଅପରପକ୍ଷରେ ଯାତ୍ରୀଙ୍କ ରହଣି ବ୍ୟବସ୍ଥା କରିବା…
ଅଧିକ ଖବର ଦେଖନ୍ତୁ...

ଏନ୍‌ଆଇଟିରେ ଆଧ୍ୟାତ୍ମିକ ପ୍ରବଚକ ଅମୋଘ ଲୀଳା ଦାସ

ରାଉରକେଲା: ସକରାତ୍ମକ ମାନସିକ ସ୍ୱାସ୍ଥ୍ୟ ପାଇଁ ସଫଳ ସୂତ୍ର ହେଉଛି ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ୍‌। ନିୟନ୍ତ୍ରଣ ବାହାରେ ଥିବା ଜିନିଷ ପଛରେ ନ ଗୋଡ଼ାଇ, ତାକୁ ଛାଡ଼ି ଦେବା ଆବଶ୍ୟକ। ଆମେ ସବୁବେଳେ ଭାବୁ ଯେ ଶାରୀରିକ ଆରାମ, ଦୁଃଖର ଅଭାବ ତଥା ବିଭିନ୍ନ ବସ୍ତୁର ଅଧିକାରୀ ହେବା ହିଁ ସୁଖ ଆଣିଥାଏ।…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଡନ ମୁଖତାର ଅନସାରୀ ମୃତ, ଜେଲରେ ଥିବାବେଳେ ଆସିଥିଲା ହୃଦଘାତ

ବାନ୍ଦା: ମାଫିଆ ଡନ୍ ମୁଖତାର ଅନସାରୀ  ମୃତ୍ୟୁବରଣ କରିଛି । ହୃଦଘାତ କାରଣରୁ ତାହାର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହା ପରେ ସମଗ୍ର ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି ହେବା ସହ ସୁରକ୍ଷାକୁ ବଢାଇଦିଆଯାଇଛି । ସୂଚନା ଅନୁସାରେ ଜେଲରେ ଥିବାବେଳେ ତାହାର ହୃଦଘାତ ହେବା କାରଣରୁ ସେ ଅଚେତ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ବିଦେଶରେ ସୁଟିଂ ହୋଇଥିଲା ଏହି ବଲିଉଡ ଫିଲ୍ମ

ମୁମ୍ବାଇ: ଏବେ ତ ଅନେକ ଫିଲ୍ମ ବିଦେଶରେ ସୁଟିଂ ହେଉଛି | ବଲିଉଡରୁ ଆରମ୍ଭ କରି ଓଲିଉଡର ଅନେକ ଫିଲ୍ମ ମଧ୍ୟ ବିଦେଶରେ ସୁଟିଂ ହେଉଛି | ତେବେ ଆପଣ ଜାଣିଛନ୍ତି କି ବିଦେଶରେ ପ୍ରଥମ କେଉଁ ବଲିଉଡ ଫିଲ୍ମ ସୁଟିଂ ହୋଇଥିଲା | ଆଜି ଆମେ ଆପଣଙ୍କୁ ସେ ବାବଦରେ ସୂଚନା ଦେବୁ | ବାସ୍ତବରେ ବିଦେଶରେ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଘାଟି ତଳକୁ ଓଲଟିଲା ପ୍ରୋକଲିନ୍ ସହ ଟ୍ରଲର, ଜଣେ ଗୁରୁତର

ଜୟପୁର: ଜୟପୁର କୋରାପୁଟ ଘାଟି ପାଲଟିଛି ମରଣଯନ୍ତା। ଘାଟିରେ ରହିଥିବା ଅଚାନକ ମୋଡରେ ନିୟମିତ ଜାରି ରହିଛି ଛୋଟ ବଡ ଦୁର୍ଘଟଣା। ଆଜି ସକାଳ ୬ଟା ବେଳେ କୋରାପୁଟ ଘାଟିର ସବୁ ବେଳେ ଦୁର୍ଘଟଣା ଘଟୁଥିବା ମୋଡ଼ରେ ଟ୍ରଲର ନଂ ଆରଜେ-୦୧-ଜିଏ-୯୨୦୦ଟି ଘାଟି ତଳକୁ ଖସି ପଡ଼ିଥିଲା। ଟ୍ରଲରେ ଥିବା…
ଅଧିକ ଖବର ଦେଖନ୍ତୁ...

ହାର୍ଡଓୟାର ଦୋକାନରେ ଜିଏସ୍‌ଟି ଚଢ଼ଉ

ବୌଦ୍ଧ: ବୁଧବାର ସକାଳୁ ସମ୍ବଲପୁରରୁ ଆସିଥିବା ୧୦ ଜଣିଆ ଜିଏସ୍‌ଟି ଟିମ୍ ବୌଦ୍ଧ ଗାନ୍ଧୀ ଛକସ୍ଥିତ ଗୋପାଳଜୀ ହାର୍ଡଓୟାର ଦୋକାନରେ ଅତର୍କିତ ଚଢ଼ଉ କରିଥିଲା। ଉକ୍ତ ଦୋକାନ ମାଲିକ ଗଜାନନ ଅଗ୍ରୱାଲଙ୍କ ଆଉ ଏକ ଦୋକାନ, ବାଲାଜୀ ଷ୍ଟୋର ସହ ଘର ଓ ଗମ୍ଭାରୀପଦରସ୍ଥିତ ଗୋଦାମ ଉପରେ ମଧ୍ୟ ଏକକାଳୀନ…
ଅଧିକ ଖବର ଦେଖନ୍ତୁ...