ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ଅନୁଗୁଳ: ଯୁବକଙ୍କ ତଣ୍ଟିକାଟି ହତ୍ୟା

ଅନୁଗୁଳ: ଆଜି ସକାଳୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ପାଇକସାହି- ଠାକୁରଗଡ଼  ରାସ୍ତାର ଗୋକଣ୍ଡା ନନ୍ଦତଇଲା ପୋଲ ତଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଜିନ୍‌ ପ୍ୟାଣ୍ଟ ପରିହିତ ଏହି ଯୁବକଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ତାଙ୍କୁ ପୋଲ ତଳକୁ…
ଅଧିକ ଖବର ଦେଖନ୍ତୁ...

ଜେଏସ୍‌ପିଏଲ୍‌ ଟାଉନସିପ୍‌ରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା

ଅନୁଗୁଳ : ଅନୁଗୁଳ ନିଶାଠାରେ ଥିବା ଜିନ୍ଦଲ ଷ୍ଟିଲ୍‌ ଏଣ୍ଡ୍‌ ପାଓ୍ଵାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ଇସ୍ପାତ କାରଖାନା ଟାଉନସିପ୍‌ ପରିସରରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିରର ଶୁଭ ପ୍ରତିଷ୍ଠା ହୋଇଛି। ସପ୍ତାହବ୍ୟାପୀ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ଯଜ୍ଞ ପରେ ଆଜି ବିଗ୍ରହଙ୍କର ପ୍ରାଣ…
ଅଧିକ ଖବର ଦେଖନ୍ତୁ...

ହମାମୀରାରେ ଜଳ ‘ଜହର’ : ଆଖିବୁଜିଲେ ଆଉ ଜଣେ

ଅନୁଗୁଳ : ଅନୁଗୁଳ ବ୍ଲକ ବେଡ଼ାଶାସନ ପଞ୍ଚାୟତର ହମାମୀରା ଗାଁରେ ଦୂଷିତ ଜଳ ନେଉଛି ଜୀବନ। କିଡ୍‌ନି ରୋଗରେ ଆଖି ବୁଜୁଛନ୍ତି ଜଣଙ୍କ ପରେ ଜଣେ। ବିଗତ କିଛି ବର୍ଷ ହେବ ଗାଁରେ କିଡ୍‌ନି ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆଜି ଏହି ତାଲିକାରେ ଆଉ ଜଣଙ୍କ ନାମ ଯୋଡ଼ି ହୋଇଯାଇଛି। ଗତକାଲି ରାତି…
ଅଧିକ ଖବର ଦେଖନ୍ତୁ...

ବସ୍‌ ଧକ୍କାରେ ବଲେରୋ ଚୂର୍‌ମାର୍‌, ୩ ମୃତ

କିଶୋରନଗର/ବଇଣ୍ଡା : ଜଗନ୍ନାଥଙ୍କ ଦର୍ଶନ ପାଇଁ ଛତିଶଗଡ଼ରୁ ଏକ ବୋଲେରୋ ଗାଡ଼ିରେ ଆସୁଥିବା ଗୋଟିଏ ପରିବାରର କିଛି ସଦସ୍ୟଙ୍କ ପାଇଁ ତୀର୍ଥଯାତ୍ରା ଶେଷଯାତ୍ରାରେ ପରିଣତ ହୋଇଛି। ସମ୍ବଲପୁର-ଅନୁଗୁଳ ଜାତୀୟ ରାଜପଥର କିଶୋରନଗର ଥାନା ଚମ୍ପାପୁରଠାରେ ଗତକାଲି ବିଳମ୍ବିତ ରାତିରେ ବୋଲେରୋ ଓ ଏକ…
ଅଧିକ ଖବର ଦେଖନ୍ତୁ...

ରଶ୍ମିରଂଜନଙ୍କ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ପ୍ରେମିକ ସମେତ ୫ ଗିରଫ

ଛେଣ୍ଡିପଦା : ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମର ରଶ୍ମିରଂଜନ ପ୍ରଧାନଙ୍କ ହତ୍ୟା ଘଟଣା ଉପରୁ ପରଦା ହଟିଛି। ପୁଲିସ ଆଜି ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପୁରୁଣାଗଡ଼ ଗାଁର ପଞ୍ଚୁ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା(୨୯), ଅନିରୁଦ୍ଧ ବେହେରାଙ୍କ…
ଅଧିକ ଖବର ଦେଖନ୍ତୁ...

