ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ସର୍ବଭାରତୀୟ ସ୍ତରରେ ପାରାଦୀପ ବନ୍ଦରର ରେକର୍ଡ: ୨୬୨ ଦିନରେ ୧୦୦ ଏମ୍‌ଏମ୍‌ଟି ପଣ୍ୟ କାରବାର

ଜଗତସିଂହପୁର: ପଣ୍ୟ କାରବାରରେ ପାରାଦୀପ ବନ୍ଦର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷରେ ଖୁବଶୀଘ୍ର ୧୦୦ ମିଲିଅନ୍ ମେଟ୍ରିକ ଟନ୍ (ଏମଏମଟି) ପଣ୍ୟ ପରିଚାଳନା କରି ପାରାଦୀପ ବନ୍ଦର ନିଜସ୍ୱ ରେକର୍ଡ ଭାଙ୍ଗିବା ସହ ସର୍ବଭାରତୀୟ ସ୍ତରରେ ବୃହତ ବନ୍ଦର ଇତିହାସରେ ନିଜର ଏକ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ ବ୍ଲକ୍ ପ୍ରତିନିଧି ତପନ ସ୍ବାଇଁଙ୍କ ପର‌ଲୋକ

ଜଗତସିଂହପୁର: ‘ସମ୍ବାଦ’ର ରଘୁନାଥପୁର ବ୍ଲକ୍ ପ୍ରତିନିଧି ତପନ ସ୍ବାଇଁ (୫୫)ଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ଆଜି ରାତି ପ୍ରାୟ ୮ଟା ୩୦ରେ ସେ ତାଙ୍କ ଉତ୍ତରକୂଳ ପଞ୍ଚାୟତ, ମୁଗୁରିଆ ଗାଁ ସ୍ଥିତ ବାସଭବନରେ ବସି ଖବର ଲେଖୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଘର ଲୋକ ତାଙ୍କୁ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ବଢିଚାଲିଛି ମନ୍ଦିରରୁ ଚୋରି ଘଟଣା: ମା ଶାରଳାଙ୍କ ମନ୍ଦିର ପରିସରରୁ ଚୋରି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ଟଙ୍କା ଚୋରି କରି ନେଇଛି। ତେବେ ୫-ଟି ଯୋଜନାରେ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

କୋକେନ୍‌ ଜବତ ଘଟଣାର ନୂଆମୋଡ଼: ସମୁଦ୍ରରେ ବୁଡ଼ି କୋକେନ୍ ଖୋଜୁଛନ୍ତି ସ୍କୁବା ଡାଇଭର୍‌

ଜଗତସିଂହପୁର: ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ଜବତ ହୋଇଥିବା କୋକେନ୍‌ ମାମଲାରେ ନୂଆମୋଡ଼। ଆଜି ହଠାତ୍ ପିଆଇସିଟି ବର୍ଥରେ ସ୍କୁବା ଡାଇଭର୍ ପହଞ୍ଚି ଗଭୀର ସମୁଦ୍ରରୁ କୋକେନ୍ ଖୋଜୁଥିବା ଜଣାପଡ଼ିବା ପରେ ଚର୍ଚ୍ଚା ବଢ଼ିଯାଇଛି। ସୀମା ଶୁଳ୍କ ବିଭାଗର ଚଢ଼ଉ ବେଳେ ଜାହାଜର କ୍ରିଉ…
ଅଧିକ ଖବର ଦେଖନ୍ତୁ...

କୋକେନ ତଦନ୍ତ ଆଗକୁ ନେବା ପାଇଁ ପାରାଦ୍ବୀପରେ ପହଞ୍ଚିଲେ ଭାଷା ଅନୁବାଦକ

ପାରାଦ୍ବୀପ: ୭ଦିନ ପରେ ପାରାଦ୍ବୀପରେ ପହଞ୍ଚିଲେ ଭାଷା ଅନୁବାଦକ | ଭାଷାଗତ ସମସ୍ୟା ପାଇଁ ଆଗେଇ ପାରୁନଥିବା ତଦନ୍ତ ଏବେ ଆଗକୁ ବଢିବ ବୋଲି କୁହାଯାଉଛି | ପାରାଦ୍ବୀପ ଇଣ୍ଟରନେସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି ) ମଧ୍ୟକୁ ଇଣ୍ଡୋନେସିଆରରୁ ଆସିଥିବା ଭେସେଲ ଦେବୀ ଡେନମାର୍କ ଯିବାପାଇଁ ଷ୍ଟିଲ…
ଅଧିକ ଖବର ଦେଖନ୍ତୁ...

