ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ: ରେଙ୍ଗାଳି ବିସ୍ଥାପିତଙ୍କ ଦାବି ପୂରଣ କରିବାକୁ ଅନୁରୋଧ

ଅନୁଗୁଳ: ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ ଦଫା ଦାବିକୁ ପୂରଣ କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

୨୦୦୦ରେ ପାଉଁଶରେ ବୁଡ଼ିଥିଲା ନାଲ୍‌କୋ ତଳି ଅଞ୍ଚଳ

ଅନୁଗୁଳ: ଇବ୍‌ ଥର୍ମାଲ୍‌ରେ ଓପିଜିସି ପାଉଁଶ ପୋଖରୀ ଆଜି ଭୁଶୁଡ଼ିବା ପରେ ଅନୁଗୁଳରେ ଘଟିଥିବା ୨୩ ବର୍ଷ ତଳର ଭୟଙ୍କର ଦୁର୍ଘଟଣାକୁ ତାଜା କରାଇ ଦେଇଛି। ୨୦୨୦ ଡିସେମ୍ବର ୩୧ରେ ନାଲ୍‌କୋର ଥିବ‌ା ଆସ୍‌ପଣ୍ଡ ଭାଙ୍ଗି ଯାଇଥିଲା। ସେତେବେଳେ ପାଖରେ ଥିବା ନନ୍ଦିରା ନାଳରେ ପାଖାପାଖି ୩୦ ଫୁଟ…
ଅଧିକ ଖବର ଦେଖନ୍ତୁ...

ସହର ତଳେ ହାତୀ ଆତଙ୍କ: ୨ଜଣଙ୍କୁ ଦଳିଦେଲା ଦନ୍ତା, ବଢ଼ୁଛି ଜନଅସନ୍ତୋଷ

ଅନୁଗୁଳ: ପୂର୍ବରୁ ଜଙ୍ଗଲ ପାଖ ଗାଁରେ ହାତୀ ଆତଙ୍କ ଥିଲା। ପରେ ଜନବସତି ମୁହାଁ ହୋଇଥିଲେ ହାତୀପଲ। ଆଉ ଏବେ ସହର ତଳି ଗାଁରେ ପଶି ଲୋକଙ୍କୁ ମାରିଲେଣି। ଗତ ରାତିରେ ସହର ଉପକଣ୍ଠ ଶରଧାପୁର ଓ ଛେଳିଆପଡ଼ା ଗାଁରେ ହାତୀ ଦୁଇଜଣଙ୍କୁ ଦଳି ଦେବା ପରେ ଏହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

ତାଳଚେର ମେଡିକାଲ୍‌ କଲେଜ ଖୁବ୍‌ଶୀଘ୍ର: ମୁଖ୍ୟମନ୍ତ୍ରୀ

ତାଳଚେର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟିତ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ତାଳଚେର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ଦୁଇ ମୃତ: କ୍ଷତିପୂରଣ ଦାବିରେ ବନ୍ତଳା- ଅନୁଗୁଳ ମୁଖ୍ୟ ରାସ୍ତାରେ ଆନ୍ଦୋଳନ

ଅନୁଗୁଳ: ଅନୁଗୁଳ ଉପକଣ୍ଠ ଶରଧାପୁର ଓ ଛେଳିଆପଡ଼ା ଠାରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ଉତ୍ତେଜନା ଦେଖା ଦେଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହାତୀ ଦାଉରୁ ରକ୍ଷା ପାଇଁ ସ୍ଥାୟୀ ସମାଧାନ ଦାବିରେ ଦୁଇ ଗାଁରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପୁଣି ଝୁଲିଲା ମେଡିକାଲ କଲେଜ: ୮ରେ ପବିତ୍ର ମୋହନ ପ୍ରଧାନ ଡାକ୍ତରଖାନାର ଉଦ୍‌ଘାଟନ

ଅନୁଗୁଳ: ତାଳଚେରରେ ନିର୍ମାଣ କରାଯାଇଥିବା ମେଡିକାଲ କଲେଜ ଓ ଡାକ୍ତରଖାନାର ଭାଗ ପୁଣି ଅନିଶ୍ଚିତତା ଘେରକୁ ଚାଲିଯାଇଛି। ଏହି ମେଡିକାଲ କଲେଜ ଡାକ୍ତରଖାନାର ନାମ ପରିବର୍ତ୍ତନ କରି ପବିତ୍ର ମୋହନ ସରକାରୀ ଡାକ୍ତରଖାନା ରଖାଯାଇଥିଲାବେଳେ ଏହା ଆସନ୍ତା ୮ ତାରିଖରେ ଉଦ୍‌ଘାଟନ କରାଯିବ।…
ଅଧିକ ଖବର ଦେଖନ୍ତୁ...

ଶିକାରୀଙ୍କ ଅଭୟାରଣ୍ୟ ସାତକୋଶିଆ: ଧଳାହରିଣ ଉଭାନ୍‌

ବନ୍ତଳା: ୧୫ବର୍ଷ ତଳେ ସାତକୋଶିଆ ଅଭୟାରଣ୍ୟରେ ଦେଖିବାକୁ ମିଳିଥିଲା ବିରଳ ଧଳା ହରିଣ ବା ଆଲ୍‌ବିନୋ। ଧଳା ହରିଣର ଫଟୋ ଜାତୀୟ ଗଣମାଧ୍ୟମରେ ପ୍ରମୁଖ ଶିରୋନାମା ବି ପାଲଟିଲା। ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବହୁ ପଶୁପ୍ରେମୀ ସେତେବେଳେ ଏହାକୁ ନେଇ ଖୁସିବ୍ୟକ୍ତ କରିବା ସହ ସାତକୋଶିଆକୁ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ଧରାପଡ଼ିଲେ କିରାଣି

ଅନୁଗୁଳ/କି‌ଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ର ବରିଷ୍ଠ ସହାୟକ ନିତ୍ୟାନନ୍ଦ ଗାଇଗରିଆ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଛି। ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ପରେ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ, ଅନୁଗୁଳ…
ଅଧିକ ଖବର ଦେଖନ୍ତୁ...

ନେହରୁ ଶତାବ୍ଦୀ ହସ୍‌ପିଟାଲ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା, ହାତକୁ ନେଲେ ରାଜ୍ୟ ସରକାର

ଭୁବନେଶ୍ବର/ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହରୁ ଶତାବ୍ଦୀ ହସ୍‌ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ପରିଚାଳିତ ଏହି ହସ୍‌ପିଟାଲକୁ ରାଜ୍ୟ ସରକାର ହାତକୁ ନେବା ସହ ଏହାର ନାମ ‘ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍‌ପିଟାଲ’କୁ…
ଅଧିକ ଖବର ଦେଖନ୍ତୁ...