ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

ମାଟିତଳେ ଶତାଧିକ ଲୋକଙ୍କ ଆଧାରକାର୍ଡ

ଚନ୍ଦ୍ରଗିରି : ଆଧାରକାର୍ଡ କେତେ ଜରୁରୀ, ତାହା କାହାରିକୁ ଅଛପା ନାହିଁ। ବିଭିନ୍ନ ସରକାରୀ କାର୍ଯ୍ୟଠାରୁ ଆରମ୍ଭକରି ବ୍ୟାଙ୍କ୍‌, ଟିକାଦାନ, ରାସନ ସବୁ କ୍ଷେତ୍ରରେ ଏବେ ଆଧାରକାର୍ଡ଼ ବାଧୢତାମୂଳକ ହୋଇଛି। ସଠିକ୍‌ ଆଧାର କାର୍ଡ଼ଟିଏ ପାଇବା ପାଇଁ ଗ୍ରାମାଞ୍ଚଳର ସାଧାରଣ ଲୋକଟିଏ ସହରକୁ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ଗୋଷାଣୀ : ଆଜି ଅପରାହ୍ଣ ସାଢ଼େ ଚାରିଟା ବେଳେ ଖେଳୁଥିବା ବେଳେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍‌ ଘୋରଣୀ ପଞ୍ଚାୟତ ଏସ୍.ରତନସିଙ୍ଗି ଗ୍ରାମର ଦୁଇ ଶିଶୁ ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ରମେଶ ଶବରଙ୍କ ୪ ବର୍ଷର ଝିଅ ଓ ବିଜୟ ଶବରଙ୍କ ୩ ବର୍ଷର ପୁଅ ଦୁହେଁ ବୁଡ଼ିଯିବା ଦେଖି ଲୋକେ…
ଅଧିକ ଖବର ଦେଖନ୍ତୁ...

କାର ଓଲଟି ୨ଶିଶୁ ସମେତ ୭ ଆହତ

ରା.ଉଦୟଗିରି: ଗଜପତି ଜିଲ୍ଲା ଛେଳିଗଡ଼ ନିକଟସ୍ଥ ଆବାରସିଂ ନିକଟରେ ଏକ କାର ଓଲଟି ୨ଶିଶୁ ସମେତ ୭ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ପଠାଇଛନ୍ତି। ଏପି୨୯ବିଏଫ-୮୭୬୯ କାରଟି ପାରଳାଖେମୁଣ୍ଡିରୁ ମୋହନା ବ୍ଲକର ବିରିକୋଟକୁ ଏକ…
ଅଧିକ ଖବର ଦେଖନ୍ତୁ...

ବଚସାରୁ ପତ୍ନୀକୁ ପିଟି ପିଟି ମାରିଦେଲା, ଥାନାରେ ଅଟକ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଡ଼ବା ଥାନା ଅଧୀନ ବାଡ଼େଗୁଡ଼ା ପଞ୍ଚାୟତର ପାଦେରମା ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ମଦ୍ୟପ ସ୍ବାମୀ। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଏନେଇ କେସ୍‌ ନଂ ୯୩/୨୨ରେ ମାମଲା ରୁଜୁ କରି…
ଅଧିକ ଖବର ଦେଖନ୍ତୁ...

୮ଶ୍ରେଣୀକୁ ମାତ୍ର ୨ ଶିକ୍ଷକ, ଅବ୍ୟବସ୍ଥା ଘେରରେ ଲବାରସିଂ ବିଦ୍ୟାଳୟ

ଚନ୍ଦ୍ରଗିରି : ମୋହନା ବ୍ଲକ୍‌ ଲବାରସିଂ ଶିକ୍ଷା କେନ୍ଦ୍ର ସଂଯୋଜକ (କ୍ଳଷ୍ଟର୍)ଅଧୀନରେ ଥିବା  ଲବାରସିଂ ସରକାରୀ ଉଚ୍ଚ ପ୍ରାଥିମକ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଲାଗି ରହିଛି। ଫଳରେ ଏଠାରେ ଶିକ୍ଷାଦାନ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି। ଏହି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

