ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

‘ଓଡ଼ିଆ ଭାଷା ସମୃଦ୍ଧି ପାଇଁ କାରିଗରୀ କୌଶଳର ଉପଯୋଗ ଜରୁରୀ’

ଯୋଡ଼ା/କେନ୍ଦୁଝର :ଓଡ଼ିଆ ଭାଷାକୁ ସମୃଦ୍ଧିଶାଳୀ କରିବାକୁ ହେଲେ କାରିଗରୀ କୌଶଳର ଉପଯୋଗ ଜରୁରୀ। ବର୍ତ୍ତମାନର ହାଇଟେକ୍‌ ଏବଂ ସ୍ମାର୍ଟଫୋନ୍‌ ଯୁଗରେ ଭାଷାର ବିକାଶ ପାଇଁ କାରିଗରୀ କୌଶଳକୁ ବ୍ୟବହାର କରି ପାରିଲେ ଓଡ଼ିଆ ଭାଷା ସମୃଦ୍ଧ ହୋଇପାରିବ ବୋଲି ଯୋଡ଼ାଠାରେ ଆୟୋଜିିତ ୮୩ତମ ଉତ୍କଳ ଦିବସ…
ଅଧିକ ଖବର ଦେଖନ୍ତୁ...

ନ୍ୟାୟ ପାଇଁ ସ୍ୱାମୀ ନିର୍ଯାତିତା ମହିଳାଙ୍କ ଗୁହାରି

ଚମ୍ପୁଆ:ଚମ୍ପୁଆ ଥାନା ଇନ୍ଦ୍ରପ୍ରସ୍ଥ ଗ୍ରାମର ମମତା ଖିଲାର ନ୍ୟାୟ ପାଇଁ ଚମ୍ପୁଆ ତାଲୁକ ଆଇନ୍‌ ସେବା ସମିତିର ଦ୍ୱାରସ୍ଥ ହୋଇଛନ୍ତି। ମମତା ୨୦୦୨ ମସିହାରେ ବିବାହ କରିଥିବା ବେଳେ ତାଙ୍କ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିଥିଲା। ତେବେ ବିବାହର ଛଅ ମାସ ପରେ ଅଧିକ ଯୌତୁକ ଦାବି କରି ତାଙ୍କ…
ଅଧିକ ଖବର ଦେଖନ୍ତୁ...

ହିତାଧିକାରୀଙ୍କ ଅର୍ଥ ହଡପ; ଅଭିଯୁକ୍ତ ଗିରଫ

କେନ୍ଦୁଝର: ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀଙ୍କଠାରୁ ଅର୍ଥ ହଡପ ସାଙ୍ଗକୁ ଭୟଭୀତ କରାଇ ସତ୍ୟପାଠ ହାତେଇବା ଅଭିଯୋଗରେ ହରିଚନ୍ଦନପୁର ଥାନା ବିଲା ଗ୍ରାମର କ୍ଷେତ୍ରବାସୀ କବାଟଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ହରିଚନ୍ଦନପୁର ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଲା…
ଅଧିକ ଖବର ଦେଖନ୍ତୁ...

କୁସୁମୀ ଘାଟିରେ ପିକ୍‌ଅପ୍‌ ଓଲଟିଲା, ୨ ମୃତ

କେନ୍ଦୁଝର/ତେଲକୋଇ : କାଞ୍ଜିପାଣି ଥାନା କୁସୁମିଘାଟିରେ ଗତକାଲି ରାତିରେ ଏକ ପିକ୍‌ଅପ୍‌ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ତାଳଚେରର ୨ ଜଣ ଛେଳି ବେପାରୀ ଚମ୍ପୁଆ ଅଞ୍ଚଳରୁ ଛେଳି କିଣି କାଞ୍ଜିପାଣି ଥାନା କୁସୁମିଘାଟି ଦେଇ ଯାଉଥିଲେ।…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲରେ ଯୋଡ଼ା ପୌରପାଳିକା ଆକାଉଣ୍ଟାଣ୍ଟ