ମେଡିକାଲ୍ କଲେଜ୍‌ ଦାବି ଜଗତସିଂହପୁର ବନ୍ଦ

ଜଗତସିଂହପୁର: ଜଗତସିଂହପୁରରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା, ପଲ୍ଲୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର ନକରିବା ଓ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲ୍‌ ଘୋଷଣା ଦାବିରେ ସ୍ବାସ୍ଥ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ବନ୍ଦ ପାଳିତ ହୋଇଛି। ୩୦ରୁ ଅଧିକ ସଂଗଠନ ସମେତ ବିରୋଧୀ…
ଅଧିକ ଖବର ଦେଖନ୍ତୁ...

ମେଡିକାଲ କଲେଜ ଦାବିରେ ଜଗତସିଂହପୁର ସହର ବନ୍ଦ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ସହର ବନ୍ଦ ପାଳନ କରାଯାଉଛି। ଜିଲ୍ଲା ସ୍ବାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଦିଆ ଯାଇଥିବା ବନ୍ଦ ଡାକରାକୁ ବିଭିନ୍ନ ସଙ୍ଗଠନ ସମର୍ଥନ ଜଣାଇଛନ୍ତି। ଫଳରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଓ ବସ୍ ଚଳାଚଳ ବନ୍ଦ…
ଅଧିକ ଖବର ଦେଖନ୍ତୁ...

କୁଜଙ୍ଗ କୋର୍ଟରେ ଦାଖଲ ହେଲା ଜାହାଜରୁ ଜବତ ୨୨୦ କୋଟିର କୋକେନ

ଜଗତସିଂହପୁର: ପାରାଦୀପ ବନ୍ଦର ପିଆଇସିଟି ବର୍ଥରୁ ଜବତ ହୋଇଥିବା ୨୨୦ କୋଟି ଟଙ୍କାର କୋକେନକୁ ଆଜି କୁଜଙ୍ଗ ଜିଲ୍ଲା ଜଜ୍ ଏନଡିପିଏସ୍ କୋର୍ଟରେ କଡ଼ା ସୁରକ୍ଷା ବଳୟରେ ଦାଖଲ କରାଯାଇଛି। ‌‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଏହି କୋକେନ ବର୍ତ୍ତମାନ ସୀମା ଶୁଳ୍କ ବିଭାଗର ମାଲଖାନାରେ ରହିବ।…
ଅଧିକ ଖବର ଦେଖନ୍ତୁ...

୫ କିଲୋ ବ୍ରାଉନ ସୁଗାର ଜବତ: ପାରାଦୀପ ବନ୍ଦରରୁ ଡେନମାର୍କକୁ ହେଉଥିଲା ଚୋରାଚାଲାଣ

ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରୁ ଜାହାଜ ଯୋଗେ ବିଦେଶକୁ ବ୍ରାଉନ ସୁଗାର ଚୋରାଚାଲାଣ ବେଳେ ଧରାପଡ଼ିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଇଣ୍ଡୋନେସିଆରୁ ଆସୁଥିଲା ଆଉ ପାରାଦୀପ ଦେଇ ଡେନମାର୍କକୁ ବ୍ରାଉନ ସୁଗାର ଚୋରାଚାଲାଣ ହେଉଥିଲା ବେଳେ ପ୍ରାୟ ୫ କେଜିରୁ ଉର୍ଦ୍ଧ୍ବ ପରିମାଣର…
ଅଧିକ ଖବର ଦେଖନ୍ତୁ...

ଜଣାଶୁଣା ଆୟୁର୍ବେଦ ଚିକିତ୍ସକ ବିଭୂତି ଦାଶଙ୍କ ପରଲୋକ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବିରିଡ଼ି ମଈନ୍ଦିପୁର ଅଞ୍ଚଳର ଜଣାଶୁଣା ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ କବିରାଜ ବିଭୂତି ଭୂଷଣ ଦାଶଙ୍କର ଗତକାଲି ରାତିରେ ପରଲୋକ ହୋଇଛି। କବିରାଜ ବିଭୁତି ଭୂଷଣ ଦାଶ ଜଗତସିଂହପୁର ଜ଼ିଲ୍ଲା ବିଜେଡି ଉପଦେଷ୍ଟା କମିଟି ସଦସ୍ୟ ଥିଲେ। ଏହାଛଡ଼ା ସେ ଜଗତସିଂହପୁର…
ଅଧିକ ଖବର ଦେଖନ୍ତୁ...