ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ଟ୍ରଲର୍‌ ଧକ୍କାରେ ଅଟୋ ଚୂର୍‌ମାର, ୪ ମୃତ

କେନ୍ଦୁଝର : କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଡଙ୍ଗାପାଣି ନିକଟରେ ଆଜି ସକାଳ ସାଢେ ୮ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବତୀଙ୍କ ସହିତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଶୁଆକାଟୀ ଫାଣ୍ଡି ଦଅଁଳା ଗ୍ରାମର ମୁନା…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ମା, ଶିଶୁ ମୃତ

ଘଟଗାଁ : ମା’ ତାରିଣୀ ମନ୍ଦିରଠାରୁ ମାତ୍ର ୧ କିଲୋମିଟର ଦୂର ଦୁଃଖବାହାଳି ଗାଁ’ରେ ରହୁଥିବା ମଲ୍ଲାର ସଂପ୍ରଦାୟର କାନ୍ଦରା ମଲ୍ଲାର ଓ ତାଙ୍କର ବର୍ଷକର ଶିଶୁପୁତ୍ରକୁ ଆଜି ଏକ ହାତୀ ଆକ୍ରମଣ କରି ମାରିଦେଇଛି। ହାତୀ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାନ୍ଦରାଙ୍କ ସ୍ୱାମୀ ବିଦେଶୀ ମଲ୍ଲାର।…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ଅଟୋ- ଟ୍ରଲର ଧକ୍କା, ୪ ମୃତ, ୫ ଗୁରୁତର

କେନ୍ଦୁଝର: ଆଜି ସକାଳେ କେନ୍ଦୁଝର ଜିଲ୍ଲା ବାଂଶପାଣି ବ୍ଲକ୍‌ ଶୁଆକାଟି ନିକଟସ୍ଥ ଦଅଁଳା ଗ୍ରାମର ୯ ଜଣ ଏକ ଅଟୋ ଯୋଗେ କେନ୍ଦୁଝର ଆସୁଥିବା ବେଳେ ଦଙ୍ଗାପାଣି ଘାଟି ନିକଟରେ ଏକ ଟ୍ରଲ୍‌ର ସହିତ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ପଥରରେ ଛେଚି ଯୁବକଙ୍କୁ ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଦ୍ରୁପଦା ଗାଁ ନିକଟସ୍ଥ ଚେକ ଡ୍ୟାମ୍‌ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଛି। ଯୁବକଙ୍କ ମୁହଁକ ପଥରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।। ସମ୍ପୂର୍ଣ୍ଣ ଉଳଗ୍ନ ଅବସ୍ଥାରେ ପାଣିରେ ମୃତ ଦେହ ଭାସୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ବିବାହିତା ଯୁବତୀଙ୍କ ତଣ୍ଟି କାଟି ହତ୍ୟା

କେନ୍ଦୁଝର: ଜଣେ ସମ୍ପର୍କୀୟଙ୍କ ଘରକୁ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିବା ଜଣେ ୨୫ ବର୍ଷୀୟା ବିବାହିତା ଯୁବତୀଙ୍କ ତଣ୍ଟି କାଟି କେହି ଦୁର୍ବୃତ୍ତ ହତ୍ୟା କରିଛି। ମୃତ ଯୁବତୀଙ୍କ ନାମ ଶକୁନ୍ତଳା ମହାକୁଡ଼(୨୫ ବର୍ଷ) ଓ ତାଙ୍କ ଘର କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଷଡ଼ଙ୍ଗ…
ଅଧିକ ଖବର ଦେଖନ୍ତୁ...

ନଦୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

ତେଲକୋଇ: ତେଲକୋଇ ଥାନା ମଦୁସୂଦନପୁର ଗ୍ରାମର ସ୍ୱର୍ଗତ ଗଦାଧର ନାଏକଙ୍କ ପତ୍ନୀ ଶୁକ୍ରୁମୁନି ନାଏକ(୭୫) ସମାକୋଇ ନଦୀରେ ବୁଡି ପ୍ରାଣ ହରାଇଥିବା ଜଣାଯାଇଛିି। ଗତକାଲି ମଧ୍ୟାହ୍ଣରେ ସେ ଜଙ୍ଗଳକୁ ଯାଇଥିଲେ ଓ ସଂଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ଆଜି…
ଅଧିକ ଖବର ଦେଖନ୍ତୁ...

ତେଲକୋଇରେ ଚାଞ୍ଚଲ୍ୟ : ପଥର ଛେଚି ଯୁବକଙ୍କୁ ହତ୍ୟା

ତେଲକୋଇ/ରାଇସୁଆଁ : ତେଲକୋଇ ଥାନା ଲକ୍ଷ୍ମୀନାରାୟଣପୁର କୁଦୁରସାହି ନିକଟରୁ ପୁଲିସ ଆଜି ଜଣେ ଯୁବକଙ୍କ ଶବ ଜବତ କରିଛି। ମୃତକ ଯୁବକ ହେଉଛନ୍ତି ଏହି ଥାନା ରଙ୍ଗମାଟିଆ ଗାଁର କାମ ହେମ୍ବ୍ରମ୍‌(୪୫)। ତାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ପୁଲିସ ସଂଦେହ କରିଛି। ଏ ଘଟଣା ସ୍ଥାନୀୟ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଦୋକାନ ଆଗରୁ ୨୫ ଲକ୍ଷର ଅଳଙ୍କାର ଲୁଟ୍‌

ଢେଙ୍କିକୋଟ : ଘଟଗାଁ ଥାନା ଢେଙ୍କିକୋଟ ବଜାର ସ୍ଥିତ ‘କୈଳାସ ଜୁଏଲାରୀ’ ସମ୍ମୁଖରୁ ଆଜି ସକାଳେ ୨୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତି ଏକ ବ୍ୟାଗ୍‌ କୌଣସି ଦୁର୍ବୃତ୍ତ ଲୁଟିି ନେଇଛି। ଦୋକାନ ମାଲିକ ମନ୍ମଥ ରଣା ଏ ସଂପର୍କରେ ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୁଲିସ ତନାଘନା…
ଅଧିକ ଖବର ଦେଖନ୍ତୁ...

ଘଟଗାଁ :୧୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଲେ ଦୁଇ ଦୁର୍ବୃତ୍ତ

ଘଟଗାଁ: ଆଜି ସକାଳେ ଘଟଗାଁ ଥାନା ଅନ୍ତର୍ଗତ ଡେଙ୍କିକୋଟ୍‌ ବଜାରରେ ଥିବା କୌଳାଶ ଜୁଏଲାରିର ମାଲିକଙ୍କ ଠାରୁ ଦୁଇ ଜଣ ଦୁର୍ବୃତ୍ତ ୧୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଖବର ପାଇ ପୁଲିସ ତନାଘନା ଆରମ୍ଭ କରିଥିଲେ ମଧ୍ୟ ଅପରାଧୀମାନଙ୍କ ସମ୍ପର୍କରେ କୌଣସି ସୂଚନା ପାଇ ପାରି…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୦ ଆହତ

ହାଟଡ଼ିହି : ସୋସୋ ଥାନା ଅନ୍ତର୍ଗତ ପଣ୍ଡାଡ଼ୋ ପଞ୍ଚାୟତର ତେନ୍ତୁଲିପଦି ଗ୍ରାମରେ ଆଜି ରାତି ୯ଟା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ୧୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...