ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ପୁଲିସ ମାଡ଼ରେ ଅପମାନିତ ଯୁବକଙ୍କ ଆତ୍ମହତ୍ୟା

ଘଟଗାଁ: ଦାମ୍ପତ୍ୟ କଳହକୁ ନେଇ ସ୍ୱାମୀ ବିରୋଧରେ ଅଭିଯୋଗ ଆଣିଲେ ପତ୍ନୀ। ଘଟଣାର ସମାଧାନ କରିବାକୁ ପୁଲିସ ସ୍ୱାମୀଙ୍କୁ ଥାନାରେ ଗାଳିଗୁଲଜ କଲା, ନିର୍ଧୁମ ଛେଚିଲା। ପତ୍ନୀ ସମ୍ମୁଖରେ ପୁଲିସଠୁ ଏପରି ମାଡ଼ ଖାଇ ଅପମାନିତ ହେବା ପରେ ସ୍ୱାମୀଜଣକ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। କେନ୍ଦୁଝର…
ଅଧିକ ଖବର ଦେଖନ୍ତୁ...

ପୁଲିସ ମାଡ଼ରେ ଅପମାନିତ ଯୁବକଙ୍କ ଆତ୍ମହତ୍ୟା

ଘଟଗାଁ : ଦାମ୍ପତ୍ୟ କଳହକୁ ନେଇ ସ୍ୱାମୀ ବିରୋଧରେ ଅଭିଯୋଗ ଆଣିଲେ ପତ୍ନୀ। ଘଟଣାର ଆପୋଷ ସମାଧାନ ପରିବର୍ତ୍ତେ ପୁଲିସ ସ୍ୱାମୀଙ୍କୁ ଖାଲି ଗାଳିଗୁଲଜ କଲାନି, ଥାନାରେ ନିର୍ଧୁମ ଛେଚିଲା। ପତ୍ନୀ ଉପସ୍ଥିତିରେ ପୁଲିସଠୁ ମାଡ଼ ଖାଇ ଅପମାନିତ ହେବା ପରେ ଜଣେ ଯୁବକ ଗତକାଲି ରାତିରେ ବିଷ ପିଇ…
ଅଧିକ ଖବର ଦେଖନ୍ତୁ...

ନୂଆ-ପୁରୁଣାଙ୍କୁ ନେଇ କେନ୍ଦୁଝର ବିଜେପିରେ ଅନ୍ତର୍ଦ୍ୱନ୍ଦ୍ୱ

କେନ୍ଦୁଝର : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦୁଝର ଜିଲ୍ଲା ବିଜେପିରେ ନୂଆ-ପୁରୁଣା ବିବାଦ ତଥା ବରିଷ୍ଠ ନେତାଙ୍କ ମଧ୍ୟରେ ଅର୍ନ୍ତଦ୍ୱନ୍ଦ୍ୱ ସେତିକି ବଢ଼ିବାରେ ଲାଗିଛି। ଘସିପୁରା ବ୍ଲକର ଦେଓଗାଁଠାରେ ଆୟୋଜିତ ବିଜେପି କର୍ମକର୍ତ୍ତାଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମରୁ ଏପ୍ରକାର…
ଅଧିକ ଖବର ଦେଖନ୍ତୁ...

ସୁଇପର୍‌ ପାଲଟିଲେ ଡାକ୍ତର

କେନ୍ଦୁଝର/କୁଟୁଗାଁ : ଡାକ୍ତର ଆସିନଥିବାରୁ ସୁଇପର ହୋଇଗଲେ ଡାକ୍ତର। ରୋଗୀଙ୍କ ନାମ ପଞ୍ଜୀକରଣ ସହିତ ଔଷଧ ଦେବା ଏବଂ ବ୍ୟାଣ୍ଡେଜ୍‌ ଆଦି କରି କାମ ଚଳାଇ ଦେଲେ। ଖାଲି ସେତିକି ନୁହେଁ, ଦିନତମାମ ଯେତେ ରୋଗୀ ଆସିଲେ, ସୁଇପର ଜଣଙ୍କ ଯାହା ଜାଣିଥିଲେ ସମସ୍ତଙ୍କୁ ଔଷଧ ଦେଇ ବିଦା କରିଥିଲେ। ତେବେ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ବୈତରଣୀରେ ବୁଡ଼ି ଯୁବକ ନିଖୋଜ

