ଅନୁସନ୍ଧାନ କରୁଥିବା ବର୍ଗ

ଢେଙ୍କାନାଳ

ପାତ୍ର ଜୋତା ଏଜେନ୍ସିରେ ଜିଏସଟି ଟିମର ଚଢ଼ାଉ

ଢେଙ୍କାନାଳ: ଢେଙ୍କାନାଳ ସହରର ବାଜିଚୌକସ୍ଥିତ ପାତ୍ର ଜୋତା ହୋଲସେଲିଂ ଦୋକାନ ଏବଂ ଯତନନଗର ସ୍ଥିତ ଜୋତା ଗୋଦାମରେ ଆଜି ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ଟିମ ଅନୁଗୁଳର ଡେପୁଟି କମିଶନର ଶିବାଶିଷ ସୂର୍ଯ୍ୟକାନ୍ତ ସାହୁଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ…
ଅଧିକ ଖବର ଦେଖନ୍ତୁ...

ସେଲ୍‌ସମ୍ୟାନ୍‌ଙ୍କୁ ବନ୍ଧୁକ ଦେଖାଇ ୨ ଲକ୍ଷ ଟଙ୍କା ଲୁଟିଲେ ୪ ଦୁର୍ବୃତ୍ତ

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା କାମକ୍ଷାନଗର ଥାନା ମୁକ୍ତାପଶି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ଏକ ଔଷଧ ଦୋକାନୀକୁ ଔଷଧ ଦେଇ ଫେରିବା ବାଟରେ ଜଣେ ସେଲ୍‌ସମ୍ୟାନ୍‌ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ସେଲ୍‌ସମ୍ୟାନଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

କାମାକ୍ଷାନଗରରୁ ଘରକୁ ଫେରୁଥିଲେ ଯୁବକ: ରାମିଆଳ ସେତୁ ଉପରେ ଜଗିଥିଲା ଯମ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାମାକ୍ଷାନଗର ଥାନା ଅନ୍ତର୍ଗତ ରେକୁଳା ମହୁଲପାଳ ରାମିଆଳ ସେତୁ ଉପରୁ ତଳକୁ ଏକ ବାଇକ୍  ଖସିପଡ଼ିବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆଲୁଅଝରଣ ଗ୍ରାମର ଦିପୁ ପ୍ରଧାନ। ସୂଚନା…
ଅଧିକ ଖବର ଦେଖନ୍ତୁ...

ବାଇଗଣ ବାଡ଼ିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ଯୁବକ: ଚାଲିଗଲା ଜୀବନ

ଢେଙ୍କାନାଳ: ଢେଙ୍କାନାଳ ସଦର ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି। ମୃତକ ହେଲେ ଚାଉଳିଆ ପଞ୍ଚାୟତର ବ୍ରହ୍ମାନନ୍ଦ ନାୟକ(୪୦)। ଆଜି ସକାଳ ୮ଟା ବେଳେ ନିଜ ବାଇଗଣ ବାଡ଼ିକୁ ତଳିରୋଇବାକୁ ଯାଉଥିବାବେଳେ ଦନ୍ତାହାତୀ ହାବୁଡ଼ିରେ ପଡ଼ି ମୃତ୍ୟୁବରଣ କରିଛନ୍ତି।
ଅଧିକ ଖବର ଦେଖନ୍ତୁ...

କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ହାତୀର ମୃତ୍ୟୁ

ଢେଙ୍କାନାଳ: ବୌଦ୍ଧରୁ ଉଦ୍ଧାର ହୋଇ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରକୁ ଆସିଥିବା ଦନ୍ତା ହାତୀର ମୃତ୍ୟୁ ହୋଇଛି। ବନ ବିଭାଗ ଦ୍ୱାରା ଏହା ସ୍ଥାନାନ୍ତର ହେବା ପରେ ଆଜି ଭୋର ସମୟରେ ଆଖି ବୁଜିଛି ଦନ୍ତା ହାତୀ। କଣ୍ଟାମାଳ ଅଞ୍ଚଳରେ ଆତଙ୍କ ଖେଳାଇବା ପରେ ଦନ୍ତାକୁ ବନ ବିଭାଗ କାବୁ କରିଥିଲା।…
ଅଧିକ ଖବର ଦେଖନ୍ତୁ...