ନରହନ୍ତା ଦନ୍ତା ନେଲା ଆଉ ଦୁଇ ଜୀବନ

କଣିହାଁ/ଛେଣ୍ଡିପଦା : କିଛି ଦିନର ନିରବତା ପରେ ପୁଣି ମାତିଛି ନରହନ୍ତା ଦନ୍ତା। ଆଜି ସକାଳେ ଏହି ଦନ୍ତା ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳରେ ଜଣେ ମହିଳା ଓ ଜଣେ ଯୁବକଙ୍କର ଜୀବନ ନେଇଛି। ମୃତକ ଦୁଇଜଣ ହେଲେ କଣିହାଁ ଥାନା ବଡ଼ଚାଙ୍ଗୁଡ଼ିଆ ଗାଁର କୁବେର ସାହୁଙ୍କ ପତ୍ନୀ ଅହଲ୍ୟା ସାହୁ (୪୫) ଏବଂ…
ଅଧିକ ଖବର ଦେଖନ୍ତୁ...

ଶିକାରୀ ଗୁଳିରେ ଶିକାରୀ ମୃତ: ମାଟି ତଳୁ ମୃତ ଦେହ ଜବତ, ଜଣେ ଗିରଫ

ଢେଙ୍କାନାଳ: ଗଁଦିଆ ଥାନା ଦେଓଗାଁ ଗ୍ରାମର ଶିକାରୀ ସୁଶାନ୍ତ ନାଏକଙ୍କ ମୃତ ଦେହକୁ ପୁଲିସ ମଙ୍ଗଳବାର ମାଟି ତଳୁ ଉଦ୍ଧାର କରିଛି। କପିଳାସ ସଂରକ୍ଷିତ ଜଙ୍ଗଲକୁ ଅନ୍ୟ ୨ଜଣ ଶୀକାରୀଙ୍କ ସହିତ ଶିକାର କରିବାକୁ ଯାଇ ଥିବା ସୁଶାନ୍ତ ୨ଦିନ ହେବ ନିଖୋଜ ଥିଲେ। ଜନ୍ତୁ ଶିକାର ବେଳେ ଗୁଳି…
ଅଧିକ ଖବର ଦେଖନ୍ତୁ...

ଟ୍ରକ ମାଡ଼ିଯିବାରୁ ବୃଦ୍ଧ ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ, କ୍ଷତି ପୂରଣ ଦାବି

ଅନୁଗୁଳ: ଜାତୀୟ ରାଜପଥ ନମ୍ବର-୫୫ର ବଅଁରପାଳ ଥାନା ସମ୍ମୁଖରେ ରବିବାର ଏକ ଟ୍ରକ (ଓଡି୦୯ସି୯୦୭୫) ମାଡ଼ି ଯିବାରୁ ଜଣେ ବୃଦ୍ଧଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବଅଁରପାଳ ଥାନା ଅନ୍ତର୍ଗତ ଅପର୍ତ୍ତିପୁର ଗ୍ରାମର କୈବଲ୍ୟ ସାହୁ(୬୫) ରାସ୍ତା ଅତିକ୍ରମ କରୁଥିବା…
ଅଧିକ ଖବର ଦେଖନ୍ତୁ...

ନାଲକୋନଗର: ରେଲେଓ୍ଵ କ୍ରସିଂ ନିକଟରୁ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ନାଲକୋନଗର: ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମପଞ୍ଚାୟତର କଇଁଫୁଲିଆସାହି ରେଲେଓ୍ଵ କ୍ରସିଂ ନିକଟରୁ ଶନିବାର ଜଣେ ଯୁବକଙ୍କର ମୃତ ଦେହ ମିଳିଛି। ମିଳିଥିବା ସୂଚନା ଅନୁସାରେ ମୃତ ଯୁବକ ହେଲେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରିଣୀ ଗାଁର ସଚ୍ଚିଦାନନ୍ଦ ସାହୁ(୨୪)।…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ବସ-ଅଟୋ ଧକ୍କା, ୧ ମୃତ, ୨ ଆହତ

ଅନୁଗୁଳ: ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ସହର ଉପକଣ୍ଠର ହୁଲୁରିସିଂହା ନିକଟରେ ଏକ ବସ ଓ ଅଟୋ ମଧ୍ୟରେ ଧକ୍କା ହେବା ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଜଣକ ହେଉଛନ୍ତି ଏସ କେ ପୃଷ୍ଟି ଓ ତାଙ୍କ ଘର ଯାଜପୁର।…
ଅଧିକ ଖବର ଦେଖନ୍ତୁ...