ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ନିଖୋଜ ବୃଦ୍ଧଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଆଟପୁର ପଞ୍ଚାୟତ ବେଲଦା ଗ୍ରାମର ଜଣେ ବୃଦ୍ଧ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ମୃତକ ଜଣଙ୍କ ହେଲେ ଗ୍ରାମର ସାମଲ ସାହିର କୈଳାଶ ସାମଲ (୫୫)। ମିଳିଥିବା ସୂଚନା ଅନୁସାରେ କୈଳାଶ ଗତକାଲି ଅପରାହ୍ନରେ କାମ ସାରି ଘରକୁ ଫେରିବା ପରେ ଗୋଡ଼ ହାତ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଟ୍ୟୁସନ୍‌ ଶିକ୍ଷକଙ୍କ ଆପତ୍ତିଜନକ ବ୍ୟବହାର ଅଭିଯୋଗ

ଜଳେଶ୍ୱର: ଜଳେଶ୍ୱର ଅଞ୍ଚଳର ଜଣେ ଶିକ୍ଷକ ୩ ବର୍ଷ ଧରି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଟ୍ୟୁସନ୍‌ କରି ଆସୁଛନ୍ତି। ବର୍ତ୍ତମାନ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୬୦ରୁ ଅଧିକ ଛାତ୍ରଛାତ୍ରୀ ତାଙ୍କଠାରେ ଟ୍ୟୁସନ୍‌ ହେଉଛନ୍ତି। ତେବେ ସଂପୃକ୍ତ ଶିକ୍ଷକ ଜଣେ ଛାତ୍ରୀଙ୍କୁ ଆପତ୍ତିଜନକ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌: ଜଣେ ମୃତ, ଅନ୍ୟ ଜଣେ ଆହତ

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ନିକଟରେ ଏକ ବାଇକ୍‌କୁ ପଛରୁ କଣ୍ଟେନର ଧକା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇ ସୋର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଭଦ୍ରକ କଲେଇ ଗ୍ରାମର ଶୁଭକାନ୍ତ ରାଉତ…
ଅଧିକ ଖବର ଦେଖନ୍ତୁ...

ଜାଲ୍‌ ପ୍ରମାଣପତ୍ରରେ ଚାକିରି: ୪ ଶିକ୍ଷକଙ୍କୁ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ

ବାଲେଶ୍ବର: ଜାଲ୍‌ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ୪ ଜଣ ଶିକ୍ଷକ ବାଲେଶ୍ବର ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନେ ହେଲେ, ନୀଳଗିରି ଥାନା ମହିଷ‌ାପଟା ୟୁଜିଏମ୍‌ଇ ସ୍କୁଲର ସହକାରୀ ଶିକ୍ଷକ ଦୈତାରୀ ନାୟକ, ଝରଣାଘାଟି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାକୁ ବିତିଲା ୨୫ ଦିନ: ବାହାନଗା ଷ୍ଟେସନ୍‌ରେ ସ୍ବାଭାବିକ ହେଲା ଟ୍ରେନ୍‌ ରହଣି

ସୋର/ବାହାନଗା: ବାଲେଶ୍ବର ଜିଲ୍ଲା ‌ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୨୫ ଦିନ ବିତିଯାଇଛି। ଆଜିଠୁ ବାହାନଗା ଷ୍ଟେସନ୍‌ରେ ଟ୍ରେନ୍‌ ରହଣି ସ୍ବାଭାବିକ ହୋଇଛି। ଚଳିତ ମାସ ୨ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅପ୍‌ ଲାଇନ୍‌ରେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ବାହାନଗା ବଜାର…
ଅଧିକ ଖବର ଦେଖନ୍ତୁ...

ବାହାନଗା ଦୁର୍ଘଟଣାକୁ ବିତିଲା ୨୫ ଦିନ; ଷ୍ଟେସନ୍‌ରେ ସ୍ବାଭାବିକ ହେଲା ଟ୍ରେନ୍‌ ରହଣି

ସୋର/ବାହାନଗା: ବାଲେଶ୍ବର ଜିଲ୍ଲା ‌ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ୨୫ ଦିନ ବିତିଯାଇଛି। ସିବିଆଇ ଦୁର୍ଘଟଣାର କାରଣ ଜାଣିବା ଏବଂ ଦୋଷୀଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି। ଏଯାଏ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ୧୨ ଜଣରୁ ଅଧିକ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ…
ଅଧିକ ଖବର ଦେଖନ୍ତୁ...