କପିଳାସରେ ବୌଦ୍ଧର ଉତ୍ପାତିଆ ଦନ୍ତା

ଢେଙ୍କାନାଳ: ବୌଦ୍ଧ ଜିଲ୍ଲାରେ ଉତ୍ପାତ କରୁଥିବା ଦନ୍ତାହାତୀକୁ ଆଜି ଢେଙ୍କାନାଳ ଜିଲ୍ଲା କପିଳାସସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଅଣାଯାଇଛି। ଢେଙ୍କାନାଳ ସୀମାରେ ପଶିବା ପରେ ସଦର ବ୍ଲକ୍‌ କାଇମାଟିଠାରେ ହାଇୱାଟି ଖରାପ ହୋଇଯାଇଥିଲା। ରାସ୍ତାରେ ଗାଡ଼ି ଉପରେ ହାତୀକୁ ଦେଖିବାକୁ ସେଠାରେ…
ଅଧିକ ଖବର ଦେଖନ୍ତୁ...

ପିକନିକ ସାରି ଫେରିବାବେଳେ ବସ-ଟ୍ରକ ମୁହାଁମୁହିଁ ଧକ୍କା

ଢେଙ୍କାନାଳ: ଢେଙ୍କାନାଳ ମହାବିରୋଡ଼ ଥାନା ଭେଜିଆ ମନ୍ଦିର ଛକ ନିକଟରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମ୍ବଲପୁରରୁ ଚଣ୍ଡିଖୋଲ ଯାଉଥିବା ବେଳେ ତାଳଚେର ଆଡ଼ୁ ଖମାର ଆଡ଼କୁ ଯାଉଥିବା ଟ୍ରକ୍ ମଧ୍ୟ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବସରେ ଥିବା ୩ଜଣ ଆହତ ହୋଇଛନ୍ତି । ଟ୍ରକ୍ ଚାଳକ…
ଅଧିକ ଖବର ଦେଖନ୍ତୁ...

ଦଶପଲ୍ଲାକୁ ଖୁବ୍‌ଶୀଘ୍ର ଗଡ଼ିବ ରେଳ

ଦଶପଲ୍ଲା: ନୂଆଗାଁରୁ ଦଶପଲ୍ଲାକୁ ରେଳ ଚଳାଚଳ ପାଇଁ ଦୀର୍ଘଦିନ ଧରି ଦାବି ଜୋର୍ ଧରୁଛି। ଦଶପଲ୍ଲାଠାରୁ ଆରମ୍ଭ କରି ନୟାଗଡ଼ ପର୍ଯ୍ୟନ୍ତ ବିଭିନ୍ନ ସଂଗଠନ ପକ୍ଷରୁ ଦାବିପତ୍ର ଦେବାଠାରୁ ଆରମ୍ଭ କରି ପ୍ରତିବାଦ କରାଗଲାଣି। ହେଲେ ଦଶପଲ୍ଲାକୁ ରେଳ ଚଳାଚଳ ପାଇଁ ଦିନ ଧାର୍ଯ୍ୟ ହୋଇପାରୁନି। ଏସବୁ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳରେ ଜମି ଦର: ବର୍ଷକରେ ବଢ଼ିଲା ୨ଗୁଣ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଜମି କିଣାବିକା ବୃଦ୍ଧି ପାଇବାରେ ଲାଗିଛି। କେବଳ ୨୦୨୨-୨୩ ବର୍ଷରେ ସମଗ୍ର ଜିଲ୍ଲାରେ ପ୍ରାୟ ୧୦ ହଜାରଟି ଜମି କିଣାବିକା ହୋଇଥିବା ସରକାରୀ ଭାବେ ଜଣାପଡ଼ିଛି। ଢେଙ୍କାନାଳ ତହସିଲ୍‌‌ ଅଧୀନରେ ସର୍ବାଧିକ ଜମି କିଣାବିକା ହୋଇଥିବା‌ବେଳେ କଙ୍କଡ଼ାହାଡ଼ ତହସିଲ୍‌…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍‌ ଆଘାତରେ ହାତୀଛୁଆ ମୃତ: ତାର ବିଛାଇଥିବା ୨ ଗିରଫ

ଢେଙ୍କାନାଳ/ରାସୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ରାସୋଳ ସେକ୍ସନ୍‌ ରାମପାଳ ବନ୍ଧ ନିକଟରୁ ଆଜି ସକାଳେ ଏକ ୫ ବର୍ଷର ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଛୁଆଟିର ମୃତ୍ୟୁ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି। ଏହି ଘଟଣାରେ ୨…
ଅଧିକ ଖବର ଦେଖନ୍ତୁ...