କାମଚଳାରେ ଚାଲିଛି କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

କାଶୀନଗର : କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବି ପୂରଣ ସହ ଭିତ୍ତିଭୂମି ବିକାଶ ଦାବିରେ କାଶୀନଗର ଏନ୍‌ଏସି ଓ ବ୍ଲକ୍ ନାଗରିକ ମହାସଭା ପକ୍ଷରୁ  ଧାରଣା ଦିଆଯାଇଛି। ମହାସଭା ସଭାପତି ପ୍ରଶାନ୍ତ ମିଶ୍ରଙ୍କ ନେତୃତ୍ବର ସମ୍ପାଦକ ଟି.ଚକ୍ରଧର ନାୟକ, ଆବାହକ ଟୁନା ଚୌଧୁରୀ, ସଦସ୍ୟ…
ଅଧିକ ଖବର ଦେଖନ୍ତୁ...

ଗଜପତି ଜିଲ୍ଲାକୁ ବ୍ୟାପିଲା ଝାଡ଼ାବାନ୍ତି: ଜଣେ ଶିଶୁ ମୃତ, ଏକାଧିକ ଆକ୍ରାନ୍ତ

ମୋହନା: ଏବେ ଗଜପତି ଜିଲ୍ଲା ମୋହନା ବ୍ଲକ୍‌ରେ ବେକାବୁ ହେଲାଣି ହଇଜା। ଗୋବିନ୍ଦପୁର ଗ୍ରାମରେ ଝାଡାବାନ୍ତିରେ ଜଣେ ୯ ବର୍ଷର ଶିଶୁ ଲିପି ନାୟକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାସହ ଗ୍ରାମର ପାଣ ନାୟକ(୧୮), ମିଟି ଗୌଡ(୫୦), ରୀନା ଜାନୀ (୨୫) ଏବଂ ଓମ ସାହୁ (୧ବର୍ଷ) ଆକ୍ରାନ୍ତ ହୋଇ…
ଅଧିକ ଖବର ଦେଖନ୍ତୁ...

ଝୁଲନ୍ତା ଅବସ୍ଥାରେ ଶ୍ରେଣୀ କକ୍ଷରେ ନର୍ସିଂ ଛାତ୍ରୀଙ୍କ ମୃତଦେହ ଠାବ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସହର ଉପକଣ୍ଠରେ ରାଣିପେଣ୍ଠସ୍ଥିତ ଗଜପତି ନର୍ସିଂ କଲେଜରେ ପ୍ରଥମ ବର୍ଷ ନର୍ସିଂ ଛାତ୍ରୀଙ୍କ ଶ୍ରେଣୀ କକ୍ଷ ମଧ୍ୟରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ କରାଯାଇଛି। ଛାତ୍ରୀଜଣଙ୍କର ମୃତ୍ୟୁଜନିତ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ମିଳିନଥିଲା ବେଳେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଜିଓଗ୍ରାଫିକ୍‌ ଚ୍ୟାନେଲ୍‌ ପକ୍ଷରୁ ସୁଟିଂ ଚାଲିଥିଲା, ବିରୁଡ଼ି ଦଂଶନରେ ୭ କ୍ରିୟୁ ମେମ୍ବର୍‌ ଘାଇଲା

ଚନ୍ଦ୍ରଗିରି : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ଶିଙ୍କୁଳିପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ସୌରା ଆଦିବାସୀଙ୍କ ଜୀବନଶୈଳୀ ଉପରେ ଏକ ଡକ୍ୟୁମେଣ୍ଟାରି ସୁଟିଂ ଚାଲିଥିବା ବେଳେ ବିରୁଡି ଦଂଶନରେ ଜିଓଗ୍ରାଫିକ୍‌ ଚ୍ୟାନେଲ୍‌ର ୭ ଜଣ କ୍ରିୟୁ ମେମ୍ବର ଘାଇଲା ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଗଣିତ ପାଠ ପଢ଼ାଇଲେ ସରପଞ୍ଚ 

ପାରଳାଖେମୁଣ୍ଡି: ବଡ ଗୋଶାନୀ ଗ୍ରାମ ପଞ୍ଚାୟତ ସରପଞ୍ଚ ବି. ମୋହନ ରାଓ ଗତକାଲି ନିଜ ପଞ୍ଚାୟତରେ ଥିବା ଆଂକୁଡୁ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଗଣିତ ପାଠ ପଢ଼ାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଗତ ପଞ୍ଚାୟତ…
ଅଧିକ ଖବର ଦେଖନ୍ତୁ...