ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ଜଳିଗଲା ବାଣ ଦୋକାନ, ଲକ୍ଷାଧିକ ଟଙ୍କାର କ୍ଷତି

ପାରାଦୀପ: ପାରାଦୀପର ଲକ୍ ଥାନା ଅଞ୍ଚଳରେ ଆଜି ଭୋରରେ ଏକ ବାଣ ଦୋକାନ ଜଳି ଯାଇଥିବାର ଖବର ମିଳିଛି। ପାରାଦୀପ ଉପକଣ୍ଠ ନୂଆଗଡ଼ ଛକରେ ଖୋଲିଥିବା ଏହି ଅସ୍ଥାୟୀ ବାଣ ଦୋକାନରେ ଅଗ୍ନିକାଣ୍ଡ ଯୋଗୁ ଲକ୍ଷାଧିକ ଟଙ୍କାର ବାଣ ଜଳି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ବାଣ…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧଙ୍କୁ କୁରାଢୀରେ ହାଣି ହତ୍ୟାକଲା ନିଶାସକ୍ତ ଯୁବକ

ତିର୍ତ୍ତୋଲ: ବୃଦ୍ଧଙ୍କୁ କୁରାଢୀରେ ହାଣି ହତ୍ୟା କଲା ନିଶାସକ୍ତ ଯୁବକ। ଯୁବକକୁ ଅଟକାଇବାକୁ ଯାଇ ଦୁଇଜଣ ଗୁରୁତର ଆହତ।ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ହିତରଣା ଗ୍ରାମରେ।ହିତରଣା ଗ୍ରାମର ବଟକୃଷ୍ଣ ବିଶ୍ୱାଳଙ୍କ ପୁଅ ସୁବାଷ…
ଅଧିକ ଖବର ଦେଖନ୍ତୁ...

ହାଜର ହେଲେ ସୋମାଲିକା; ଆସିଲେନି ବିଜୟଶଙ୍କର

କଟକ: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ଅଡ଼ୁଆ ବଢିଛି। ବିଜୟଶଙ୍କର ଯେଉଁ ଯୁବତୀଙ୍କ ସହିତ ବିବାହ ପାଇଁ ଦରଖାସ୍ତ କରିଛନ୍ତି ସେ ବିବାହିତା ବୋଲି ସୋମାଲିକା ଦାଶ ଅଭିଯୋଗ କରିଛନ୍ତି। କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସରଙ୍କ ନିକଟରେ ସୋମାଲିକା ଏପରି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ନିଶା ବ୍ୟବସାୟୀ ଗିରଫ: ୩୧ ଲକ୍ଷର ବ୍ରାଉନ୍‌ସୁଗାର୍ ଜବତ, ବରାଦ ଦେଇ ମାଡ଼ି ବସିଲା ଅବକାରୀ ଟିମ୍‌

ଜଗତସିଂହପୁର: କୁଜଙ୍ଗ ଥାନା ଅଧୀନ ହସିଣା ଗାଁରୁ କୁଖ୍ୟାତ ବ୍ରାଉନ୍‌ସୁଗାର୍‌ ବ୍ୟବସାୟୀକୁ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ୍ ୟୁନିଟ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ସନ୍ତୋଷ ମହାନ୍ତି (୪୪)। ତା ନିକଟରୁ ୩୧୨ ଗ୍ରାମ୍ ବ୍ରାଉନ୍‌ସୁଗାର୍‌ ଜବତ ହୋଇଛି। ଜବତ ବ୍ରାଉନ୍‌ସୁଗାର୍‌ ମୂଲ୍ୟ…
ଅଧିକ ଖବର ଦେଖନ୍ତୁ...

୭ରେ ମ୍ୟାରେଜ ଅଫିସରଙ୍କ କାର୍ଯ୍ୟାଳୟରେ ହାଜର ହେବେ ସୋମାଲିକା: ବିଧାୟକ ବିଜୟ ଶଙ୍କରଙ୍କ ବିରୁଦ୍ଧରେ କରିଥିଲେ ଅଭିଯୋଗ

କଟକ: ବିଧାୟକ ବିଜୟ ଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକାଙ୍କୁ କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଆସନ୍ତା ୭ ତାରିଖ ଦିନ ସାଢ଼େ ୩ଟାରେ ହାଜର ହେବା ପାଇଁ ନୋଟିସ୍ କରାଯାଇଛି। ସେ ଆଣିଥିବା ଅଭିଯୋଗ ସମ୍ପର୍କିତ ସମସ୍ତ…
ଅଧିକ ଖବର ଦେଖନ୍ତୁ...