ଯୋଡ଼ା : ଜଣେ ଠିକାଦାରଙ୍କ ବିଲ୍‌ ପାସ୍‌ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଯୋଡ଼ା ପୌରପାଳିକା କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ବିଜୟ କୁମାର ରଣା ଭିଜିଲାନ୍‌ସ ଦ୍ଵାରା ଗିରଫ ହୋଇଛନ୍ତି। କେନ୍ଦୁଝର ଭିଜିଲାନ୍‌ସ ଡିଏସ୍‌ପି ଦେବଦତ୍ତ ସେଠଙ୍କ ସୂଚନା ଅନୁଯାୟୀ, ଯୋଡ଼ା ପୌରାଞ୍ଚଳରେ ଠିକାଦାର…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଟ୍ରକ୍‌କୁ ପଛରୁ ପିଟିଲା ଆକ୍ଟିଭା, ୨ ମୃତ, ଜଣେ ଗୁରୁତର

କେନ୍ଦୁଝର: ଆଜି ସକାଳେ କେନ୍ଦଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ସିଦ୍ଧମଠ ନିକଟସ୍ଥ ବାଇପାସରେ ଏକ ଅକ୍ଟିଭା ଗାଡ଼ି ଟ୍ରକ ପଛରେ ପିଟି ହୋଇଯିବା ଫଳରେ ୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବାଇପାସ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାରେ ରୋଗୀ ସମ୍ପର୍କୀୟଙ୍କୁ ଆକ୍ରମଣ ଉଦ୍ୟମ

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଭିତରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି। ଆଜି ଅପରାହ୍‌ଣ ୪ଟାବେଳେ ବୀର ଗୋବିନ୍ଦପୁର ଗ୍ରାମର ମକୁନ୍ଦ ପ୍ରଧାନ ତାଙ୍କ ମା’ଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ପୂର୍ବ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଗର୍ଭବତୀ, ଯୁବକ ଗିରଫ

ବାଂଶପାଳ: ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତ ଶାଗପଡା ଗ୍ରାମର ଫକୀର ଦେହୁରୀ (୧୯)ଙ୍କୁ ପୁଲିସ ଗିରଫ କରିଛି। ବିବାହ ପ୍ରତିଶ୍ରୁତି ଦେଇ ଫକୀର ଜନୈକା ନାବାଳିକାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲା। ନାବାଳିକା ଜଣକ ଗର୍ଭବତୀ ହେବା ପରେ ପରିବାର ଲୋକେ ନୟାକୋଟ ଥାନାରେ ଅଭିଯୋଗ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର:  ବୋଲେରୋ- ଟ୍ରକ୍‌ ଧକ୍କା, ୨ ମୃତ, ୬ ଗୁରୁତର

କେନ୍ଦୁଝର: ଆଜି ସକାଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଲି ନିକଟସ୍ଥ ନାରଦପୁର ଠାରେ ଏକ ବୋଲେରୋ ଓ ଟ୍ରକ୍‌ ମଧ୍ୟରେ  ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୬ ଜଣ ଗୁରୁତର  ଭାବେ ଆହତ ହୋଇଛନ୍ତି। ଖବରପାଇ ପୁଲିସ ଘଟଣାସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ ତେଲକୋଇ ଶ୍ରମିକଙ୍କୁ ହତ୍ୟା

ରାଇସୁଆଁ/ତେଲକୋଇ: ତାମିଲନାଡୁର ମଦୁରାଇ ଜିଲ୍ଲା ବାନାଡିବାନ ସୂତାକଳରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସନାତନ ମୁଣ୍ଡାଙ୍କୁ ହତ୍ୟା କରାଯାଇଛି। ତାଙ୍କ ଘର ତେଲକୋଇ ଥାନା କାଳିଆହତା ପଞ୍ଚାୟତ ପାଟିକିଲିପୁର ଗ୍ରାମରେ। ସନାତନଙ୍କ ମୃତଦେହ ଏକ ପରିତ୍ୟକ୍ତ ବାମ୍ଫିରୁ ଉଦ୍ଧାର କରାଯାଇଥିଲା। ଏହି…
ଅଧିକ ଖବର ଦେଖନ୍ତୁ...