ଅନୁସନ୍ଧାନ କରୁଥିବା ବର୍ଗ

ଢେଙ୍କାନାଳ

ଧର୍ମଶାଳା ଓ ଭୁବନରେ ବଜ୍ରପାତ: ଗାଈ ଚରାଳି ଓ କ୍ଷୀର ବିକାଳି ମୃତ

ଯାଜପୁର/ଭୁବନ: ଯାଜପୁର ଜିଲ୍ଲାର ଧର୍ମଶାଳା ଓ ଢେଙ୍କାନାଳ ଜିଲ୍ଲାର ଭୁବନ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଉ ୨ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଗାଈ ଚରାଉଥିବା ବେଳେ ଅନ୍ୟ ଜଣେ କ୍ଷୀର ବିକି ପରିବାର ପୋଷୁଥିଲେ।…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନରେ ଝିଟିପିଟି: ବିଷାକ୍ତ ଖାଦ୍ୟ ଖାଇ ୨୨ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଢେଙ୍କାନାଳ: ମଧ୍ୟାହ୍ନ ଭୋଜନରେ ପୁଣି ଥରେ ଝିଟିପିଟି ମିଳିଛି। ମଧ୍ୟାହ୍ନ ଭୋଜନ ବିତରଣ ବ୍ୟବସ୍ଥା ନେଇ ସରକାର ଓ ପ୍ରଶାସନ ବାରମ୍ବାର ସତର୍କ ସୂଚନା ଜାରି କରୁଥିଲେ ମଧ୍ୟ କୌଣସି ପ୍ରତିକାର ମିଳୁ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ଏଭଳି ଅଭାବନୀୟ ଘଟଣା ଦେଖାଯାଉଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଜଳିଗଲା ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ଉପକରଣ

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠସ୍ଥିତ ଶ୍ୟାମାଚରଣପୁର ଅଞ୍ଚଳରେ ୩୩ କେଭି ବିଦ୍ୟୁତ୍‌ ଲାଇନ୍‌ ସ୍ପାର୍କିଂ ହୋଇ ଜଣେ ବ୍ୟକ୍ତିଙ୍କ ସର୍ଭିସ୍‌ ଲାଇନ୍‌ରେ ପଡ଼ିବା ଫଳରେ ତାଙ୍କ ଘର ୱାରିଂ ସହିତ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରକାଶ ଯେ, ଶ୍ୟାମାଚରଣପୁର…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ:ନଦୀରେ ବୁଡ଼ି ଜଣେ ମୃତ

ଢେଙ୍କାନାଳ: ଆଜି ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ମନ୍ଦାର ଚିତଳପୁର ଗ୍ରାମର ହୃଷିକେଶ ରାଉତ(୭୫ ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଖବରପାଇ ସ୍ଥାନୀୟ ଲୋକେ ନଦୀରେ ଖୋଜି ଶ୍ରୀ ରାଉତଙ୍କ ମୃତଦେହ ଉଦ୍ଧାର କରିଛନ୍ତି।
ଅଧିକ ଖବର ଦେଖନ୍ତୁ...

ଗୋବିନ୍ଦପୁରରେ ଗୋଷ୍ଠୀ ସଂଘର୍ଷ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୂର୍ବତନ ସରପଞ୍ଚ ଗୋଷ୍ଠୀ ଏବଂ ବର୍ତ୍ତମାନର ସରପଞ୍ଚ ଗୋଷ୍ଠୀ ମଧ୍ୟରେ ଆଜି ଅପରାହ୍‌ଣରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଉଭୟ ଗୋଷ୍ଠୀର ଆକ୍ରମଣରେ ଗୋଟିଏ ଦୋକାନ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ୫ଟି…
ଅଧିକ ଖବର ଦେଖନ୍ତୁ...