ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଏନ୍‌ଆଇସି ଅଫିସରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ସହରରୁ ପୃଥକ ପୃଥକ ସ୍ଥାନରୁ ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶିଶୁ ଶ୍ରମିକଙ୍କୁ କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର ହେବା ଘଟଣା ଜିଲ୍ଲାରେ ଚର୍ଚାର ବିଷୟ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଗୁଣ୍ଟୁରରୁ ଉଦ୍ଧାର ହେଲେ ୫ ଦାଦନ ଶ୍ରମିକ

ଜୟପୁର : ସକାଳୁ ରାତି ଯାଏ ଖଟାଉଥିଲେ। ଖାଦ୍ୟ କହିଲେ ବାସୀ ତୋରାଣୀ ଓ ଚାରୁପାଣି ମିଳୁଥିଲା। ଏପଟେ ପାରିଶ୍ରମିକ ମାଗିଲେ ମିଳୁଥିଲା ମିଳୁଥିଲା ଅକଥନୀୟ ନିର୍ଯାତନା। ସବୁବେଳେ ନଜରବନ୍ଦୀ କରି ରଖୁଥିଲେ। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ୫ଜଣ…
ଅଧିକ ଖବର ଦେଖନ୍ତୁ...

ପ୍ରେସର ବୋମା ବିସ୍ଫୋରଣରେ ଯବାନ ଆହତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମାରେ ପ୍ରେସର ବୋମା ବିସ୍ଫୋରଣରେ ଜଣେ କୋବ୍ରା ଯବାନ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ସୁକମା ଜିଲ୍ଲାର କିଷ୍ଟରାମ ଅଂଚଳରେ କମ୍ବିଂ କରି କୋବ୍ରା ଯବାନମାନେ ଫେରୁଥିବା ବେଳେ ଅଚାନକ ପ୍ରେସର ବୋମା ବିସ୍ଫୋରଣ ହୋଇଥିଲା। ପାଲୋଡି…
ଅଧିକ ଖବର ଦେଖନ୍ତୁ...

୭ ନକ୍ସଲ ଗିରଫ, ମାଓ ସମଗ୍ରୀ ଜବତ

ମାଲକାନଗିରି : ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୋଲିସ ୭ ନକ୍ସଲଙ୍କୁ ଗିରଫ କରିବା ସହ ବହୁ ମାଓ ସମଗ୍ରୀ ଜବତ କରିଛି। ଜିଲ୍ଲା ପୋଲିସ,ଡିଆରଜି ଏବଂ ଏସଟିଏଫ ଯବାନମାନେ କୋୟାମେଟା ଏବଂ କାବାନାର ଅଂଚଳରେ କମ୍ବିଂ କରୁଥିବା ବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

୧୪୦ ଝାଡ଼ଖଣ୍ଡ ହାତୀ ନୀଳଗିରିମୁହାଁ

ନୀଳଗିରି : ଝାଡ଼ଖଣ୍ଡ ରାଜ୍ୟର ଦଲମା ଅଭୟାରଣ୍ୟରୁ ୧୪୦ରୁ ଊର୍ଦ୍ଧ୍ୱ ହାତୀ ଏବେ ନୀଳଗିରିମୁହାଁ ହୋଇଥିବା ଜଣାପଡ଼ିଛି। ଉକ୍ତ ଖବର ପାଇବା ପରେ ନୀଳଗିରି ବନାଞ୍ଚଳବାସୀଙ୍କ ଆଖିରୁ ନିଦ ହଜିଯାଇଛି। ଝାଡ଼ଖଣ୍ଡ ହାତୀପଲ ଆସିଲେ ବ୍ୟାପକ ପରିମାଣରେ ଧାନଫସଲ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି।…
ଅଧିକ ଖବର ଦେଖନ୍ତୁ...