୨୪ବର୍ଷ ତଳର ଛାତିଥରା ସ୍ମୃତିରୁ ମୁକ୍ତି ନାହିଁ: ୮ଜଣଙ୍କ ପ୍ରାଣ ନେଇଥିବା ଦଲଦଲି ପୋଲ ଏବେ ବି ଅସଜଡ଼ା

ଏରସମା: ୨୪ ବର୍ଷ ବିତିଗଲାଣି, ପ୍ରକୃତିର ସେହି ତାଣ୍ଡବକୁ। ୧୯୯୯ ଅକ୍ଟୋବର ୨୯ ମହାବାତ୍ୟାର ଛାତିଥରା ଅନୁଭବକୁ ଆଜି ବି ମନେ ପକାଇ ଥରି ଉଠନ୍ତି ବଞ୍ଚିଯାଇଥିବା ମଣିଷମାନେ। କିନ୍ତୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ବାସିନ୍ଦାମାନେ ପ୍ରତିବର୍ଷ ସାମୂହିକ ଶୋକ…
ଅଧିକ ଖବର ଦେଖନ୍ତୁ...

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ହେବ ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ।  ଆଜି ଭୁବନେଶ୍ବରରୁ…
ଅଧିକ ଖବର ଦେଖନ୍ତୁ...

ପଞ୍ଚମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଟ୍ୟୁସନ ଶିକ୍ଷକ ଗିରଫ

କୁଜଙ୍ଗ: ଯେଉଁ ସମୟରେ ଖେଳକୁଦ, ପାଠପଢ଼ା ଓ ହସଖୁସିରେ ବଞ୍ଚିବା କଥା, ସେହି ସମୟରେ ଗର୍ଭରେ ପିଲା ବଢୁଛି। ପଞ୍ଚମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଲିତୁଠ ଅଞ୍ଚଳରେ ଘଟିଥିବା ଘଟଣାକୁ ନେଇ ପୁଲିସ ଜଣେ ଟ୍ୟୁସନ ଶିକ୍ଷକକୁ ଗିରଫ କରିଛି। ଘଟଣାରୁ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷୟିତ୍ରୀଙ୍କ ସୃଜନ ନିଶା: ଅଦରକାରୀ ଦ୍ରବ୍ୟରୁ ତିଆରି କରୁଛନ୍ତି ଆକର୍ଷଣୀୟ ସାମଗ୍ରୀ

ଜଗତସିଂହପୁର: ବୃତ୍ତିରେ ଶିକ୍ଷୟିତ୍ରୀ। ନିଶା ଭିନ୍ନ। ଦୈନଦିନ ଜୀବନରେ ନିଜର କାମ ଶେଷ ପରେ ଯାହାକୁ ସମସ୍ତେ ଫୋପାଡ଼ି ଦିଅନ୍ତି, ତାକୁ ହିଁ ବ୍ୟବହାର କରି ସେ ଏହାକୁ ଏକ ନୂଆ ଏକ ରୂପ ଦିଅନ୍ତି। ତାଙ୍କ ହାତସ୍ପର୍ଶରେ ସତେ ଯେମିତି ଏହି ଅଦରକାରୀ ଜିନିଷ ଜୀବନ୍ତ ହୋଇଉଠୁଛନ୍ତି। ଶାରଦୀୟ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚୁ୍ରା ଡାକ୍ତରଙ୍କୁ ସିବିଆଇରେ ଅଭିଯୋଗ କରି ଧରାଇଥିବା ବ୍ୟକ୍ତିଙ୍କୁ କାନ୍ଧେଇ ନାଚିଲେ

ଜଗତସିଂହପୁର: ପାରାଦୀପ ଗଲ୍‌ଫ ପଡ଼ିଆରେ ଆଜି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ବନ୍ଦରରେ କାର୍ଯ୍ୟରତ ସମସ୍ତ ସିପିଂ କମ୍ପାନିର କର୍ମଚାରୀମାନେ ଏକାଠି ହୋଇ ଆଜି ଭୋଜିର ଆୟୋଜନ କରିଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ମାମଲାର ଅଭିଯୋଗକାରୀ ଏମିନେନ୍ସ କମ୍ପାନିର କର୍ମଚାରୀ ଆଲୋକ…
ଅଧିକ ଖବର ଦେଖନ୍ତୁ...