କେନ୍ଦୁଝର: ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମ ନିକଟ ଦେଇ ଯାଇଥିବା ବୈତରଣୀ ନଦୀରେ ବୁଡ଼ି ଶୁକ୍ରବାର ଜଣେ ଯୁବକ ନିଖୋଜ ହୋଇଛନ୍ତି। ଚିତ୍ତରଞ୍ଜନ ଓଝା (୧୮) ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦୁଇ ବର୍ଷ ତଳେ ପରଲୋକ ହୋଇଥିବା ଧ୍ରୁବଚରଣ ଓଝାଙ୍କ ପୁଅ ଚିତ୍ତରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ମୋରମ୍‌ ବୋଝେଇ ଟ୍ରାକ୍ଟର ଜବତ

ଘଟଗାଁ: ଗତକାଲି ଘଟଗାଁ ବ୍ଲକ୍‌ ପଣ୍ଡାପଡ଼ା ଥାନା ଅଧୀନସ୍ଥ କାଣ୍ଡସର ରେଲେଓ୍ଵ ସାଇଡ୍‌ରୁ ଏକ ବେଆଇନ୍‌ ପଥର ବୋଝେଇ ଟ୍ରାକ୍ଟରକୁ ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ଜବତ କରି ପୁଲିସ ଜିମା ଦେଇଥିଲେ। ଉକ୍ତ ଟ୍ରାକ୍ଟର ମାଲିକଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ।  ସେହିପରି…
ଅଧିକ ଖବର ଦେଖନ୍ତୁ...

ଛେଳି ନ ଘଉଡ଼ିବାରୁ ପ୍ରଧାନ ଶିକ୍ଷକ ନିଲମ୍ବିତ

କେନ୍ଦୁଝର : ଗଛମୂଳେ ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀ ଖାଉଥିବା ବେଳେ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱହୀନତା ପାଇଁ ଛେଳି କୁକୁର ପଶିଯିବା କାରଣରୁ ସଦର ବ୍ଲକ ବଣୁଆ ସ୍ଥିତ ଯୋଗେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନସ କୁମାର ମିଶ୍ରଙ୍କୁ ଜିଲ୍ଲାପାଳ ଏନ୍‌. ତିରୁମାଲା…
ଅଧିକ ଖବର ଦେଖନ୍ତୁ...

୨୫ ଦିନର ଶିଶୁକନ୍ୟାକୁ ଚେଙ୍କ

ଘଟଗାଁ : ଗତକାଲି ଘଟଗାଁ ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ମାତ୍ର ୫ କିଲୋମିଟର ଦୂର ବଡ଼ଜାମପଶି ଗ୍ରାମର ଢିପାସାହିର ଜଣେ ୨୫ ଦିନର ଶିଶୁ କନ୍ୟାର ପେଟରେ ଚେଙ୍କ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବଡ଼ଜାମପଶି ଗ୍ରାମ ଡିପାସାହିର ସନ୍ତୋଷ ବେହେରାଙ୍କ ଶିଶୁକନ୍ୟା ଜନ୍ମ ହେବାର କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ଅଜଣା ରୋଗରେ ବାଙ୍କି ଯାଉଛି ଅଣ୍ଟା

ଆନନ୍ଦପୁର : ହଠାତ ଯନ୍ତ୍ରଣା ହେବା ପରେ ଅଣ୍ଟା ବଙ୍କା ହୋଇଯାଉଛି। ପରେ ଆଉ ଭଲ ଭାବେ ଚଲାବୁଲା କରି ହେଉନାହିଁ କି କାମଧନ୍ଦା କରିବା ସମ୍ଭବ ହେଉନାହିଁ। ଏମିତି ରୋଗରେ ପଡି ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଧ୍ୱ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଘସିପୁରା ବ୍ଳକ…
ଅଧିକ ଖବର ଦେଖନ୍ତୁ...

ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଗଛମୂଳେ ପାଠପଢ଼ା

କେନ୍ଦୁଝର : ପାଠ ପଢ଼ିବାକୁ ଘର ନାହିଁ। ନିୟମିତ ଗଛ ମୂଳେ ବସି ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଖରାଦିନ କୌଣସି ପ୍ରକାରେ ଚଳିଯାଉଛି, କିନ୍ତୁ ବର୍ଷା ଏବଂ ଶୀତଦିନେ ପଢ଼ା ବନ୍ଦ। ଖୋଦ୍‌ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରର ସଦର ବ୍ଲକ ଯୋଗେଶ୍ୱର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର…
ଅଧିକ ଖବର ଦେଖନ୍ତୁ...