ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ମେଡିକାଲ କଲେଜ ଦାବିରେ ଜଗତସିଂହପୁର ସହର ବନ୍ଦ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ସହର ବନ୍ଦ ପାଳନ କରାଯାଉଛି। ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଦିଆ ଯାଇଥିବା ବନ୍ଦ ଡାକରାକୁ ବିଭିନ୍ନ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ଫଳରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଓ ବସ୍ ଚଳାଚଳ ବନ୍ଦ…
ଅଧିକ ଖବର ଦେଖନ୍ତୁ...

କୁଜଙ୍ଗ କୋର୍ଟରେ ଦାଖଲ ହେଲା ଜାହାଜରୁ ଜବତ ୨୨୦ କୋଟିର କୋକେନ

ଜଗତସିଂହପୁର: ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ଜବତ ହୋଇଥିବା ୨୨୦ କୋଟି ଟଙ୍କାର କୋକେନକୁ ଆଜି କୁଜଙ୍ଗ ଜିଲ୍ଲା ଜଜ୍ ଏନଡିପିଏସ୍ କୋର୍ଟରେ କଡ଼ା ସୁରକ୍ଷା ବଳୟରେ ଦାଖଲ କରାଯାଇଛି। ‌‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଏହି କୋକେନ ବର୍ତ୍ତମାନ ସୀମା ଶୁଳ୍କ ବିଭାଗର ମାଲଖାନାରେ ରହିବ।…
ଅଧିକ ଖବର ଦେଖନ୍ତୁ...

୫ କିଲୋ ବ୍ରାଉନ ସୁଗାର ଜବତ: ପାରାଦୀପ ବନ୍ଦରରୁ ଡେନମାର୍କକୁ ହେଉଥିଲା ଚୋରାଚାଲାଣ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରୁ ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ଧରାପଡ଼ିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଇଣ୍ଡୋନେସିଆରୁ ଆସୁଥିଲା ଆଉ ପାରାଦୀପ ଦେଇ ଡେନମାର୍କକୁ ବ୍ରାଉନ ସୁଗାର ଚୋରାଚାଲାଣ ହେଉଥିଲା ବେଳେ ପ୍ରାୟ ୫ କେଜିରୁ ଉର୍ଦ୍ଧ୍ବ ପରିମାଣର…
ଅଧିକ ଖବର ଦେଖନ୍ତୁ...

ଜଣାଶୁଣା ଆୟୁର୍ବେଦ ଚିକିତ୍ସକ ବିଭୂତି ଦାଶଙ୍କ ପରଲୋକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡ଼ି ମଈନ୍ଦିପୁର ଅଞ୍ଚଳର ଜଣାଶୁଣା ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ କବିରାଜ ବିଭୂତି ଭୂଷଣ ଦାଶଙ୍କର ଗତକାଲି ରାତିରେ ପରଲୋକ ହୋଇଛି। କବିରାଜ ବିଭୁତି ଭୂଷଣ ଦାଶ ଜଗତସିଂହପୁର ଜ଼ିଲ୍ଲା ବିଜେଡି ଉପଦେଷ୍ଟା କମିଟି ସଦସ୍ୟ ଥିଲେ। ଏହାଛଡ଼ା ସେ ଜଗତସିଂହପୁର…
ଅଧିକ ଖବର ଦେଖନ୍ତୁ...

ବାଲିଯାତ୍ରାର ଐତିହାସିକ ସ୍ମୃତିକୁ ମନେ ପକାଇ ନୌଯାତ୍ରାକୁ ପ୍ରତୀକାତ୍ମକ ଭାବେ ସ୍ମୃତିଚାରଣ କରିବା ପ୍ରଶଂସନୀୟ:…

ଭୁବନେଶ୍ୱର/ପାରାଦୀପ: ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆଜି (ନଭେମ୍ବର ୨୭, ୨୦୨୩) ପାରାଦୀପଠାରେ ଆୟୋଜିତ ବୋଇତ ବନ୍ଦାଣ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି । ସେ ଏକ ବହୁମୁଖୀ ଲଜିଷ୍ଟିକ୍ ପାର୍କକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିବା ସହିତ ପୋର୍ଟ ଟାଉନସିପ୍…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛନ୍ତି। ରାଷ୍ଟ୍ରପତିଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାରାଦୀପ ବନ୍ଦର ୱେଷ୍ଟର୍ଣ୍ଣ ଡକ୍‌ର ଭୂମିପୂଜନ

ପାରାଦୀପ: ପାରାଦୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଦ୍ବାରା ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପିଏଲ ହରାନଦ ଉପସ୍ଥିତ ଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

ଆଉ ନାହାନ୍ତି ବରିଷ୍ଠ ଯାତ୍ରା ହାସ୍ୟ ଅଭିନେତା ରବି ଶତପଥୀ

ଜଗତସିଂହପୁର: ଓଡ଼ିଆ ଯାତ୍ରା ଜଗତର ବରିଷ୍ଠ କଳାକାର ରବି ଶତପଥୀଙ୍କ ଦେହାନ୍ତ ହୋଇଯାଇଛି। ଆଜି ସନ୍ଧ୍ୟା ୭.୪୦ରେ ୬୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଥିଲେ। ସୂଚନା ଅନୁସାରେ ରବି ଶତପଥୀ…
ଅଧିକ ଖବର ଦେଖନ୍ତୁ...

ବାଇକକୁ ଧକ୍କା ଦେଲା ବୋଲେରୋ: ୨ ଯୁବକଙ୍କ ପ୍ରାଣହାନି

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସନ୍ତରାଗଡ଼ା ନିକଟରେ ଘଟିଛି ଏକ ଦୁର୍ଘଟଣା। ଏହାଫଳରେ ଅକାଳରେ ଚାଲିଯାଇଛି ୨ ଯୁବକଙ୍କ ଜୀବନ। ସୂଚନା ଅନୁଯାୟୀ, ଗତକାଲି ରାତ୍ରିରେ ଦୁଇ ଯୁବକ ବାଇକରେ ଯାଉଥିବା ବେଳେ ପାରାଦୀପରୁ କଟକ ଅଭିମୁଖେ ଆସୁଥିବା ଏକ ବୋଲେରୋ ବାଇକକୁ ଧକ୍କା ଦେଇଥିଲା।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଉପରେ ସାମୁଦ୍ରିକ ବାତ୍ୟାର ସିଧା ପ୍ରଭାବ ପଡ଼ିବା ସମ୍ଭାବନା ନାହିଁ, ବଡ଼ ବର୍ଷା ହେବାର ଆଶଙ୍କା ବି କମ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି। ତେବେ, ସାମୁଦ୍ରିକ ବାତ୍ୟାଟି ବାଂଲାଦେଶ ତଟରେ ଉପକୂଳ ଅତିକ୍ରମ କରିବାକୁ ଥିବାରୁ ସିଧାସଳଖ ପ୍ରଭାବ ଓଡିଶା ଉପରେ ପଡ଼ିବାର ନାହିଁ…
ଅଧିକ ଖବର ଦେଖନ୍ତୁ...