ଅଖତାର ଖାନ୍‌କୁ ଛାଡ଼ିଲା ଏନ୍‌ଆଇଏ

କଟକ : ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ ଥିବା ଅଭିଯୋଗରେ ଆଜି ସକାଳେ କଟକରୁ ଗିରଫ ହୋଇଥିବା ଅଖତାର ଖାନ୍‌କୁ ଛାଡ଼ି ଦେଇଛି ନ୍ୟାସନାଲ୍‌ ଇନଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ)। ପଚରା ଉଚରା ପରେ ଅଖତାରକୁ ଛାଡ଼ି ଦିଆଯାଇଥିବା କଟକ ଗ୍ରାମାଞ୍ଚଳ ଏସ୍‌ପି ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ପୁଣି…
ଅଧିକ ଖବର ଦେଖନ୍ତୁ...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା : ଅବସରପ୍ରାପ୍ତ ଏସଆଇଙ୍କୁ ୨ବର୍ଷ ଜେଲ୍‌

ବାଲେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବାଲେଶ୍ୱର ଭିଜିଲାନ୍ସ କୋର୍ଟ ବାଲିଆପାଳ ଥାନାର ପୂର୍ବତନ ଏସଆଇ ଦାମୋଦର ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାର ବିଚାର କରି ଭିଜିଲାନ୍ସ ଜଜ୍‌ ରମାନାଥ ପଣ୍ଡା ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ ସହ ପ୍ରମାଣ ହୋଇଥିବା ୨ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ୫୭ ହଜାର ଗଞ୍ଜେଇ ଗଛ ପୋଡ଼ାଗଲା

କନ୍ଧମାଳ: ବୁଧବାର କନ୍ଧମାଳ ଜିଲ୍ଲା ମୁର୍ଜା ଜଙ୍ଗଲ ଅଞ୍ଚଳରେ ଅବକାରୀ ବିଭାଗ ଓ ପୁଲିସ୍ ଗଞ୍ଜେଇ ଗଛ କାଟିବା ଅଭିଯାନ ଆରମ୍ଭ କରିଥିଲେ। ଏହି ଗଞ୍ଜେଇ ଗଛ କଟା ସକାଳ ଆଠଟାରୁ ସନ୍ଧ୍ୟା ଚାରିଟା ପର୍ଯ୍ୟନ୍ତ ଚାଲିଥିଲା। ଜିଲ୍ଲାର ମାନ୍ଦିବାଲା, କଦାରି ଓ ଲବାଙ୍ଗି ଓ ସାରଲାଗୁଡାର  ୫୭ ଏକର ଜମିରୁ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରୁ କ୍ଲୋରିନ୍‌ ଗ୍ୟାସ ନିର୍ଗତ: ଗ୍ୟାସ ଲିକ୍‌ ବନ୍ଦ କରିବାକୁ ଯାଇ ୩ଅଗ୍ନିଶମ କର୍ମଚାରୀ ସମେତ ୪୬ଜଣ ଅସୁସ୍ଥ

କଟକ: କଟକ ଏସ୍‌ସିବି ପରିସର ଜନସ୍ୱାସ୍ଥ୍ୟ ବିଭାଗ ପମ୍ପ ଘରୁ ବୁଧବାର କ୍ଲୋରିନ୍‌ ଗ୍ୟାସ ନିର୍ଗତ ହୋଇଥିଲା। ଏହି ଗ୍ୟାସ ଲିକ୍‌ ଖବର ପ୍ରଘଟ ହେବା ପରେ ରୋଗି ଓ ମେଡିକାଲ ପରିସରରେ ଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ଜୋରରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ

ଖୋର୍ଦ୍ଧା: ଆଜି ସକାଳେ ସଦର ଥାନା ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତ ନରେ ଥିବା ଏକ ଜୋରରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତିଜଣକ ହେଉଛନ୍ତି ସଦର ଥାନା ବାଜପୁର ରଙ୍ଗଣୀ ସାହିର ରବୀନ୍ଦ୍ର ସେଠୀ( ୫୦ ବର୍ଷ)। ରବୀନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...