ଲାବିସ୍‌ ସିଜନ୍‌-୧ ଜିତିଲେ ବାଲେଶ୍ବରର ତୃପ୍ତିମୟୀ

ବାଲେଶ୍ୱର: ଭୁବନେଶ୍ୱରର ହୋଟେଲ୍‌ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସ୍‌ନାଲ୍‌ ଆନୁକୂଲ୍ୟରେ ଲାବିସ୍ ଫ୍ୟାସନ୍ ସୋ’ ଓ ରାମ୍ପ୍‌ ୱାକ୍‌ ସିଜିନ୍‌-୧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବାଲେଶ୍ବର ଝିଅ ଝିଅ ତୃପ୍ତିମୟୀ ବେହେରା (୧୬) ଟାଇଟଲ୍‌ ଜିତିଛନ୍ତି। ଆର୍‌ଆର୍‌ ଇଭେଣ୍ଟ ପକ୍ଷରୁ ଛୋଟ ପିଲା…
ଅଧିକ ଖବର ଦେଖନ୍ତୁ...

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଶିକ୍ଷାର ପ୍ରସାର ପାଇଁ ୩ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି

ଜଳେଶ୍ୱର: ଉତ୍କଳ ସମ୍ମିଳନୀ, ଖଡ଼ଗପୁର ଶାଖା ପକ୍ଷରୁ ଖଡ଼ଗପୁର ଜଗନ୍ନାଥ ମନ୍ଦିର ଶ୍ରୀଜଗନ୍ନାଥ ଶିଶୁ ବିକାଶ କେନ୍ଦ୍ର ପରିସରରେ ୩ ଜଣ ଶିକ୍ଷୟିତ୍ରୀଙ୍କ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସହଭାଗିତାରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଅଭିନବ ପ୍ରତିବାଦ: ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

ସୋର: ଦୀର୍ଘଦିନ ଧରି ରାସ୍ତା ମରାମତି ହେଉ ନଥିବାରୁ ସେଠାରେ ଧାନଗଛ ରୋଇ ପ୍ରତିବାଦ ଜଣାଇଛନ୍ତି ଗ୍ରାମବାସୀ। ସୋର ବ୍ଲକ୍‌ ମାଣିପୁର ପଞ୍ଚାୟତ ଅଧୀନ ବାବୁପାଟଣା, ନିଆଁଖିଆ, ଖଇରାଢ଼ି, ହରେକୃଷ୍ଣପୁର, ଛତରା ଆଦି ଗ୍ରାମର ଲୋକମାନେ ଯାତାୟାତ ପାଇଁ ପ୍ରମୁଖ ନିଆଁଖିଆ ରାସ୍ତା ଉପରେ ନିର୍ଭର…
ଅଧିକ ଖବର ଦେଖନ୍ତୁ...

ମନରେଗା ଶ୍ରମିକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ନୀଳଗିରି: ନୀଳଗିରି ବ୍ଲକ କାଂଶ ପଞ୍ଚାୟତ ସଂଗ୍ରାମପୁର ଗ୍ରାମରେ ମନରେଗା କାମ ହେଉଥିଲା। ୪୦ ଜଣରୁ ଅଧିକ ଜବ୍‌କାର୍ଡଧାରୀ ଶ୍ରମିକ ବୈଷ୍ଟିମଗଡ଼ିଆରୁ ମାଟି ଉଠାଇ ନିକଟସ୍ଥ ସରସ୍ବତୀ ମଣ୍ଡପରେ ପକାଉଥିଲେ। ତେବେ ଆଜି ଗ୍ରାମର କିଛି ଦୁର୍ବୃତ୍ତ କାମ ବନ୍ଦ କରିବାକୁ କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ…
ଅଧିକ ଖବର ଦେଖନ୍ତୁ...