ଅନୁସନ୍ଧାନ କରୁଥିବା ବର୍ଗ

ଜଗତସିଂହପୁର

ପାଣିରେ ପଡ଼ିବ ୩୩ କୋଟି! ସୁନାମି ବନ୍ଧ କାମ ଅଧା, ଠିକାଦାର ଛୁ…

ବାଲିକୁଦା: ଉପକୂଳବାସୀଙ୍କୁ ସୁନାମି ଦାଉରୁ ସୁରକ୍ଷା ମିଳିବ। ନହରଣା ପଞ୍ଚାୟତ ଠାରୁ ବନ୍ଦର ସାମୁଦ୍ରିକ ଥାନା ପର୍ଯ୍ୟନ୍ତ ଦେବୀନଈ ବନ୍ଧକୁ ସୁଦୃଢ଼ କରାଯିବ। ୩ଟି ସ୍ଲୁଇସ୍‌ଗେଟ୍ ନିର୍ମାଣ ହେବ। ଚାଷୀଙ୍କ କ୍ଷେତକୁ ଯିବ ନଈର ମଧୁର ଜଳ। ଚାଷୀମାନେ ଫସଲ ଉତ୍ପାଦନ କରି ସ୍ବାବଲମ୍ବୀ ହେବେ।…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ, କୋଟିଏ ଟଙ୍କା ସାଙ୍ଗକୁ ଘରୁ ମିଳିଥିଲା ବିଦେଶୀ ମଦ ଓ ଦାମୀ ସିଗାରେଟ

ଭୁବନେଶ୍ୱର: ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ । ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ କରିଛି ସିବିଆଇ । ଏମିନେନ୍ସ ସିପିଂ ଏଜେଂଟଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ । ଏହା ପରେ ରାତି ସାରା ପାରାଦୀପ ଅଫିସ୍ ସମେତ…
ଅଧିକ ଖବର ଦେଖନ୍ତୁ...

୫୦ ହଜାର ଲାଞ୍ଚ ନେଇ ସିବିଆଇ ହାତରେ ଧରା ପଡ଼ିଲେ ଡ଼ାକ୍ତର

ଜଗତସିଂହପୁର: ପାରାଦୀପ ବନ୍ଦର ପ୍ରଶାସନ ଅଧୀନରେ ଥିବା ପାରାଦୀପ ସ୍ୱାସ୍ଥ୍ୟ ସଂଗଠନ (ପିଏଚଓ) କାର୍ଯ୍ୟାଳୟରେ ଆଜି ସିବିଆଇ ଚଢ଼ଉ କରିଛି। ଏ ନେଇ ପିଏଚଓ କିମ୍ବା ସିବିଆଇ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ଏମିନେନ୍ସ ସିପିଂଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପାରାଦୀପ…
ଅଧିକ ଖବର ଦେଖନ୍ତୁ...

କଟକ ସବରେଜିଷ୍ଟ୍ରାର୍‌ଙ୍କ ଅଫିସରେ ଲିଖିତ ଅଭିଯୋଗ କଲେ ବିଜୟ ଶଙ୍କରଙ୍କ ପୂର୍ବତନ ପ୍ରେମିକା ସୋମାଲିକା

ଜଗତସିଂହପୁର/କଟକ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ପାଇଁ ଆବେଦନ ବିରୋଧରେ ପୂର୍ବତନ ପ୍ରେମିକା ସୋମାଲିକା ଦାଶ କଟକ ସବରେଜିଷ୍ଟ୍ରାର୍‌ଙ୍କ ଅଫିସରେ ପହଞ୍ଚିଛନ୍ତି। ଏହାପରେ ସେ କହିଛନ୍ତି, ମୁଁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଲିଖିତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ମାସେ ହେଲା ଇରାନ୍‌ରୁ ଆସିପାରୁନି ଯୁବକଙ୍କ ମୃତଦେହ

ଜଗତସିଂହପୁର: ବିରିଡ଼ି ଥାନା ଅଧୀନ ବେତମାଳିଆ ଗାଁର ସେକ୍ ସବିର ଉଦ୍ଦିନଙ୍କ ବଡ଼ ପୁଅ ସେକ୍ ସହିଲ ଉଦ୍ଦିନଙ୍କ ମୃତ୍ୟୁକୁ ନେଇ ପରିବାରବର୍ଗ ଏବେ ସନ୍ଦେହରେ ପଡ଼ିଛନ୍ତି। ଗତ ମାସ ୭ ତାରିଖରୁ ପୁଅର ମୃତ୍ୟୁ ହୋଇଥିବା ଖବର ଆସିଥିଲା। ସେ ଚାକିରି କରୁଥିବା ଜାହାଜ କମ୍ପାନି ପକ୍ଷରୁ ସବିରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଯନ୍ତ୍ରଣାଦାୟକ ପାଲଟିଛି ବନ୍ଦର ନଗରୀ ମୁଖଶାଳା: ଖାଲଖମା ଭର୍ତ୍ତି, ନାକ ଟେକୁଛନ୍ତି ପର୍ଯ୍ୟଟକ

ଜଗତସିଂହପୁର: ଜାତୀୟ ରାଜପଥର ସୃଷ୍ଟି ହୋଇଥିବା ଖାଲଖମା ମରାମତି କାମ ଆରମ୍ଭ ହୋଇଛି। ବିଶ୍ବକର୍ମା ପୂଜାରେ ଖାଲଖମାର ମରାମତି ପାଇଁ ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଥିଲା। ସେତେବେଳେ ମଧ୍ୟ ଏହାକୁ ସେତେଟା ଗୁରୁତ୍ବ ପ୍ରଦାନ କରାଗଲା ନାହିଁ। ସ୍ଥିତି ସାଂଘାତିକ ହେଉଥିବା ଦେଖିବା ପରେ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ବିବାହକୁ ନେଇ ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ କଟକ ସବରେଜିଷ୍ଟ୍ରାର୍‌ଙ୍କ ନିକଟରେ ବିବାହ ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଗତ ୨୧ ତାରିଖରେ ସେ ବ୍ୟକ୍ତିଗତ ଭାବେ ସବରେଜିଷ୍ଟ୍ରାର୍‌ଙ୍କ ନିକଟରେ ହାଜର ହୋଇ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା: ୟେଲୋୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗେୟ ଉପତ୍ୟକା ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡର ପଶ୍ଚିମ ଭାଗ ଉପରେ ରହିଛି। ଏବଂ ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତାରେ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି (ସୋମବାର) ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ଏବଂ ସମୁଦ୍ର ପତନଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ ଦିଗକୁ ଗତି କରୁଛି। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଗାନ୍ଧୀ ଜୟନ୍ତୀରୁ ‘ଉଦ୍ୟୋଗୀ ସମ୍ପର୍କ ଅଭିଯାନ’ ଆରମ୍ଭ

ଜଗତସିଂହପୁର/ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ 'ସ୍ୱକଳ୍ପ' ଅଧୀନରେ ‘ଉଦ୍ୟୋଗୀ ସମ୍ପର୍କ ଅଭିଯାନ’ର ଶୁଭାରମ୍ଭ କରାଯାଇଛି। ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏଥିପାଇଁ ଏକ ସ୍ୱତନ୍ତ୍ର ରଥ ଜଗତସିଂହପୁରରୁ ବାହାରିଛି। ଏହା ୭ ତାରିଖ ଯାଏଁ…
ଅଧିକ ଖବର ଦେଖନ୍ତୁ...